ବିଜେପି ମଣ୍ଡଳ ପକ୍ଷରୁ ସ୍ବାଧୀନତାର ୭୫ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି(୩୧/୭) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ବିଜେପି ମଣ୍ଡଳ ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପାଳନ ନେଇଁ ପ୍ରସ୍ତୁତି ବୈଠକ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବ୍ରାହ୍ମଣୀଗାଁ ମଣ୍ଡଳ ଅଧିନସ୍ତ ପ୍ରତେକ ଗ୍ରାମ ପଂଚାୟତର କର୍ମକର୍ତ୍ତା ଯୋଗ ଦେଇଥିବା ଜଣାପଡିଛି।

କମେଣ୍ଟ ମରାକୁ ନେଇ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୦ ଆହତ

କେନ୍ଦ୍ରାପଡା: କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ । ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପ୍ରଥମେ ଷ୍ଟ୍ରକୁ ନେଇ ବିବାଦ ଓ ତାପରେ ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାରୁ ହଳଦିଆ ଗ୍ରାମର କେଳା ସାହି ଓ ତିଲଙ୍ଗ ଗାଁର କେତେକ ଲୋକଙ୍କ ମଧ୍ୟରେ ସୃଷ୍ଟି

ବଜ୍ରପାତ ସହ ବର୍ଷା ସମ୍ଭାବନା, ୨୩ ଜିଲାକୁ ୟେଲୋ ଓ୍ବାର୍ଣ୍ଣି

ଭୁବନେଶ୍ବର, ୩୧।୭ ଉପକୁଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ଆସନ୍ତା ୨୪ ଘଣ୍ଟା ପାଇଁ ୨୩ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଞ୍ଚଳିକ ପାଣିପାଗ ବିଭାଗ ଜାରି କରିଛି । ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ,

ଚଳିତବର୍ଷ ନବମ ଓ ଦଶମ ଶ୍ରେଣୀ ବହିରେ ରହିବ ନୂଆ ବିଷୟବସ୍ତୁ

ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସାମିଲ ହେବ ନୂଆ ବିଷୟ । ବିିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଠ ପଢିବେ ଛାତ୍ରଛାତ୍ରୀ । ଏନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଠାରୁ ଏହି

ଗଣମାଧ୍ୟମକୁ ଅପରାଜିତାଙ୍କ ଅନୁରୋଧ, ଆମକୁ ଏକୁଟିଆ ଛାଡି ଦିଅନ୍ତୁ

ଭୁବନେଶ୍ବର: ଅପରାଜିତାଙ୍କ ଅପିଲ୍‌। ବାବୁସାନ୍‌ ଚେନ୍ନାଇରୁ ଫେରିବା ପରେ ଆଉ ଏକ ଭିଡିଓ ଜାରି କରି ଅପିଲ କରିଛନ୍ତି ଅପରାଜିତା ମହାନ୍ତି। ଆମକୁ ଏକୁଟିଆ ଛାଡି ଦିଅନ୍ତୁ ବୋଲି ସେ କହିଛନ୍ତି। ୪ରୁ ୬ ଦିନ ହେବ ଆମେ ଝରକା ଓ କବାଟ ଖୋଲିପାରୁନାହୁଁ। ରାସ୍ତାରେ ଯାଉଥିବା ଲୋକମାନେ ଆମ ପାଇଁ

ହାତଗୋଡ ବନ୍ଧା ଅବସ୍ଥାରେ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର , ସ୍ବାମୀ ଫେରାର

ସୋର, ୩୧।୭ ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତ ଦୋରା ଗ୍ରାମରେ ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବାଲି ବସ୍ତାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀ ଭିତରୁ ମୃତ ଦେହକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମୃତ ମହିଳା ଜଣକ ହେଲେ କୁନୁ ଲତା ନାୟକ l ଭଦ୍ରକ ଜିଲ୍ଲା

ଇଡିର ସମ୍ପତ୍ତି ଆଟାଚ୍ ଉପରେ ମୁହଁ ଖୋଲିଲେ ପ୍ରଭାତ ବିଶ୍ଵାଳ

କଟକ: ସି ସୋର ଚିଟଫଣ୍ଡ କମ୍ପାନୀ ଠକେଇ ମାମଲାରେ ପ୍ରମାଣ ମିଳିଵା ପରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ( ପିଏମଏଲଏ) ୨୦୦୨ ଅନୁଯାୟୀ ଇଡି କଟକ ସଦର ତଥା ଚୈ।ଦ୍ୱ।ର କଟକ ର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ଥାବର ଅସ୍ଥାଵର ସମ୍ପତ୍ତି ଆଟାଚ୍ କରିଵା ପରେ ପ୍ରଭାତ ଏ ସମ୍ପର୍କରେ

କ୍ୟାପିଟାଲ ହସ୍ପିଟାଲର ୪ ଡାକ୍ତରଙ୍କୁ ଓାର୍ଣ୍ଣିଂ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଦିଆଯିବା ସହ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ଭୁଲ ଇଞ୍ଜେକ୍ସନ ଯୋଗୁଁ ଜଣେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ

ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧,୦୨୯ କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୪୨୭ଜଣ ରହିଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୭୫ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଆଜି ରାଜ୍ୟର ୨୭ଜିଲ୍ଲା ଓ

ବନ୍ଦ ହେଲା ହୀରାକୁଦର ସମସ୍ତ ଗେଟ୍‍

ସମ୍ବଲପୁର: ଆଜି ହୀରାକୁଦ ଡ୍ୟାମର ୨ଟି ଗେଟକୁ ବନ୍ଦ କରିଦିଆଯାଇଛି । ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲାଯାଇଥିବା ୨ଟି ଗେଟ୍‍କୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବନ୍ଦ କରିଥିବା ସୂଚନା ଦେଇଛନ୍ତି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳ ବୃଦ୍ଧି ପାଇଥିଲା । ତେଣୁ ବନ୍ୟାଜଳ