Sign in
Sign in
Recover your password.
A password will be e-mailed to you.
ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ‘ସ୍କାଏ ଆଇ’ ଦୂରବୀକ୍ଷଣ: ଚୀନ୍
ନୂଆଦିଲ୍ଲୀ: ପ୍ରକାଣ୍ଡ ‘ସ୍କାଇ ଆଇ’ ଦୂରବୀକ୍ଷଣ ଯନ୍ତ୍ର ପୃଥିବୀ ବାହାରେ ଜୀବସତ୍ତା ଚିହ୍ନଟ କରିଥାଇ ପାରେ ବୋଲି ରାଷ୍ଟ୍ରାୟତ ‘ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜି ଡେଲି’ ରିପୋର୍ଟ କରିଛି। କିନ୍ତୁ, ପରେ ଉକ୍ତ ରିପୋର୍ଟ ଓ ପୋଷ୍ଟ୍ଗୁଡ଼ିକୁ ଡିଲିଟ୍ କରିଦେଇ ଥିବା ପରି!-->…
ଇଡି ଅଫିସରେ ରାହୁଲ ଥିବା ବେଳେ ବାହାରେ ଟାୟାର ଜାଳିଲେ କଂଗ୍ରେସ କର୍ମୀ, ୮୦୦ଜଣ ଅଟକ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ତୃତୀୟ ଦିନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିଛି। ନେସନାଲ ହେରାଲ୍ଡ ମାମଲାରେ ଇଡି ରାହୁଲଙ୍କୁ ଜେରା କରୁଛି। ଏହାକୁ ବିରୋଧ କରି ତୃତୀୟ ଦିନ ମଧ୍ୟ ଇଡି ଅଫିସ ବାହାରେ ବିରୋଧ ପ୍ରଦର୍ଶନ ଜାରି ରଖିଛି କଂଗ୍ରେସ। ଇଡି!-->…
ଗୁରୁବାର ସମଗ୍ର ଦେଶରେ ରାଜଭବନ ଘେରାଓ କରିବ କଂଗ୍ରେସ
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି ଦଳୀୟ କର୍ମୀଙ୍କ ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆସନ୍ତାକାଲି (ରୁରୁବାର) ଦଳ ପକ୍ଷରୁ ସମଗ୍ର ଦେଶରେ ଥିବା ରାଜ୍ୟ ରାଜଭବନଗୁଡ଼ିକୁ ଘେରାଓ କରାଯିବ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ବୁଧବାର ଦଳର!-->…
୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରେଓ୍ୱଲ ଗାତ ଭିତରୁ ଉଦ୍ଧାର କରାଗଲା
ରାୟପୁର: ୧୦୪ ଘଣ୍ଟାର ଅପେକ୍ଷାର ଅନ୍ତ ସଫଳ ହେଲା ଅପରେସନ୍ ଜିନ୍ଦେଗୀ। ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ପରେ, ୮୦ ଫୁଟ୍ ଗଭୀର ବୋରେଓ୍ୱଲ୍ ଗର୍ତ୍ତ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି ଚର୍ଚ୍ଚିତ ବାଳକ ରାହୁଲ। ଦୀର୍ଘ ୫ ଦିନ ପରେ ରାହୁଲକୁ ସୁରକ୍ଷିତ ଭାବେ ବୋରେଓ୍ୱଲ ଗାତ ଭିତରୁ!-->…
ଭାରତର ଗହମ ନେବାକୁ ମନାକଲା ୟୁଏଇ
ଦୁବାଇ: ଆସନ୍ତା ୪ ମାସ ପାଇଁ ଭାରତରରୁ ଗହମ ଓ ଅଟା ନେବନି ୟୁଏଇ। ସରକାରଙ୍କ ପକ୍ଷରୁ ଭାରତରେ ଉତ୍ପାଦିତ ହେଉଥିବା ଗହମ ସହ ଜଡ଼ିତ ସମସ୍ତ ସାମଗ୍ରୀର ରପ୍ତାନୀ ଉପରେ ୪ ମାସ ପାଇଁ ରୋକ ଲଗାଇ ଦିଆଯାଇଛି। ଗହମ ଉତ୍ପାଦରେ ଭାରତ ବିଶ୍ୱରେ ଦ୍ୱିତୀୟ ବଡ଼ ରାଷ୍ଟ୍ର। କିନ୍ତୁ ୟୁଏଇର ଏପରି ପଦକ୍ଷେପ!-->…
ରାଜସ୍ଥାନରେ ପେଟ୍ରୋଲ ଡିଜେଲର ଘୋର ସଙ୍କଟ
ଜୟପୁର: ରାଜ୍ୟରେ ସରିଗଲାଣି ତୈଳ। ଦେଖାଦେଲାଣି ପେଟ୍ରୋଲ ଡିଜେଲର ଘୋର ଅଭାବ। ପାଖାପାଖି ୨୦୦୦ ପେଟ୍ରୋଲ ପମ୍ପ ଶୁଖି ଗଲାଣି। ୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହେବାକୁ ବସିଲାଣି। ପେଟ୍ରୋଲ ତୁଳନାରେ ଡିଜେଲର ଅଭାବ ଅଧିକ ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରଜସ୍ଥାନ ଆଗକୁ ବଡ!-->…
୫-ଜି କୁ କେନ୍ଦ୍ର କ୍ୟାବିନେଟ୍ ର ସବୁଜ ସଙ୍କେତ
ନୂଆଦିଲ୍ଲୀ: ମୋବାଇଲ ଏବଂ ଇଣ୍ଟରନେଟ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆଗ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍। ଖୁବ୍ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ। ଏନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା!-->…
ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କଲେ ନୂଆ ମେଣ୍ଟର I2U2
ୱାଶିଂଟନ: ଭାରତ, ଇସ୍ରାଏଲ, ଆମେରିକା ଓ ୟୁଏଇ ମିଳିତ ଭାବେ ଗଠନ କରିଛନ୍ତି ଗୋଟିଏ ନୂଆ ଫୋରମ। ଏହି ନୂଆ ମେଣ୍ଟର ନାଁ I2U2। ଏହାର ଅର୍ଥ ଇସ୍ରାଏଲ ଓ ଭାରତ ଆଇ ୨ ଓ ଆମେରିକା-ୟୁଏଇ ୟୁ୨। ଆସନ୍ତା ମାସରେ ଏହି ୪ ଦଶ I2U2ର ପ୍ରଥମ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ।ଏପରି ଏକ!-->…
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ, କଂଗ୍ରେସ ନେତାଙ୍କ ନାଁରେ ମାମଲା
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ଶବ୍ବ ପ୍ରୟୋଗ କରି ଅଡ଼ୁଆରେ ମହାରାଷ୍ଟ୍ର କଂଗ୍ରେସର ଜଣେ ନେତା। ଆପତ୍ତିଜନକ ଟିପ୍ପଣୀ ପାଇଁ ଉକ୍ତ କଂଗ୍ରେସ ନେତାଙ୍କ ନାଁରେ ନାଗପୁର ପୁଲିସ୍ ଷ୍ଟେସନରେ ରୁଜୁ ହୋଇଛି ମାମଲା। ରାହୁଲ ଗାନ୍ଧିଙ୍କୁ ଇଡି ଜେରା କରୁଥିବା!-->…
ବ୍ରୋ ଅମ୍ଳାନ୍ ଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା “ଆତ୍ମିକ ଉଦ୍ଦିପନା ଓ ସୁସ୍ଥତା ସଭା- ୨୦୨୨” ନାମରେ ଧର୍ମ…
ଦେବସେନା ମାଲକାନଗିରି ଶାଖା ତରଫରୁ ଜିଲ୍ଲାପାଳ ଓ ଏସ.ପି ଙ୍କୁ ଦାବି ପତ୍ର...
ମାଲକାନଗିରି // ଚିତ୍ରକୋଣ୍ଡା :- ଗତ କିଛିଦିନ ହେବ ଆରୋଗ୍ୟ ପ୍ରାର୍ଥନା ଶିବିର ନାମରେ ସାରା ଓଡିଶାର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲା ମାନଙ୍କରେ ବିଶେଷତଃ ଆଦିବାସୀ ଅଞ୍ଚଳ ମାନଙ୍କରେ ଧର୍ମପରିବର୍ତ୍ତନ!-->!-->!-->!-->!-->…