ଅଗ୍ନିପଥ ଯୋଜନାକୁ ବିରୋଧ ଜାରି: ପୁଲିସ ଗୁଳିରେ ଜଣେ ମୃତ

ବିଶାଖାପାଟଣା: ସେନାର ଅଗ୍ନିପଥ ଯୋଜନାକୁ ନେଇ ବିଶାଖାପାଟଣାରେ ଗୁଳିମାଡ଼ ହୋଇଛି। ଏହି ଉତ୍ତେଜନାର ପୁଲିସ ଗୁଳିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିସହ ଗୁଳିମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି। ଅନ୍ୟପକ୍ଷରେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ । ଅଗ୍ନିପଥ

ନୂପୁରଙ୍କ ପତ୍ତା ମିଳୁନି, ଖୋଜୁଛି ପୁଲିସ୍

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ତଥା ବିଭିନ୍ନ ବର୍ଗରୁ ତୀବ୍ର ସମାଲୋଚନାର ଶିକାର ହୋଇଥିବା ନୂପୁର ଶର୍ମାଙ୍କ ପତ୍ତା ମିଳୁନି।ତାଙ୍କ ବିରୋଧରେ ଅନେକ ରାଜ୍ୟର ପୁଲିସ୍ ମାମଲା ରୁଜୁ କରିଛନ୍ତି। ମେ’ ୨୮ ତାରିଖରେ ମୁମ୍ବାଇ

ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ଜମା ଟଙ୍କା ବର୍ଷକ ଭିତରେ ୫୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ବୃଦ୍ଧି ପାଇଛି। ଯାହାର ପରିମାଣ ୩୦ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ହୋଇଛି। ଗତ ୧୪ ବର୍ଷ ଭିତରେ ଏହା ଭାରତୀୟଙ୍କ ସର୍ବାଧିକ ଜମାରାଶି। ୨୦୨୧ ତୁଳନାରେ ୨୦୨୨ରେ ଜମାରାଶିରେ ୫୦ ପ୍ରତିଶତ ବୃଦ୍ଧି

ବିରୋଧୀଙ୍କୁ ଲୋକେ କରିପାରନ୍ତି ପ୍ରଶ୍ନ: ଦକ୍ଷ ରାଷ୍ଟ୍ରପତି ପ୍ରାର୍ଥୀ ଦେଇପାରୁନ, ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କେମିତି…

ମୁମ୍ବାଇ: ‘ବିରୋଧୀ ଦଳଗୁଡ଼ିକ ଆସନ୍ତା ରାଷ୍ଟ୍ରପତି ନିର୍ବାଚନକୁ ଗୁରୁତ୍ୱର ସହିତ ନେବା ଦରକାର। ଯଦି ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ଜଣେ ବଳିଷ୍ଠ ପ୍ରାର୍ଥୀ ଛିଡ଼ା କରି ନପାରିବେ, ତା’ହେଲେ ୨୦୨୪ ସାଧାରଣ ନିର୍ବାଚନରେ କେମିତି ଜଣେ ଦକ୍ଷ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦେଇପାରିବେ ବୋଲି ଲୋକେ

ଚିତ୍ରକୋଣ୍ଡା ପୋଲିସ୍ ଦ୍ୱାରା ୫୨୩ କିଲୋ ଗଞ୍ଜେଇ ନେଇ ଯାଉଥିବା ଟ୍ରକଜବତ ୧ଗିରଫ…

ମାଲକାନଗିରି : ଚିତ୍ରକୋଣ୍ଡା ପୋଲିସ୍ କୁ ବଡ଼ ସଫଳତା । ପୋଲିସ ଟିମ୍ ଦ୍ୱାରା ନାଇଟ ପାଟ୍ରୋଲିଂ ଡ୍ୟୁଟି ସମୟରେ ଗତକାଲି ଏକ ଟାଟା ଟ୍ରକ୍ ରେଜିଷ୍ଟ୍ରେସନ ନଂ ଓଡ଼ି୦୭ ଏ ଏଲ ୯୧୭୪ ଟାଟା ଟ୍ରକ ମଧ୍ୟରୁ ୫୨୩ କିଲୋଗ୍ରାମ ୪୪୦ ଗ୍ରାମର ବେଆଇନ ଗଞ୍ଜେଇ ଜବତ ସହ ଜଣଙ୍କୁ ଅଟକ ରଖିବା ସହ କୋର୍ଟ

ଆଶିଷ ଈଶ୍ୱର ପାଟିଲ କନ୍ଧମାଳର ନୂଆ ଜିଲ୍ଲାପାଳ

ଫୁଲବାଣୀ : ଆଶିଷ ଈଶ୍ୱର ପାଟିଲ କନ୍ଧମାଳ ର. ନୂତନ ଜିଲ୍ଲାପାଳ ଭାବେ ଦାଇତ୍ୱ ଗ୍ରହଣ କରିବେ l ସେ ବର୍ତମାନ ବାଲେଶ୍ୱର ଉପ-ଜିଲାପାଳ ଓ ବାଲେଶ୍ୱର ମୁନିସିପାଲିଟି ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ରତ ଥିଲେ l ଆଜି ଶ୍ରୀ ପାଟିଲ ଙ୍କୁ ସରକାର କନ୍ଧମାଳ ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି l

ରାଜପଥ କଡ଼ରେ ଅନେକ ବର୍ଷ ହେବ ଖୋଳା ହୋଇ ପଡ଼ି ରହିଛି ବୋରୱେଲ

ଫୁଲବାଣୀ/ଖଜୁରୀପଡ଼ା : ବର୍ଷ ବର୍ଷ ଧରି ମୁକୁଳା ହୋଇ ପଡ଼ି ରହିଛି ଏହି ଅଚଳ ହୋଇଥିବା ବୋରୱେଲ।ହେଲେ ଏଥିପ୍ରତି ସମସ୍ତଙ୍କ ଦୃଷ୍ଟି ପଡ଼ୁଥିଲେ ମଧ୍ୟ ଆଶଙ୍କା କାହାରି ମନ ଭିତରେ ଉଠୁନଥିଲା।କିନ୍ତୁ ଛତିଶଗଡ଼ର ଚାମ୍ପାରେ ଘଟିଥିବା ୧୦ବର୍ଷର ଶିଶୁ ରାହୁଲର ଘଟଣା ପରେ ଏବେ ଏହି ମୁକୁଳା ପଡ଼ି

ପ୍ରଭାତ ସାହୁ ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଯୁକ୍ତା ଓ ଅପୂର୍ବା ରେଫରୀ ନିମନ୍ତେ ମନୋନୀତ

ଫୁଲବାଣୀ : ଚଳିତ ମାସ ଜୁନ ୨୪ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ଟାଇକୋଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡୋ ସଙ୍ଘର ସମ୍ପାଦକ ତଥା ଅନ୍ତର୍ଜାତୀୟ କୋଚ ଏବଂ ଓଡିଶା ଟାଇକୋଣ୍ଡୋ ସଂଘର ସଦସ୍ୟ ପ୍ରଭାତ କୁମାର ସାହୁଙ୍କୁ ସମ୍ପୂର୍ଣ ଖେଳର ନିର୍ଦେଶକ ଭାବେ ମନୋନୀତ

IAS ସ୍ତରରେ ବଡ଼ ଧରଣର ଅଦଳବଦଳ, ଗଞ୍ଜାମ ଜିଲାପାଳ ହେଲେ ବିଏମ୍‌ସି କମିଶନର

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ଭୁବନେଶ୍ବର ମହାନଗର ନିଗମର କମିଶନର ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଯୁକ୍ତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ଜେ.ସୋନାଲଙ୍କୁ ଦାୟିତ୍ବ ମିଳିଥିବା ବେଳେ କଟକ ମହାନଗର ନିଗମ କମିଶନର ଭାବେ

ଉନ୍ନୟନ କମିଶନର ଓ ୫ଟି ସଚିବଙ୍କ ଓଲଟପୁର ଗସ୍ତ

ଭୁବନେଶ୍ୱର: ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି। ରୋଗୀମାନେ ଯେପରି ସୁବିଧାରେ ଏହି ପ୍ରତିଷ୍ଠାନର ସ୍ୱାସ୍ଥ୍ୟ ସେବାର