Sign in
Sign in
Recover your password.
A password will be e-mailed to you.
ମିଲର ଉଠାଉନି ଧାନ ମଣ୍ଡି ରେ ଚାଷୀ ହତାଶ : ଆନ୍ଦୋଳନ ପାଇଁ ମସୁଧା…
ବାଲିଗୁଡା,: ସରକାର ଚାଷୀ ଙ୍କ ଠାରୁ ସଠିକ ଓଜନ ଓ ସରକାର ନିର୍ଦ୍ଧାରିତ ମୂଲ୍ୟ ରେ ଧାନ କିଣିବା ପାଇଁ ମିଲର ନିଯୁକ୍ତି କଲେ ହେଲେ ଧାନ ଲ୍ୟାମ୍ପସ ମାଧ୍ୟମରେ କ୍ରୟ କରାଯାଇଛି । ଫଳରେ ଧାନ ବିକ୍ରି କରିବା ଲାଗି ଧାନ ନେଇ ଲ୍ୟାମ୍ପସ କୁ ଆସି ଦୀର୍ଘ ଦିନ ଧରି ଅପେକ୍ଷା କରି ବସିଥିଲେ ମଧ୍ୟ!-->…
ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର୍
କୋରାପୁଟ (୭/୨) : ସଦର ଅବକାରୀ ଏଏସଆଇ ଅରୋପଲକ ଦାଶ ଓ ଅନ୍ୟମାନେ ଆଜି ପାଟ୍ରୋଲିଂ କରୁଥିବାବେଳେ ସଦର ଥାନା ଶୁକ୍ରିଗୁଡା ଗ୍ରାମ ନିକଟ ଜଙ୍ଗରୁ ୩୦ ଲିଟର ଦେଶୀ ରନ୍ଧା ମଦ ଜବତ କରିଥିବା ସଦର ଅବକାରୀ ଓଆଇସି ଦିଲ୍ଲୀପ କୁମାର ରଥ ସୂଚନା ଦେଇଛନ୍ତି ।
ଅବକାରୀ ଅଧୀକ୍ଷକ ମନୋଜ କୁମାର!-->!-->!-->!-->!-->…
ରାସ୍ତା ବନ୍ଦ କରିବାରୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ
କୋରାପୁଟ (୭/୨) : ବ୍ୟକ୍ତିଗତ ଜମିରେ ମାଲିକ ବାଡ ଦେବା ପରେ ଗ୍ରାମବାସୀ ବହୁ ବର୍ଷରୁ ବ୍ୟବହାର କରି ଆସୁଥିବା ରାସ୍ତା ବନ୍ଦ ହୋଇ ଯାଇଛି,ଫଳରେ ଗ୍ରାମବାସୀ ଶ୍ମାଶାନ,ଜଳାଶୟକୁ ଯାତାୟତରେ ବାଧାପ୍ରାପ୍ତ ହୋଇଛି । ସମସ୍ୟାର ସମାଧାନ ନିମନ୍ତେ ଆଜି ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ!-->!-->!-->…
ଆରମ୍ଭ ହେଲା ଶ୍ରେଣୀ ପାଠପଢା
କୋରାପୁଟ (୭/୨) : ରାଜ୍ୟ ସରକାରଙ୍କ ନିଷ୍ପତି ପରେ ମହାମାରୀ କରୋନା ଯୋଗୁଁ ବନ୍ଦ ରହିଥିବା ଶ୍ରେଣୀ ପାଠ ପଢା ଆଜି ଅଷ୍ଟମରୁ ଦ୍ୱାଦଶ ଯାଏ ଆରମ୍ଭ ହୋଇଛି । ଦୀର୍ଘଦିନର ବ୍ୟବଧାନ ପରେ ସ୍କୁଲ ଖୋଲି ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା ।
!-->!-->!-->!-->!-->…
ରମ୍ପାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଚିକିଟି : ଚିକିଟି ବ୍ଲକ ରମ୍ପା ପଂଚାୟତ କାର୍ଯ୍ୟାଳୟ ରେ ଦିବ୍ୟ ଜୀବନ ସଙ୍ଘ ଓ ଶଙ୍କର ଚକ୍ଷୁ ଚିକିତ୍ସା ଳୟ ମିଳିତ ଆନୁକୂଲ୍ୟ ରେ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶଙ୍କର ଚିକିତ୍ସାଳୟ ରୁ କେମ୍ପ ମେନେଜର ନଳିନୀ ରାଉତ, ମୁଖ୍ୟ ପ୍ରଶାସକ ଭଗବାନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି!-->…
ସ୍କୁଲ ଖୋଲିଲା, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରାୟ ଦୁଇ ବର୍ଷ ପରେ ଆଜି ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପିଲାମାନଙ୍କୁ ଏକ ବାର୍ତ୍ତା ଦେଇ କହିଛନ୍ତି!-->…
ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ । ପ୍ରାର୍ଥୀମାନେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ, ହେଭିୱେଟ୍ ନେତା ମଧ୍ୟ ନିଜ ଗଡ ବଞ୍ଚାଇ ରଖିବାକୁ ରୀତିମତ ଚେଷ୍ଟା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ଜିଲ୍ଲା ପରିଷଦ ପ୍ରଚାର ପାଇଁ ପ୍ରଦେଶ!-->…
କୋଟିଆରେ ପୁଣି ସକ୍ରିୟ ହେଲେ ଆନ୍ଧ୍ର ଏଜେଣ୍ଟ
କୋଟିଆରେ ଓଡ଼ିଶା ସରକାର ପଞ୍ଚାୟତ ନିର୍ବାଚନ କରିବାକୁ ଥିବା ବେଳେ ଚିହିଁକି ଉଠିଛି ପଡୋଶୀ ଆନ୍ଦ୍ର । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ନୂଆ ଷଡଯନ୍ତ୍ର କରୁଛି । କୋଟିଆରେ ସକ୍ରିୟ ହୋଇ ଉଠିଛନ୍ତି ଆନ୍ଧ୍ର ଏଜେଣ୍ଟ । ସୀମାନ୍ତରେ ଥିବା ଫାଟୁସିନେରୀ, ଫଗୁଣସିନେରୀ, ଧୂଳିପଦର, ଡୋଳି ଆମ୍ବ,!-->…
ମୃତ ସାମ୍ବାଦିକଙ୍କ ରୋହିତଙ୍କ ପରିବାରକୁ ମିଳିଲା ସହାୟତା ରାଶି
କଳାହାଣ୍ଡି: ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା । ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଘୋଷଣା ହୋଇଥିବୀ ୪ଲକ୍ଷ ସହାୟତା ଅର୍ଥ ରାଶିକୁ ଆଜି ପ୍ରଦାନ କରାଯାଇଛି । ମାଏବାଦୀଙ୍କ ଦ୍ୱାରା ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ୍ୟୁ ଘଟିଥିହା ସାମ୍ବାଦିକ ରୋହିତ!-->…
ରାଜ୍ୟ ବିଜେପି ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା
ଭୁବନେଶ୍ୱର :ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପାଇଁ ରାଜ୍ୟ!-->…