ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇଥିବା ମହିଳାଙ୍କ ମୃତ୍ୟୁ…

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋପାଳପୁର ଥାନା ସମ୍ମୁଖରେ ଟିକିନା ଦାଶ ନାମକ ଜଣେ ମହିଳା ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କୀଟନାଶକ ପିଇ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ

ନାବାଳକ ଛାତ୍ର ମୃତ୍ୟୁ ଘଟଣା: ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା

ବରଗଡ଼: ସ୍ଥାନୀୟ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲର ନାବାଳକ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ବରଗଡ଼ ସହରରେ ସ୍ଥିତି ଉଦବେଗଜନକ ରହିଛି। ଅଭିଭାବକ ସଂଘ ପକ୍ଷରୁ ଶନିବାର ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବରେ ବରଗଡ଼ରେ ଦୋକାନବଜାର ବନ୍ଦ ରହିଛି। ଯାନବାହାନ ଚଳାଚଳରେ ବି ବ୍ୟାହତ

କାଶୀପୁର ପରେ ଏବେ କଲ୍ୟାଣସିଂପୁର ଝାଡାବାନ୍ତି

ରାୟଗଡା ଜିଲ୍ଲାରେ ଝାଡାବାନ୍ତି ଥମିବାର ନାଁ ନେଉନାହିଁ । କାଶୀପୁର ବ୍ଳକ ପରେ ଏବେ କଲ୍ୟାଣସିଂପୁର ବ୍ଳକକୁ ବ୍ୟାପିଛି ଝାଡାବାନ୍ତି । ବୁଡାଗୁଡାର ଗୁରୁତଲି ଗାଁର ୮ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନେ ଶିକରପାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଜିଲ୍ଲା ମୁଖ୍ୟ

ଝାରସୁଗୁଡାକୁ ବ୍ୟାପିଲା ଝାଡାବାନ୍ତି, ବାପ-ପୁଅ ମୃତ

ଝାରସୁଗୁଡା: ଜିଲ୍ଲାନ୍ଦ ୧୩ ନମ୍ବର ୱାର୍ଡ ଦେବାଡ଼ିହି ଗାଁରେ ଝାଡା ବାନ୍ତିରେ ବାପ ପୁଅଙ୍କ ମୃତ୍ୟୁ। ଦୁଇ ଦିନ ତଳେ ଅକୁର ପ୍ରଧାନ (୪୦) ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ ବାପା ଶ୍ରୀପ୍ରସାଦ ପ୍ରଧାନ (୬୫)ଙ୍କ ମୃତ୍ୟୁ ଘଟିଛି। ପୁଅର ଅନ୍ତ୍ୟେଷ୍ଟି

ଅଗଷ୍ଟ ୬ରେ ସୃଷ୍ଟିହେବ ଲଘୁଚାପ, ୩ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩୦|୦୭: ରାଜ୍ୟରେ ମୌସୁମୀ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ନିଷ୍କ୍ରିୟ ରହିବ । ତେଣୁ ରାଜ୍ୟରେ ଏବେ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି । ମାତ୍ର ଅଗଷ୍ଟ ୬ ତାରିଖରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହାର

ଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ

ପୁରୀ: ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମି ଖୋଜିବ ମନ୍ଦିର ପ୍ରଶାସନ। ଓକାକ୍‌ ମାଧ୍ୟମରେ ଜମିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏ

ଖଲ୍ଲିକୋଟ କଲେଜ ନାମ ଫଳକ ବିବାଦ : ଭୁଲକୁ ସଂଶୋଧନ କଲେ କତୃପକ୍ଷ…

ବ୍ରହ୍ମପୁର -ରାଜ୍ୟ ସରକାର ବ୍ରହ୍ମପୁର ଖଲ୍ଲିକୋଟ କଲେଜକୁ 2021 ଅଗଷ୍ଟ ମାସରେ ବିଶ୍ୱବିଦ୍ୟାଳୟ ଘୋଷଣା କଲେ, ଏହି ପରିପ୍ରେକ୍ଷୀରେ କତୃପକ୍ଷ ଖଲ୍ଲିକୋଟ ମହାବିଦ୍ୟାଳୟ, ପ୍ରତିଷ୍ଠା -1878 ଲେଖାଥିବା ମୁଖ୍ୟ ଫାଟକ ଉପରୁ ନାମ ଫଳକକୁ ଭାଙ୍ଗି ଦେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ -2021

ପିକ୍‌ଅପ୍‌-ମ୍ୟାଜିକ୍‌ ଗାଡ଼ି ମୁହାଁମୁହିଁ, ସ୍ତ୍ରୀ ମୃତ, ସ୍ବାମୀ-ପୁଅଙ୍କ ସମେତ ୩ ଗୁରୁତର

ସାଲେପୁର: ସାଲେପୁର ଥାନା କଟକ-ଚାନ୍ଦବାଲି ରାସ୍ତାର ମ୍ୟାରିୟନ୍‌ ହୋଟେଲ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୨ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଟାଟା ମ୍ୟାଜିକ୍‌ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ମ୍ୟାଜିକ୍‌ ଗାଡ଼ିରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା

ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ କଏଦୀ ଚମ୍ପଟ

ଚୌଦ୍ୱାର: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଜଣେ କଏଦୀ ଚମ୍ପଟ ହୋଇଯାଇଛି। ତାଙ୍କ ନାଁ ମୁକୁ ସାନ୍ତା। ବର୍ଷେ ହେଲା ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ତାର ଚିକିତ୍ସା ଚାଲିଥିଲା। ଗତକାଲି ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିବା ବେଳେ ପୁଲିସକୁ ଚକମା ଦେଇ ଫେରାର

ଆଜିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ୱର,୩୦/୦୭: ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାର ଭୁବନଠାରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ପ୍ରଧାନ