ଥାନା ଭିତରେ ପଶି ପୋଲିସକୁ ପିଟିଲେ

ପାରଳାଖେମୁଣ୍ଡି: ଥାନା ଭିତରେ ଗୁଣ୍ଡାଗର୍ଦ୍ଦି । ଥାନା ଭିତରେ ଧସେଇ ପଶିବା ପରେ ଉପସ୍ଥିତ ଥାନା ଅଧିକାରୀଙ୍କୁ ଠେଲାପେଲା କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହା ଉତ୍ତର ପ୍ରଦେଶ, ବିହାର, ମହାରାଷ୍ଟ୍ର ଆଦି ରାଜ୍ୟରେ ସାଧାରଣରେ ଦେଖାଯାଏ। କିନ୍ତୁ ଏ ଖବର ଓଡ଼ିଶାରେ ଘଟିଛି । ଗତ…

କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ପଞ୍ଜିକରଣ ଆରମ୍ଭ

ପୁରୀ ୧୩।୦୯ : କାର୍ତ୍ତିକ ମାସରେ ବ୍ରତ ପାଳନ ପାଇଁ ହବିଷ୍ୟାଳି ଯୋଜନାରେ ଆଜିଠୁ ଆରମ୍ଭ ହେବ ପଞ୍ଜିକରଣ । ଚଳିତବର୍ଷ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ହଜାରରୁ ଉର୍ଦ୍ଧ୍ଵ ହବିଷ୍ୟାଳିଙ୍କୁ ବ୍ରତ ପାଳନର ସୁଯୋଗ ମିଳିବ । ଏଥିପାଇଁ ବୃନ୍ଦାବତୀ ନିବାସ ସହ ଅନ୍ୟ ତିନୋଟି ସ୍ଥାନରେ ହବିଷ୍ୟାଳି…

ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଲୋକଙ୍କ ସମ୍ପତ୍ତି ତଥ୍ୟ ସଂଗ୍ରହ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ଫଡନାଭିସ

ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ସହିତ ଜଡିତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁସାରେ, ରାଜ୍ୟରେ ଅଣ୍ଡରୱାର୍ଲ୍ଡ ସହ ଜଡିତ ସମସ୍ତ ଲୋକଙ୍କ ସମ୍ପତ୍ତି ତାଲିକା ପ୍ରସ୍ତୁତ କରିବାକୁ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ପୁଲିସକୁ…

ହିନ୍ଦୀ ଭାଷାକୁ ନେଇ ତାତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ, ହିନ୍ଦୀ ଦିବସ ନ ପାଳିବାକୁ ଦାବି

ବାଙ୍ଗାଲୋର: ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ହିନ୍ଦୀ ଭାଷାକୁ ନେଇ ଅନେକ ସମୟରେ ବିବାଦ ଲାଗି ରହିଥାଏ | ବେଳେବେଳେ ଏହି ଭାଷାଭିତ୍ତିକ ବିବାଦ ହିଂସାତ୍ମକ ରୂପ ମଧ୍ୟ ନେଇଥାଏ | କିନ୍ତୁ ଏଥର ହିନ୍ଦୀ ଭାଷାର ବିବାଦକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏକ ଦାବି କରିଛନ୍ତି |…

ଅଜରବୈଜାନ ଆକ୍ରମଣରେ ୪୯ ଆର୍ମେନୀୟ ସୈନ୍ୟ ମୃତ

ନୂଆଦିଲ୍ଲୀ : ପ୍ରାୟ ୨ ବର୍ଷର ଯୁଦ୍ଧ ବିରତି ପରେ ପୁଣି ଥରେ ଅଜରବୈଜାନ ଓ ଆର୍ମେନିଆ ମଧ୍ୟରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଯାଇଛି ।ଋଷର ନ୍ୟୁଜ ଏଜେନ୍ସି ଟାସର ରିପୋର୍ଟ ଅନୁସାରେ ବିବାଦୀୟ ନଗର୍ନୋ-କାରାବାଖ ଅଂଚଳକୁ ନେଇ ପୁଣି ଥରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ଆର୍ମେନିଆ…

ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି : କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କଲେ ଅମିତ ଶାହା

ଗାନ୍ଧିନଗର : ସ୍ବପ୍ନ ବିକୁଥିବା ଲୋକ ଗୁଜୁରାଟରେ ସଫଳ ହେବେନି । ବିଜେପି ପୁଣିଥରେ ଗୁଜୁରାଟରେ ବିଜୟୀ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସରକାରର ଏକ ବର୍ଷପୂର୍ତ୍ତି ଉପଲକ୍ଷେ ଆୟୋଜିତ ଏକ ସଭାରେ ଶାହା କହିଛନ୍ତି ଯେ ସ୍ବପ୍ନ…

ଯୋଗୀଙ୍କ ରାସ୍ତାରେ ଧାମି, ମଦ୍ରାସାର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଥିବା ମଦ୍ରାସାଗୁଡିକର କାର୍ଯ୍ୟକଳାପକୁ ନେଇ ଏଣିକି ସର୍ଭେ କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ସମସ୍ତ ମଦ୍ରାସା ଉପରେ ତୀକ୍ଷ୍ଣ ନଜର ରଖାଯିବ। ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ମଦ୍ରାସାଗୁଡି଼କ ବାବଦରେ ନିରନ୍ତର ଅଭିଯୋଗ…

ରାଣୀଙ୍କ କଫିନ ଶୋଭାଯାତ୍ରାରେ ରାଜକୁମାରଙ୍କୁ ଗାଳିଗୁଲଜ, ଯୁବକ ଗିରଫ

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତକାଲି କଫିନ୍‌ ଶୋଭଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରା ବେଳେ ରାଜକୁମାର ଆଣ୍ଡ୍ରିୟୁଙ୍କୁ ଜଣେ ଦୁର୍ବ୍ୟବହାର କରିଥିଲେ। ଭିଡ ଭିତରେ ଜଣେ ଯୁବକ ହଠାତ୍‌ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ…

ଡାକ୍ତରଙ୍କୁ ଧମକ: ‘ହିନ୍ଦୁଙ୍କ ପାଇଁ କାମ କରୁଛ, ମୁଣ୍ଡଗଣ୍ଡି ଅଲଗା କରିଦେବୁ’

ଲକ୍ଷ୍ନୌ: ‘ହିନ୍ଦୁଙ୍କ ପାଇଁ କାମ କରୁଛ। ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ।’ ଉତ୍ତରପ୍ରଦେଶ ଲୋହିଆ ନଗର ଗାଜିଆବାଦରେ ରହୁଥିବା ଜଣେ ଡାକ୍ତରଙ୍କୁ ଏଭଳି କିଛି ଧମକ ମିଳିଛି। ଏନେଇ ଡାକ୍ତର ସିହାନି ଗେଟ୍‌ ପୁଲିସ ଷ୍ଟେସରେ ଅଭିଯୋଗ କରିଛି। ଅଭିଯୋଗ ଆଧାରରେ ପୁଲିସ ସାଇବର୍‌ ସେଲ୍‌ରେ…

ଗୁଜୁରାଟରେ ସବୁ ଆସନରେ ଲଢ଼ିବ ଆପ୍‌

ନୂଆଦିଲ୍ଲୀ: ଆଗକୁ ଗୁଜରାଟ ନିର୍ବାଚନ। ଏଥିପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ। ଗୁଜରାଟ ଦଖଲ କରିବାକୁ ହେଲାଣି ପ୍ରସ୍ତୁତି। ସମସ୍ତ ଦଳ ଜୋରସୋର୍‌ରେ ଆରମ୍ଭ କରିଦେଲେଣି କସରତ। ଏହାରି ଭିତରେ ଏକ ବଡ ଘୋଷଣା କରିଛନ୍ତି ଆପ୍ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…