Sign in
Sign in
Recover your password.
A password will be e-mailed to you.
ବାଲିଗୁଡ଼ାରେ ବିଶ୍ଵ ରକ୍ତଦାତା ଦିବସ ପାଳିତ
ବାଲିଗୁଡ଼ା : ଆଜି ବିଶ୍ୱ ରକ୍ତଦାତା ଦିବସ । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାର ଓ ଶିକ୍ଷାନିକେତନ ମିଳିତ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ସଚେତନତା ଶୋଭାଯାତ୍ରା ଓ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳୁ ଶିକ୍ଷାନିକେତନର!-->…
ଟ୍ରକ୍ ଦୂର୍ଘଟଣାରେ ୬ ମଇଁଷି ମୃତ
ମୋହନା: ଗଜପତି ଜିଲା ରା.ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି ରା.ଉଦୟଗିରି ଅଭିମୁଖେ ଯାଉଥିଲା। ଜେଲ୍ ନିକଟ ବୁଲାଣି ରାସ୍ତାରେ ମଇଁଷିମାନେ!-->…
ଦୁଇବର୍ଷପରେ ଭକ୍ତଙ୍କ ଗହଣରେ ପଵିତ୍ର ସ୍ନାନଯାତ୍ରା
ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ପାବନ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କ ଦେବସ୍ନାନ ଓ ଗଜବେଶ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ଦୁଇ ବର୍ଷ ପରେ ସ୍ନାନଯାତ୍ରାରେ ସାମିଲ ହୋଇଛନ୍ତି ଭକ୍ତ । ଏନେଇ ଭକ୍ତଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ରତ୍ନସିଂହାସନ ରୁ!-->…
ଜିଲ୍ଲାସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଵିଶାଳ ସିଂ ଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଦିନଦୟାଲ ଉପାଧ୍ୟାୟ ଗ୍ରାମ୍ୟ କୌଶଳ ଯୋଜନା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଵିଶ୍ଵ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାରେଡକ୍ରସର ଆବାହକ ଡଃ ରଞ୍ଜନ!-->…
ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ
ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ । ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ!-->…
୧୯୮୮ ବ୍ୟାଚ ଦଶମଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀମାନଙ୍କ ବନ୍ଧୁ ମିଳନ
ବାଲିଗୁଡା : ୧୯୮୮ ବ୍ୟାଚ ଦ୍ୱାଦଶ ଶ୍ରେଣୀ ପୁରାତନ ଛାତ୍ରୀଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବାଲିଗୁଡା ସହରର ପ୍ରତିଷ୍ଠିତ ହୋଟେଲ ବିଭବ ପରିସରରେ ତିନିଦିନ ଧରି ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ପାଟଖଣ୍ଡା!-->…
ଯାତ୍ରୀବାହୀ ଅଟୋ ଓଲଟି ଜଣେ ଗୁରୁତର
ହିଞ୍ଜିଳିକାଟୁ (୧୪/୬): ମଙ୍ଗଳବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ବୁରୁପୋଡା କାଳି ମନ୍ଦିର ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମହନ୍ତର ପୋଲାଇ (୬୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର!-->…
ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ!-->…
କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର କର୍ମଚାରୀ ନେତା ସ୍ୱର୍ଗତ ସୁରେଶ ପଟନାୟକ ଆଉ ନାହାନ୍ତି। ତିନିଦିନ ତଳେ ହଠାତ ଦେହ ଅସୁସ୍ଥ ହେବାରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ନେଇଥିଲେ।ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଚିକିତ୍ସା କରୁଥିବା ଡାକ୍ତର ରେଫର କରିଦେଇଥିଲେ।ଏବଂ ଅଳ୍ପ!-->!-->!-->…
ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ତମ ବାର୍ଷିକ ଉତ୍ସବ ରଜମଉଜ ଧୁମଧାମରେ ପାଳିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଗାନ୍ଧୀ ସ୍ମୃତି ଭବନ ଠାରେ ଡ଼୍ୟାନ୍ସ ଏକାଡେମୀ ଫୁଲବାଣୀର ୨୨ ତମ ବାର୍ଷିକ ଉତ୍ସବ ରଜ ମଉଜ ଧୁମଧାମରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିପିନ ବିହାରୀ ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା!-->!-->!-->…