Sign in
Sign in
Recover your password.
A password will be e-mailed to you.
‘ମୋ ଶରୀରକୁ ଛୁଅଁ ନାହିଁ, ମୁଁ ପୁରୁଷ’
କୋଲକାତା: ବିଜେପି ପକ୍ଷରୁ ଆଜି କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ଧରଣର ବିକ୍ଷୋଭ କରାଯାଇଥିଲା। ତେବେ ଏହି ବିକ୍ଷୋଭ ବେଳର ଏକ ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକୁ ତୃଣମୂଳ କଂଗ୍ରେସ (ଟିଏମ୍ସି) ପକ୍ଷରୁ ଟ୍ୱିଟ୍ କରାଯାଇଛି।ଟିଏମ୍ସି ପକ୍ଷରୁ ଟ୍ୱିଟ୍!-->…
ରାଣ୍ଟିଡାଇନ୍ ଓ ରାନ୍ଟାକ୍ ଔଷଧରେ କ୍ୟାନସର୍ ବିପଦ, ବ୍ୟାନ୍ କଲେ ସରକାର
ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍ ପଡିଲା ୨୬ଟି ଔଷଧ। କ୍ୟାନ୍ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍ଟାକ୍ ମେଡିସିନ୍ ମଧ୍ୟ ବାଦ୍ ପଡିଛି।ପେଟ ଖରାପ କିମ୍ବା ଗ୍ୟାସ!-->…
ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି
ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଫାଟ ସୃଷ୍ଟି ହୋଇଥିବା ମନେ ହେଉଛି। ପରସ୍ପର ଭିତରେ ପୁଣି ବଢ଼ିବାକୁ ଲାଗିଲାଣି କନ୍ଦଳ। ଅଶୋକ ଗେହଲୋଟଙ୍କ କ୍ରୀଡ଼ା ମନ୍ତ୍ରୀଙ୍କ ସଭାରେ ସଚିନ ପାଇଲଟଙ୍କ ସମର୍ଥନରେ ସ୍ଲୋଗାନ ଦେବା ପରେ ବର୍ତ୍ତମାନ କଂଗ୍ରେସ ସମର୍ଥକଙ୍କୁ ଖୋଲାଖୋଲି ଚେତାବନୀ ଦିଆଯାଇଛି।!-->…
ନିର୍ଯ୍ୟାତିତ କପସାଭାଟା କନ୍ଧ ଆଦିବାସୀଙ୍କ ଆଖିରେ ଲୁହ : ନ୍ୟାୟ ଅପେକ୍ଷା ରେ ୨୫ ପରିବାର…
ନ୍ୟାୟ ନମିଳିଲେ ଆଗାମୀ ଦିନରେ କରିବେ ଆମରଣ ଅନଶନ..! ଦେଲେ ଚେତାବନୀ
ସାପ କାମୁଡ଼ାରେ ଚାଷୀ ଗୁରୁତର…
ବୁଗୁଡା : ତା ୧୩/୦୯/୨୨ : ନିକଟସ୍ଥ କଣଛାଇ ଗ୍ରାମରେ ଜନୈକ ଯୁବ ଚାଷୀ ସାପ କାମୁଡ଼ାରେ ଆହତ ହୋଇ ବୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଚାଷୀ ଜଣକ ପୋଲସରା ଥାନା ଅନ୍ତର୍ଗତ କଣଛାଇ ଗ୍ରାମ ତେଲିସାହିର ଦିନବନ୍ଧୁ!-->…
କୋଟଗଡ଼ ଥାନାଅଧିକାରୀ ଙ୍କ ଗୁଣ୍ଡାରାଜ : ହୋମଗାର୍ଡ ଆଣିଲେ ଅଭିଯୋଗ…
ଖାକୀର ଖାକୀ ଉପରେ ଜୁଲମ...!
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଅଧୀନରେ ଥିବା କୋଟଗଡ଼ ଥାନା ଅଧିକାରୀ ଆଇ ଆଇ ସି ଧିରଜ ଲେଙ୍କା ହୋମଗାର୍ଡ କର୍ମଚାରୀ ମାନଙ୍କୁ କୁକୁର ବୁଲେଇବା ପାଇଁ କହି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଇଛି!-->!-->!-->…
ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ କନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ…
ଫୁଲବାଣୀ:-ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେଭାଗ ନେବା ନିମନ୍ତେ କନ୍ଧମାଳ ଟିମର ଭୁବନେଶ୍ୱର ଯାତ୍ରାକନ୍ଧମାଳ ଜ଼ିଲ୍ଲାର ପୁରୁଷ ହକି ଟିମ ଓଡିଶା ହକି ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନକୁଳ ପ୍ରଧାନ ଙ୍କ ନେତୃତ୍ୱ ରେ ୧୬ ଜଣ ସଦ୍ୟସ ଭୁବନେଶ୍ୱର ଅଭିମୁଖେ!-->!-->!-->…
ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଗରିବ ଛାତ୍ରଙ୍କ ସଫଳତା…
ବୁଗୁଡ଼ା :ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ କୁମାର ପାତ୍ର ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ବାପା ସୁବାସ ପରିବା ବ୍ଯବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆର୍ଥିକ ଅବସ୍ଥା!-->…
ଡ଼ଃ ନୃସିଂହାନନ୍ଦ ମହାପାତ୍ର ସମ୍ମାନୀତ
ଫୁଲବାଣୀ : କନ୍ଧମାଳର ଜନପ୍ରିୟ ତଥା ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ମୟୁରଭଞ୍ଜର ବଡ଼ସାହିସ୍ଥ ବାଣୀପୀଠ ସାହିତ୍ୟ ଅନୁଷ୍ଠାନ ତରଫରୁ ବାଣୀପୀଠ ମହୋତ୍ସବ ୨୦୨୨ ଅବସରରେ ବାଣୀପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରାଯାଇଛି।ଡ଼ଃ ମହାପାତ୍ରଙ୍କ ସାମଗ୍ରିକ ସାହିତ୍ୟ!-->…