Sign in
Sign in
Recover your password.
A password will be e-mailed to you.
ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଗୋଟିଏ ଲଘୁଚାପ ନ ଯାଉଣୁ, ଆସୁଛି ଆଉ ଏକ ଲଘୁଚାପ। ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଆଜି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ବଙ୍ଗୋପସାଗରରେ!-->…
ପ୍ରଶିକ୍ଷଣ ବେଳେ ବୁଡ଼ିଗଲେ ଏନସିସି ଛାତ୍ର, ଚାଲିଗଲା ଜୀବନ
କଟକ: ସନ୍ତରଣ ପ୍ରଶିକ୍ଷଣ ବେଳେ ଚାଲିଗଲା ଏନସିସି ଛାତ୍ରଙ୍କ ଜୀବନ । କଟକ କ୍ଳବ ସୁଇମିଂ ପୁଲରେ ଘଟିଛି ଅଘଟଣ । ମୃତକ ହେଲେ କଟକ ସିଟି କଲେଜର ଛାତ୍ର ସ୍ୱପ୍ନେଶ୍ୱର ଦାସ । ତାଙ୍କ ଘର ରାଜାବଗିଚା ଅଞ୍ଚଳରେ । ମିଳିଥିବା ସୂଚନା ମୁତାବକ ଏକ ଘରୋଇ ସଂସ୍ଥା ପକ୍ଷରୁ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ!-->…
କୋଳରେ ପିଲାକୁ ଧରି ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ
ଭୁବନେଶ୍ୱର: ନ୍ୟାୟ ମାଗୁଛନ୍ତି ଆଲବମ୍ ଅଭିନେତ୍ରୀ । କୋଳରେ ପିଲାକୁ ଧରି ଭୁବନେଶ୍ୱର ଡିସିପିଙ୍କୁ ଫେରାଦ ହେଲେ ଶ୍ୱେତା ମହାପାତ୍ର । ତାଙ୍କ ସ୍ୱାମୀ ବିରାଟ ମହାପାତ୍ର ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିବା ସେ ଅଭିଯୋଗ କରିଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ!-->…
ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା
ବଲାଙ୍ଗିର: ଶ୍ୱଶୁର ଘରକୁ ବୁଲି ଆସିଥିବା ଜ୍ୱାଇଁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ବୁର୍ଡା ଗାଁରେ ଘଟିଛି। ମୃତକ ହେଲେ ଗୁର୍ଜିଭଟା ଗାଁର ସନ୍ତୋଷ ସାହୁ । ସନ୍ତୋଷ ପ୍ରାୟ ୨ ବର୍ଷ ପୂର୍ବେ ନିକଟସ୍ଥ ବୁର୍ଡା ଗାଁରେ!-->…
ମୋଟୁ ବନାଞ୍ଚଳ ପକ୍ଷରୁ ଚଢଉ : ୭୭ଟି କଇଁଛ ଜବତ, ୩ ଅଟକ
ମାଲକାନଗିରି/ଏମଭି୭୯, ୧୦/୯ : ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଓ ଏମ୍ଭି୭୯ ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଗତ କିଛି ଦିନ ତଳେ ୧୨୫ଟି କଇଁଛ ଜବତ କରିଥିବାବେଳେ ପୁଣି ଆଜି ୭୭ଟି କଇଁଛ ଜବତ କରି ୩ଜଣଙ୍କୁ ଅଟକ ରଖିଛି ବନ ବିଭାଗ। ଗତ କିଛି ମାସ ହେବ ଚୋରା ଚାଲାଣକାରୀ କଇଁଛ!-->…
ହବିଷ୍ୟାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା; ୧୩ ତାରିଖରୁ କରିପାରିବେ ପଞ୍ଜିକରଣ
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ପ୍ରତିବର୍ଷ ପବିତ୍ର ଧର୍ମ ମାସ କାର୍ତ୍ତିକରେ ''ରାଈଦାମୋଦର ବ୍ରତ'' ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଉଛି । ତେବେ କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ପୁନର୍ବାର ଚଳିତ ବର୍ଷ ସ୍ଥାୟୀ ହବିଷ୍ୟାଳି ଶିବିରର ବ୍ୟବସ୍ଥା!-->…
କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍
ହୀରାଖଣ୍ଡ ଟ୍ରେନ୍ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍। ରାଜ୍ୟପାଳ ଦୁଇ ଦିନିଆ କୋରାପୁଟ ଗସ୍ତରେ ଆସିଛନ୍ତି। ଆଜି ଓ ଆସନ୍ତାକାଲି କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟ ଅତିଥି ଭାବେ!-->…
ଓଡିଶାରେ ହେବ ଭାରତ ଯୋଡ଼ ପଦଯାତ୍ରା
ଭୁବନେଶ୍ୱର : କଂଗ୍ରେସର "ଭାରତ ଯୋଡ" ଜନସମ୍ପର୍କ ପଦଯାତ୍ରା ଓଡ଼ିଶାରେ ହେବାକୁ ଯାଉଛି । ଓଡିଶାରେ "ଭାରତ ଯୋଡ" ପଦଯାତ୍ରା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ କଂଗ୍ରେସର ଭାରତ ଯୋଡ ପଦଯାତ୍ରାର ମୁଖ୍ୟ ଦିଗ ବିଜୟ ସିଂହ ଏବଂ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓଡି଼ଶା ଗସ୍ତ କରିବେ ।
!-->!-->!-->…
କେନ୍ଦ୍ରାପଡାରେ କେନ୍ଦ୍ରମନ୍ତ୍ରୀ ନିଶିଥ ପରମାଣିକ
କେନ୍ଦ୍ରାପଡା: ଲୋକସଭା ପ୍ରବାସ ଯୋଜନାରେ କେନ୍ଦ୍ର ଗୃହ, କ୍ରୀଡା ଓ ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ ତିନି ଦିନିଆ ଗସ୍ତରେ ଆସି ଶନିବାର କେନ୍ଦ୍ରାପଡାରେ ପହଞ୍ଚିଛନ୍ତି l କେନ୍ଦ୍ରମନ୍ତ୍ରୀ ଏଠାରେ ପହଁଞ୍ଚିବା ପରେ ତିନିମୁହାଣୀ ଠାରେ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ!-->…
କାଲି ଉପକୂଳ ଛୁଇଁବ ଅବପାତ
ଭୁବନେଶ୍ୱର : ଲଘୁଚାପ ଜନିତ ବର୍ଷା ନେଇ ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ରଙ୍କ ସୂଚନା ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପଟି ଅବପାତରେ ପରିଣତ ହୋଇପାରେ । ଆସନ୍ତାକାଲି ସକାଳ ସୁଦ୍ଧା ଅବପାତ ଭାବେ ଉପକୂଳ ଛୁଇଁବା ସମ୍ଭାବନା । ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ମଧ୍ୟରେ ସ୍ଥଳଭାଗ!-->…