Sign in
Sign in
Recover your password.
A password will be e-mailed to you.
ନିଖୋଜ ନାବାଳକର ମୃତଦେହ ଉଦ୍ଧାର
ଭୁବନେଶ୍ବର: ଗତ କିଛି ଦିନ ତଳେ ଭୁବନେଶ୍ବର ନୀଳାଦ୍ରୀ ବିହାର ପଣ୍ଡାକୁଦିଆା ବସ୍ତିରୁ ନିଖୋଜ ହୋଇଥିବା ନାବାଳକର ମୃତଦେହ ପୋଲିସ ଉଦ୍ଧାର କରିଛି। ଜରିରେ ବନ୍ଧା ଅବସ୍ଥାରେ ବାଳକର ମୃତଦେହ ଉଦ୍ଧାର ହୋଇଛି। ମୃତକ ପଣ୍ଡାକୁଦିଆ ବସ୍ତିର ବୈଦ୍ୟରାଜ ନାୟକ ।
ଭୁବନେଶ୍ବର ନୀଳାଦ୍ରୀ ବିହାର!-->!-->!-->…
ଖଣି ବ୍ୟବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ଉ
ଭୁବନେଶ୍ବର/ଯାଜପୁର: ଆୟକର ବିଭାଗର୪୦ ଜଣିଆ ଟିମ୍ ହାଇଦ୍ରାବାଦ, ପୁରୀ, ଭୁବନେଶ୍ବର ସମେତ ଯାଜପୁର ଜିଲ୍ଲା ଧର୍ମଶାଳାରେ ଚଢ଼ଉ ଜାରି ରଖିଛନ୍ତି। ଲଘୁ ଖଣିଜ ସଂପଦ ଗ୍ରାନାଇଟ୍ (କଳାପଥର) ବ୍ୟବସାୟ ସହ ସଂପୃକ୍ତ ହଜାର ହଜାର କୋଟି ଟଙ୍କାର ଟିକେଟ ଫାଙ୍କିବା ନେଇ ଆଜି ସକାଳ ୫ରୁ ଚଢ଼ଉ ଆରମ୍ଭ!-->…
ନରସିଂହପୁର ହାତୀ ମୃତ୍ୟୁ ଘଟଣା: ଗଠନ ହେଲା ସ୍ବତନ୍ତ୍ର ତଦନ୍ତକାରୀ ଦଳ
ଭୁବନେଶ୍ବର: କଟକ ଜିଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଏଟି) ଗଠନ କରାଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଦଳରେ ପ୍ରଧାନ ମୁଖ୍ୟ ବନ!-->…
ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହ ଗୁଳି ଫୁଟାଇ ଯୁବକ ଗିରଫ
ଉଦଳା: କପ୍ତିପଦା ଥାନା ନଛିପୁର ଗ୍ରାମରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହିତ ଗୁଳି ଫୁଟାଇ ଭୟଭୀତ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ହେଲେ ନଛିପୁର ଗ୍ରାମର କାଳିଆ ସେନାପତି ନଛିପୁର ଗ୍ରାମର ପୂଜା ସିଂଙ୍କ ଝିଅ ଏବଂ ଭଉଣୀ ଗ୍ରାମ ନିକଟରେ ଏକ ଗଛ ମୂଳରେ!-->…
ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ (୧୬/୬) : ଗୁରୁବାର ସକାଳେ ହିଞ୍ଜିଳି ଥାନା ବଡଖଣ୍ଡି ଗ୍ରାମର ଜୈନିକ ଯୁବକ ପାରିବାରିକ କଳହକୁ କେନ୍ଦ୍ର କରି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ନରହରି ସାହୁ (୨୭) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୭/୨୨ ରେ ଏକ!-->…
ଭାଇରାଲ୍ ହୋଇଥିବା ପାସ୍ ଓ ପରିଚୟ ପତ୍ର OCA ପକ୍ଷରୁ ଦିଆଯାଇ ନାହିଁ : OCA CEO
କଟକ : ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ପାସ୍ ଓ ପରିଚୟ ପତ୍ର ଓଡ଼ିଶା କ୍ରିକେଟ୍ ଆସୋସିଏସନ ପକ୍ଷରୁ ପ୍ରଦାନ କରାଯାଇ ନାହିଁ। କୌଣସି ରାଜନୈତିକ ଦଳ ବା ବିଧାୟକଙ୍କ କ୍ରୁ ନାଁରେ ପରିଚୟ ପତ୍ର ବା ପାସ୍ ପ୍ରଦାନ କରାଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ଓସିଏର ସିଇଓ ସୁବ୍ରତ କୁମାର!-->…
ସର୍ବଶ୍ରେଷ୍ଠ ଆଦାୟକକାରି ସମ୍ମାନୀତ
ମାଲକାନଗିରି (୧୬/୦୬) : ଆଜି ଜିଲ୍ଲା ସଦରମହକୁମାରେ ଟାଟା ପାୱାର୍ ତରଫରୁ ଉତ୍ତମ ଇଲେକ୍ଟ୍ରିକ୍ ରେଭିନ୍ୟୁ କଲେକ୍ଟର୍ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସର୍ବଶ୍ରେଷ୍ଠ ଆଦାୟକାରୀ ରୁପେ ଶ୍ରୀ ପ୍ରଶଞ୍ଜିତ୍ ଦାସ୍ ୯ ଦିନରେ ମୋଟ ୪,୫୦,୫୭୬ ଟଙ୍କା!-->…
ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି କଲା ଭାଇ
ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡାରେ ଅଭାବନୀୟ ଘଟଣା ଘଟିଯାଇିଛି। ଜମିଜମାକୁ କେନ୍ଦ୍ର କରି ଭାଇକୁ ଗୁଳି ମାରିଛି ଭାଇ। ଗୁଳିମାଡ଼ର ଶିକାର ହୋଇଛନ୍ତି ସେହି ଭିକାପଡାର ବିରେନ ଦଲେଇ । ତେବେ ବିରେନଙ୍କୁ ତାଙ୍କ ବଡ଼ବାପାଙ୍କ ପୁଅ ଗୁଳିମାଡ଼ କରିଥିବା ସୂଚନା ।!-->…
ଇଞ୍ଜିନିଅରିଙ୍ଗ ସ୍କୁଲ ଛକରେ ସିରିଜ ଚୋରି ମାମଲା ୨ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର : ଇଞ୍ଜିନିୟରିଂ ସ୍କୁଲ ଛକରେ ଲଗାତାର ସିରିଜ ଚୋରି ଘଟଣାର ଦୁଇ ଅଭିଯୁକ୍ତଙ୍କୁ ବିଏନ ପୁର ଥାନା ପୁଲିସ ଗିରଫ କରିଛି l ସେମାନେ ହେଲେ ବିରେନ ସାହୁ ଏବଂ ତାଙ୍କ ସହଯୋଗୀ ସିମାଞ୍ଚଳ ସାହୁ l ବିରେନ ର ଘର ଇଂଜିନିୟରିଂ ସ୍କୁଲ ଛକ ରେ ଚୋରି ହୋଇଥିବା ସାହିଲ ଏଜେନ୍ସି ପାଖରେ!-->…
ରଥଯାତ୍ରା ପ୍ରସ୍ତୁତି ନେଇ ପୋଲିସର ସମୀକ୍ଷା ବୈଠକ : କର୍ଡନ ଓ ରଥ ଟଣା ଦାୟିତ୍ୱରେ ରହିବେ ବରିଷ୍ଠ ପଦାଧିକାରୀ
ପୁରୀ: ସ୍ନାନ ଯାତ୍ରା ସଫଳତା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଇନଶୃଙ୍ଖଳା ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା!-->…