Sign in
Sign in
Recover your password.
A password will be e-mailed to you.
ସମ୍ଭାବ୍ୟ ବାତ୍ୟା-ବନ୍ୟା ମୁକାବିଲା ପାଇଁ ପିଇବା ପାଣି-ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ମର: ସମ୍ଭାବ୍ୟ ବାତ୍ୟା, ବନ୍ୟା ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ପିଇବା ପାଣି, ଔଷଧ ମହଜୁଦ ରଖିବା, ଦୁର୍ବଳ ବନ୍ଧ ମରାମତି ପାଇଁ କଡ଼ା ନିର୍ଦ୍ଦେଶ । ଜୁନ୍ରେ ନିଅଣ୍ଟିଆ ବର୍ଷା ହେଲେ ବିଭାଗ ପ୍ରସ୍ତୁତ ରହିଛି, ସ୍ଥିତି ଦେଖି ପଦକ୍ଷେପ ନିଆଯିବ!-->…
କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ସମନ୍ବୟ ବୈଠକ
ଛତ୍ରପୁର(୧୭/୦୬) : ଛତ୍ରପୁର ବ୍ଲକ୍ ଅଧିନ କାଳୀପଲ୍ଲୀ ଗ୍ରାମବାସୀଙ୍କ ଆନ୍ଦୋଳନର ସମାଧାନ ଦିଗରେ ଶୁକ୍ରବାର ସମନ୍ବୟ ବୈଠକ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଟାଟା କମ୍ପାନୀ ଅଧିକୃତ ଜମିରେ ଚାଲିଥିବା ଦୀପକ ସା୍ର କାରଖାନାକୁ ବିରୋଧ କରି!-->…
ବିବାହ ପାଇଁ ସବ ରେଜିଷ୍ଟାରରେ ପ୍ରେମିକା, ଆସିଲେନି ବିଧାୟକ ବର
ଜଗତସିଂହପୁର: ବିବାହ ପାଇଁ ସବ ରେଜିଷ୍ଟାରରେ ପହଞ୍ଚିଲେ ପ୍ରେମିକା। ଅଫିସରେ ପ୍ରେମିକର ବାଟକୁ ଚାହିଁ ରହିଥିଲେ। ହେଲେ ସକାଳ ଯାଇ ସଞ୍ଜ ହେଲା ଆସିଲେନି ପ୍ରେମିକ। ଏ ହେଉଛି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ମାମଲା। ନିଜ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚାରେ ବିଜୟ। ପ୍ରେମିକା!-->…
ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନ (ଓପ୍ସା) ର ନିର୍ବାଚନ ଫଳାଫଳ ଘୋଷିତ
ସର୍ବକାଳୀନ ରେକର୍ଡ଼ ଭୋଟ ବ୍ୟବଧାନରେ ବାଜି ମାରିଲେ ଛତ୍ରପୁର କ୍ୟାଡ଼ର ଏପିପି
ଭୁବନେଶ୍ୱର : କରୋନା କଟକଣା ପାଇଁ ଗତବର୍ଷ ଡ଼ିସେମ୍ବର ଠାରୁ ସ୍ଥଗିତ ରହିଥିବା ଓଡ଼ିଶା ପ୍ରସିକ୍ୟୁସନ ସର୍ଭିସ ଆସୋସିଏସନର ନିର୍ବାଚନ ଆଜି ତା ୧୭-୦୬-୨୦୨୨ରିଖ ଦିନ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ!-->!-->!-->!-->!-->…
ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ପୂର୍ବ ପ୍ରସ୍ତୁତି ବୈଠକ
ଦାରିଙ୍ଗବାଡ଼ି(୧୭/୬) : ଦାରିଙ୍ଗବାଡ଼ି ବ୍ଳକ ପ୍ରଶାସନ ପକ୍ଷରୁ ବର୍ଷା ଋତୁର ଆଗମନକୁ ନେଇ ବାତ୍ୟା ଓ ଭୁସ୍ଖଳନର ଆଶଙ୍କା କରି ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ଏଥିରେ ତହସିଲଦାର ଚାର୍ଲସ!-->!-->!-->…
‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧ, କଟକରେ ବିକ୍ଷୋଭ, ପୁଲିସର ଲାଠିମାଡ଼
କଟକ: କେନ୍ଦ୍ର ସରକାରଙ୍କ 'ଅଗ୍ନିପଥ' ନିଯୁକ୍ତି ଯୋଜନା ବିରୋଧରେ କଟକ କ୍ୟାଣ୍ଟନାମଣ୍ଟ ରୋଡ୍ ସ୍ଥିତ ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତାରୋକ କରିଥିଲେ।
ସୂଚନା ଅନୁସାରେ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ବିକ୍ଷୋଭରେ ସାମିଲ ହେବା ସହ ଡିସିପି!-->!-->!-->…
ଅଟୋ ଦୁର୍ଘଟଣା ତିନିଜଣ ଆହତ
ଦାରିଙ୍ଗବାଡ଼ି,(୧୭/୬) : ଦାରିଙ୍ଗବାଡ଼ି ବ୍ଳକ ସିର୍କାବର୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଞ୍ଝମାହା ଗ୍ରାମରୁ ଏକ ଅଟୋରେ ୬ଜଣ ଯାତ୍ରୀଙ୍କୁ ନେଇ ଦାରିଙ୍ଗବାଡ଼ିକୁ ଆସୁଥିଲେ । ଅଟୋ ଭାରସାମ୍ୟ ହରାଇ ସୋନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିସ୍କି ଘାଟିରେ ଦୁର୍ଘଟଣା ଘଟିଥିଲା । ଫଳରେ!-->!-->!-->…
ଫ୍ଲାଟ୍ ଦେବା ନାଁରେ ୧କୋଟିରୁ ଅଧିକ ଟଙ୍କା ଠକେଇ କରି ବିଲଡର ଗିରଫ
ଭୁବନେଶ୍ବର : ଫ୍ଲାଟ ଦେବା ଆଳରେ ଗ୍ରାହକଙ୍କ ନାଁରେ ଲୋନ କରି ୧ କୋଟିରୁ ଅଧିକ ଟଙ୍କା ଠକି ନେଇ କ୍ରାଇମବ୍ରାଞ୍ଚ ହାତରେ ଗିରଫ ହେଲେ ବିଲଡର । ବସେରା ପ୍ରୋଜେକ୍ଟର ଏମଡି ଅମରେଶ ଚନ୍ଦ୍ର ଷଡ଼ଙ୍ଗୀ ନୟାଗଡ଼ରୁ ଗିରଫ ହୋଇଛନ୍ତି । ତେବେ ସେ କେତେ ଜଣଙ୍କଠାରୁ ଏପରି ଠକିଛନ୍ତି ସେନେଇ!-->…
ଦକ୍ଷିଣଓଡ଼ିଶାରେ ପ୍ରଥମ ନେଚରପାଥି ଚିକିତ୍ସାଳୟ ଆରୋଗ୍ୟ ଗ୍ରାମ ପ୍ରତିଷ୍ଠା
ବ୍ରହ୍ମପୁର (୧୭।୬) : ଗୋପାଳପୁର ରୋଡ଼ ସ୍ଥିତ ରାମଚନ୍ଦ୍ରପୁର ବିଶ୍ଵ ନିକେତନ ପରିସରରେ ମହାନ୍ ହେଲଥ ଇନ୍ଷ୍ଟିଚ୍ୟୁସନ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ପ୍ରତିଷ୍ଠାତା ତଥା ସଭାପତି ଶ୍ରୀ ସୁଶାନ୍ତ ସାବତ ସୂଚନା!-->…
ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ଯୁବକଙ୍କ ଆତ୍ମହତ୍ୟା
ସୋର: ଅଗ୍ନିପଥ ଯୋଜନା ପାଇଁ ସେନାରେ ଭର୍ତ୍ତି ହେବାର ଆଶା ଛାଡି ବାଲେଶ୍ବର ଜିଲ୍ଲା ସୋର ଥାନା ଅଧୀନ ଟେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରେ ଜଣେ ଯୁବକ ବୁଧବାର ବିଳମ୍ବିତ ରାତିରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଗ୍ରାମର ରଜନୀକାନ୍ତ ମହାନ୍ତିଙ୍କ ପୁଅ ଧନଞ୍ଜୟ(୨୩) ସେନା!-->…