Sign in
Sign in
Recover your password.
A password will be e-mailed to you.
ଖୋର୍ଦ୍ଧାରୁ ନଗଦ ଟଙ୍କା ସହ ବ୍ରାଉନସୁଗାର ଜବତ, ଯୁବତୀ ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ସହର ପାଲଟିଲାଣି ବ୍ରାଉନସୁଗାର ବ୍ୟବସାୟୀଙ୍କ ପେଣ୍ଠସ୍ଥଳ । ଆଉ ଏବେ ଏହି କାରବାରରେ ଯୁବତୀଙ୍କୁ କରାଯାଉଛି ସାମିଲ । କୌଣସି ସୂତ୍ରରୁ ଖବର ପାଇ ଆଦର୍ଶ ଥାନା ପୋଲିସ ଚଢାଉ କରିଥିଲା । ଗୁରୁଜଙ୍ଗ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିବାବେଳେ 21 ଗ୍ରାମ!-->…
ଭୁବନେଶ୍ୱରରୁ ଉଠିଯିବ ICCR କାର୍ଯ୍ୟାଳୟ
ଭୁବନେଶ୍ୱର: ଭୁବନେଶ୍ୱରରୁ ଉଠିବ ICCR ବା ଇଣ୍ଡିଆନ କାଉନସିଲ ଫର୍ କଲଚୁରାଲ ରିଲେସନ କାର୍ଯ୍ୟାଳୟ । ୨୦୧୫ରୁ ଏହି କାର୍ଯ୍ୟାଳୟ ପଳାସପଲ୍ଲୀରେ ରହିଛି । ତେବେ କେନ୍ଦ୍ର ସରକାର ହଠାତ ଏହି କାର୍ଯ୍ୟାଳୟକୁ ଉଠାଇ ନେବାକୁ ନିଷ୍ପତି ନେଇଛନ୍ତି । କୋଲକତା ସ୍ଥିତ ଜୋନ୍ କାର୍ଯ୍ୟାଳୟରେ ମିଶିବ!-->…
ରାଜ୍ୟରେ ଆଉ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର:ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
!-->!-->!-->…
ଟି-୨୦ ସିରିଜ୍: ହାର୍ଦ୍ଦିକ କ୍ୟାପ୍ଟେନ, ରାହୁଲ ତ୍ରିପାଠୀଙ୍କୁ ମିଳିଲା ସୁଯୋଗ
ନୂଆଦିଲ୍ଲୀ: ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଡେପୁଟି ଭାବେ ନିଯୁକ୍ତି ପାଇଛନ୍ତି ଭୁବନେଶ୍ୱର କୁମାର। ସେହିପରି କ୍ରମାଗତ ଭାବେ ଆଇପିଏଲରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ରାହୁଲ ତ୍ରିପାଠୀଙ୍କୁ!-->…
ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି ଚା କମ୍ ପିଅନ୍ତୁ: ପାକିସ୍ତାନ ମନ୍ତ୍ରୀ
ଇସ୍ଲାମାବାଦ୍: ଦେଶର ଅର୍ଥନୀତିକୁ ଋଣମୁକ୍ତ ରଖିବା ଲାଗି କମ୍ ଚା ପିଇବା ଲାଗି ପାକିସ୍ତାନ ଯୋଜନା ଓ ବିକାଶର ସଂଘୀୟ ମନ୍ତ୍ରୀ ଅଶାନ୍ ଇକ୍ବାଲ୍ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।ଚା ଆମଦାନି ସରକାରଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଉଥିବାରୁ ପାକିସ୍ତାନୀମାନେ ଦୈନିକ କପେ!-->…
ଦିଲ୍ଲୀ ପୁଲିସ ମୋ ଲୁଗାପଟା ଚିରି ପକାଇଲେ: ମହିଳା ସାଂସଦ କହିଥିବା ଭିଡିଓ ସେୟାର୍ କଲେ କଂଗ୍ରେସ ନେତା ଶଶୀ ଥରୁର୍
ନୂଆଦିଲ୍ଲୀ: ବୁଧବାର ଦିନ ଦିଲ୍ଲୀରେ କଂଗ୍ରେସ କର୍ମୀମାନେ ପ୍ରତିବାଦ କରୁଥିବା ବେଳେ ଦିଲ୍ଲୀ ପୁଲିସ ପୋଷାକପତ୍ର ଚିରି ପକାଇବା ସହ ତାଙ୍କୁ ଜଣେ ଅପରାଧୀଙ୍କ ଭଳି ବସ୍ ଭିତରକୁ ଟାଣି ନେଇଥିଲେ ବୋଲି ତାମିଲ୍ନାଡୁ କରୁର୍ ଆସନର କଂଗ୍ରେସ ସାଂସଦ ଜ୍ୟୋତିମଣି ଏକ ଭିଡିଓରେ କହିଛନ୍ତି।ଆଜି!-->…
ଅଧିକାଂଶ ନବନିର୍ବାଚିତ ରାଜ୍ୟସଭା ସାଂସଦ କୋଟିପତି : ଏଡିଆର
ନୂଆଦିଲ୍ଲୀ : ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ୫୭ ଜଣ ସାଂସଦଙ୍କ ଅପରାଧିକ ଓ ଆର୍ଥିକ ପୃଷ୍ଠଭୂମି ସଂପର୍କରେ ଏକ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ ପାଇଛି ।ଏହି ରିପୋର୍ଟରୁ ଏକ ରୋଚକ ତଥ୍ୟ ଜଣା ପଡ଼ିଛି । ତାହା ହେଉଛି!-->…
ପାକିସ୍ତାନରେ ଥରକରେ ୫୯.୧୬ ଟଙ୍କା ବୃଦ୍ଧି ପାଇଲା ଡିଜେଲ ଦର, ପେଟ୍ରୋଲ ଲିଟର ହେଲା ୨୩୩ ଟଙ୍କା
ନୂଆଦିଲ୍ଲୀ: ପାକିସ୍ତାନର ଅର୍ଥନୈତିକ ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ବର୍ତ୍ତମାନ ଜନସାଧାରଣଙ୍କ ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିବାରେ ଲାଗିଛି। ପୂର୍ବରୁ ମହଙ୍ଗା ହୋଇଥିବା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଏକା ଥରକେ ଡିଜେଲର ମୂଲ୍ୟ ୫୯.୧୬!-->…
ଶୁଭେନ୍ଦୁ ଅଧିକାରୀଙ୍କ ସମେତ ୭ ବିଜେପି ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ବାଚସ୍ପତି ବିମନ ବାନାର୍ଜୀ ଗୁରୁବାର ଦିନ ଗୃହରେ ଦୁଇ ଜଣ ବିଜେପି ବିଧାୟକଙ୍କ ଦ୍ୱାରା ଆଗତ ପୃଥକ ପ୍ରସ୍ତାବକୁ ବିଚାରକୁ ନେଇ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମେତ ସାତ ଜଣ ବିଜେପି ବିଧାୟକଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି।ବିଧାନସଭା!-->…
ଅଗ୍ନିପଥ ଯୋଜନାକୁ ବିରୋଧ କରି ଲଙ୍କାକାଣ୍ଡ, ସଫେଇ ଦେଲେ ସରକାର
ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ଶର୍ଟ ଟର୍ମ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହି ଯୋଜନାରେ ଯୁବବର୍ଗଙ୍କୁ ମାତ୍ର ୪ ବର୍ଷ ପାଇଁ ଚୁକ୍ତିଭିତ୍ତିକ ନିଯୁକ୍ତି ମିଳିବ। ତେଣୁ ଏହାପରେ ନିଜ ଭବିଷ୍ୟତକୁ ନେଇ!-->…