ଫୁଲବାଣୀର ବିଭିନ୍ନ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବଜାର କମିଟିର ପରାମର୍ଶଦାତା କପିଳେଶ୍ୱର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା।ତାପରେ ସଭାପତିତ୍ୱ

କଳାହାଣ୍ଡିରେ କିସ୍ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍‌ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍‌ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ

ରାଜ୍ୟଗୋଷ୍ଠୀ ଦଳରେ ଦୂତି, ଶ୍ରାବଣୀ: ୧୦୦ ମିଟରରେ ଧନଲକ୍ଷ୍ମୀଙ୍କୁ ସୁଯୋଗ, ଦୂତିଙ୍କୁ ଉପେକ୍ଷା

ଭୁବନେଶ୍ବର: ଇଂଲଣ୍ଡର ବର୍ମିଂହାମଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ଗୁରୁବାର ୩୭ ଜଣିଆ ଦଳ ଘୋଷଣା କରିଛି। ଏଥିରେ ଓଡ଼ିଶାର ଦୁଇ ଦୌଡ଼ରାଣୀ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ

କଟୁରୀରେ ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ

କରଞ୍ଜିଆ: ସ୍ୱାମୀ ସାଜିଲା ସଇତାନ. ଘଟାଇଲା ଅମାନୁଷିକ କାଣ୍ଡ. ଟାଙ୍ଗିଆ ଦୁଇ ଗଡ଼ କରିଦେଲା ନିଜ ପତ୍ନୀକୁ । ଖାଲି ସେତିକି ନୁହେଁ ହତ୍ୟା ପରେ ସ୍ତ୍ରୀର ମୁଣ୍ଡକୁ ଗୁହାଳରେ ପୋତିଦେଲା ପିଶାଚ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆ ଠାକୁରମୁଣ୍ଡା

ସମୁଦ୍ରକୁ ଓହ୍ଲାଇଲା ଚୀନର ୩ୟ ବିମାନବାହୀ ଯୁଦ୍ଧପୋତ, ଭାରତ ପାଇଁ ସତର୍କ ଘଣ୍ଟି

ବେଜିଂ : ଚୀନ ଦ୍ରୁତ ଗତିରେ ନିଜର ନୌସେନାର ଅଧୁନିକୀକରଣ କରିଚାଲିଛି । ବିଶେଷକରି ବିଶ୍ବର ସବୁଠାରୁ ଶକ୍ତିଶାଳୀ ନୌସେନା ଆମେରିକାକୁ ଟକ୍କର ଦେବାକୁ ଚୀନ ଉଦ୍ୟମ ଚଳାଇଛି । ଶୁକ୍ରବାରଦିନ ଚୀନ ନୌସେନା ନିଜର ୩ୟ ବିମାନବାହୀ ଯୁଦ୍ଧପୋତ (ଏୟାରକ୍ରାଫ୍ଟ କ୍ୟାରିୟର)ର ଜଳାବତରଣ କରିଛି । ଏହାର

ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ

ଭୁବନେଶ୍ବର : ବିଏମସି କମିଶନର ଥିବା ସଂଜୟ ସିଂହଙ୍କୁ ନୂଆ ନିଯୁକ୍ତି ଦେଲେ ସରକାର । ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ହେଲେ ସଂଜୟ ସିଂହ । ବିଡିଏ ଭିସି ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲି. ସିଏମଡି ଦାୟିତ୍ୱରେ ବି ରହିବେ । ଓଡିଶା ଔଷଧ ନିଗମ ଏମଡି ଯାମିନୀ ଷଡଙ୍ଗୀଙ୍କୁ ଡିଏ

ରାଜ୍ୟସଭା ପରେ ବିଧାନପରିଷଦ ନିର୍ବାଚନ ପାଇଁ ବି ଭୋଟ ଦେବାକୁ ମିଳିଲା ନାହିଁ ଅନୁମତି

ମୁମ୍ବାଇ: ରାଜ୍ୟସଭା ନିର୍ବାଚନ ପରେ ଜୁନ ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନପରିଷଦ ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ମାଗିଥିଲେ ନବାବ ମଲିକ ଏବଂ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ | ତେବେ ବମ୍ବେ ହାଇକୋର୍ଟ ଆଜି ଉଭୟଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ରାଷ୍ଟ୍ରବାଦୀ କଂଗ୍ରେସ

ଭାରତୀୟ ବାୟୁସେନାର ବଡ଼ ଘୋଷଣା: ଜୁନ୍ ୨୪ରୁ ଆରମ୍ଭ ହେବ ଅଗ୍ନିବୀରଙ୍କୁ ବାଛିବା ପ୍ରକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଗ୍ନିପଥ ସ୍କିମ ଘୋଷଣା କରିବା ପରଠାରୁ ଦେଶରେ ହିଂସା ଜାରି ରହିଛି। ସିକନ୍ଦରାବାଦରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦୦ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏମଧ୍ୟରେ ସରକାର ଅଗ୍ନିପଥ ସ୍କିମରେ ପୂର୍ବରୁ ଥିବା ବୟସ ସୀମାକୁ ବଢ଼ାଇ ୨୩ବର୍ଷ କରିଛନ୍ତି।

  ପ୍ରଥମ ପର୍ଯ୍ୟାୟରେ ଭାରତର ୧୩ଟି ସହରକୁ ମିଳିବ ୫ଜି ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆଇଏମଟି/୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ସଂସ୍ଥା/ବିଡରଙ୍କୁ ୫ଜି ସେବା ଦେଶରେ

କରୋନା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୋନିଆ  

ନୂଆଦିଲ୍ଲୀ: କରୋନା ପରବର୍ତ୍ତୀ ଜଟିଳତାର ଶିକାର ହୋଇ ଦିଲ୍ଲୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୋନିଆ ଗାନ୍ଧି। ଏବେ ତାଙ୍କୁ ଭେଟିବାକୁ ଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୋନିଆଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଉପରେ ସାର୍ବଜନୀନ କରିଛନ୍ତି। କରୋନାରୁ ସୁସ୍ଥ