ଉଜ୍ଜଳ ଭାରତ-ଉଜ୍ଜଳ ଭବିଷ୍ୟତ, ପାଓ୍ବାର @ ୨୦୪୭ ଅନୁଷ୍ଠିତ

ଛତ୍ରପୁର (୩୦/୦୭) : ଓଡିଶା ପାଓ୍ବାର ଟ୍ରାନ୍ସମିଶନ୍ କର୍ପୋରେସନ୍ ଲିମିଟେଡ୍, ଟିପି ସାଉଥ୍ ଓଡିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍, ପାଓ୍ବାର ଗ୍ରୀଡ୍ କର୍ପୋରେସନ୍ ଇଣ୍ଡିଆ ଲିମିଟେଡ୍ ର ମିଳିତ ଆୟୋଜନ କ୍ରମେ ସମଗ୍ର ଭାରତ ବର୍ଷରେ ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ “ଉଜ୍ଜଳ ଭାରତ-ଉଜ୍ଜଳ

ରାଜ୍ୟସ୍ତରୀୟ ଉତ୍କଳୀୟମ ଯୁବଉତ୍ସବ – ୨୦ ୨୨

ଭୁବନେଶ୍ୱର (୩୦/୦୭) : ଆଜି ଭୁବନେଶ୍ୱର,ୟୁନିଟ-୩ ସ୍ଥିତ ଉତ୍କଳ ସାମ୍ବାଦିକ ସଙ୍ଘର ସଭାଗୃହରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ୫ମ ରାଜ୍ୟ ସ୍ତରୀୟ ଉତ୍କଳୀୟମ ଯୁବ ଉତ୍ସବ-୨୦ ୨୨ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ

ରାଜ୍ୟପାଳଙ୍କ ବୟାନକୁ ନେଇ ବିବାଦ, ରାଗିଲେ ମରାଠା

ମୁମ୍ବାଇ: ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ। ଭଗତ ସିଂହ କୋଶିଆରୀଙ୍କ ଏକ ବୟାନକୁ ନେଇ ଆରମ୍ଭ ହୋଇଛି ହଙ୍ଗାମା। ମୁମ୍ବାଇରେ ମରାଠାମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଏଥିସହ ରାଜ୍ୟପାଳଙ୍କ ବିରୋଧରେ ନାରାବାଜି କରିଛନ୍ତି।ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ କହିଛନ୍ତି ଯେ ‘ଯଦି ଗୁଜୁରାଟୀ ଏବଂ

ହିମାଚଳ ପ୍ରଦେଶରେ ଜଳ ପ୍ରଳୟ, ଚାହୁଁ ଚାହୁଁ ଭାସିଗଲା ଟ୍ରାକ୍ଟର

ଶିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ବର୍ଷାର ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ପ୍ରଖର ସ୍ରୋତରେ ଏକ ଟ୍ରାକ୍ଟର ଭାସିଯାଉଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୩ଜଣ ବ୍ୟକ୍ତି ମଧ୍ୟ ଥିଲେ । କିଛି ସମୟ ପାଇଁ ଟ୍ରାକ୍ଟର ଉପରେ ଠିଆ ହୋଇଥିଲେ ମଧ୍ୟ

ମହାପୁରୁଷଙ୍କୁ ନେଇ ଗୃହରେ ଉଦବେଗ

ଭୁବନେଶ୍ବର ୩୦।୭: ବିଧାନସଭା ପ୍ରଶ୍ନକାଳରେ ମହାପୁରୁଷମାନଙ୍କୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଯାତ୍ରା ସମୟରେ ରାଜ୍ୟରେ ଛାଡି ଯାଇଥିବା ଛବି ତଥା ଯେଉଁ ଯେଉଁ ଅଞ୍ଚଳ ଯାଇଛନ୍ତି ଯଥା ପୁରୀ ଜିଲ୍ଲା

ଅଟୋ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ହାଇୱା ହେଲ୍‌ପର୍‌ଙ୍କୁ ବେଲ୍ଟରେ ପିଟି ପିଟି ରକ୍ତାକ୍ତ କଲେ

ପୁରୀ,୩୦/୦୭: ସତ୍ୟବାଦୀ ଥାନା ଅଧୀନ ଶୁକଳ ଛକରେ ଘଟିଛି ଅଭାବନୀୟ କାଣ୍ଡ । ଶୁକଳର ଅନିଆ ବିଶ୍ୱାଳ (୩୫) ନାମକ ଜଣେ ଅଟୋ ଚାଳକ ଘଟାଇଛି ଉନ୍ମତ୍ତ କାଣ୍ଡ । ପଡୋଶୀ ଗ୍ରାମ ଭଣ୍ଡାରୀଦଣ୍ଡାର ଅମର ପରିଡା (୨୬) ନାମକ ଜଣେ ହାଇୱା ହେଲ୍‌ପର୍‌ଙ୍କୁ ସେ ଅତି ନୃଶଂସ ଭାବେ ମାଡ ମାରୁଥିବାର ଏକ ଭିଡିଓ

ଅଗଷ୍ଟ ୧ରୁ ଖୋଲିବ ଭିତରକନିକା

ପଟ୍ଟାମୁଣ୍ଡାଇ ୩୦।୦୭ : ଅଗଷ୍ଟ ୧ ତାରିଖରେ ଖୋଲିବ ଜାତୀୟ ଉଦ୍ୟାନ ଭିତରକନିକା । ଗତ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ।ଗତ ମେ ୧ ତାରିଖରୁ କୁମ୍ଭୀର ପ୍ରଜନନ ଋତୁ ପାଇଁ ବନ୍ଦ ରହିଥିଲା ଭିତରକନିକା । କିନ୍ତୁ ଏବେ ଭିତରକନିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଆସନ୍ତା ଅଗଷ୍ଟ ୧

ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ

ଦିଲ୍ଲୀ: ବିଶ୍ବରେ ଆତଙ୍କ ଖେଳାଇଲାଣି ମଙ୍କିପକ୍ସ । ମଙ୍କିପକ୍ସ ଯୋଗୁ ଏବେ ଆତଙ୍କ ବଢି ବଢି ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏବେ ଜଣଙ୍କର ମୃତ୍ୟୁ ବି ହୋଇଛି । ବିଶ୍ବରେ ପ୍ରଥମ ମୁଣ୍ଡ ନେଲା ଭୟଙ୍କର ମଙ୍କିପକ୍ସ । ସର୍ବାଧିକ ମକ୍ସିପକ୍ସରେ ପ୍ରଭାବିତ ଦେଶ ସ୍ପେନରେ

ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗ, ଜଣେ ଅଭିଯୁକ୍ତ ଗିରଫ

ବଡବିଲ ୩୦।୭: ନାବାଳକଙ୍କୁ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ । ଜଣେ ନାବାଳକଙ୍କ ସହ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ ବଡବିଲ ପୋଲିସ ଅଭିଯୁକ୍ତ ଗଣେଶ ମୁଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୁରୁବାର ବଡବିଲ ଥାନା ଅନ୍ତର୍ଗତ କୋହ୍ଲ ବରପଦାରେ ଏଭଳି ଅଭାବନୀୟ

ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଅବହେଳା କରାଯିବନି: ସିନ୍ଧିଆ

ନୂଆଦିଲ୍ଲୀ : ଘରୋଇ ବିମାନରେ ଅନେକ ବୈଷୟିକ ତ୍ରୁଟି ପରିଲକ୍ଷିତ ଯୋଗୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଏଥିରେ କୌଣସି ପ୍ରକାର ଅବହେଳା କରାଯିବ ନାହିଁ । ନିକଟରେ ଘରୋଇ ବିମାନରେ