ମା’କୁ ଡାକିବାକୁ ଯାଇଥିବା ବେଳେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ

ଅନୁଗୁଳ: ଚାଷ ଜମିକୁ ମାଆକୁ ଡାକିବାକୁ ଯାଇଥିବା ସମୟରେ ବଜ୍ରପାତରେ ଚାଲିଗଲା ପୁଅର ଜୀବନ । ଅନଗୁଳ ବଡ଼କେରେଜାଙ୍ଗରେ ଏହି ଘଟଣା ଘଟିଛି।ମୃତକ ହେଲେ ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତ ସାହୁ(୧୭)। ବଡ଼କେରେଜାଙ୍ଗ ଗାଁର ଦୁଷ୍ମନ୍ତଙ୍କ ମା' ଚାଷ ଜମିକୁ ଯାଇଥିଲେ। ଏହି ସମୟରେ କାଳବୈଶାଖୀ

ଦିବ୍ୟସ୍ନାନ ପରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ: ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ତିଥି ଅବସରରେ ଶ୍ରକ୍ଷେତ୍ରରେ ଆଜି ବିଗ୍ରହମାନଙ୍କର ଦୁର୍ଲଭ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି। ରତ୍ନ ସିଂହାସନରୁ ପହଣ୍ଡି ବିଜେ ହୋଇ ବିଗ୍ରହମାନେ ଆସି ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ୧୦୮ ଗଡୁ ଅଧିବାସିତ ସୁବାସିତ

ସୁନ୍ଦରଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ…

ସୁନ୍ଦରଗଡ଼ : ଆଜି ସ୍ଥାନୀୟ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦିନ ୧୦ ଘଟିକା ସମୟରେ ଅନୁଷ୍ଟିତ ହୋଇଯାଇଛି I ଏହି ଯାତ୍ରାରେ ଗାଙ୍ଗପୁର ରାଜା ସମରେନ୍ଦ୍ର ଶେଖର ଦେଓ ଦିନ ୧୧ ଘଟିକା ସମୟରେ ଆସି ପ୍ରଭୁଙ୍କ ପୂଜାରେ ସାମିଲ ହୋଇ ଥିଲେ I ମନ୍ଦିର ପୂଜକ

ଖେଲୋ ଇଣ୍ଡିଆରେ ସୁନ୍ଦରଗଡ଼ ଜିଲ୍ଲାର ବିଶାଲ ଓରାମଙ୍କ ସଫଳତା…

ସୁନ୍ଦରଗଡ଼ - ହରିଆଣାର ପଞ୍ଚକୁଲା ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଶା ବାଳକ ଓ ବାଳିକା ଦଳ ଖୋଖୋ ଖେଳରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ରାଜ୍ୟ ବାଳକ ଦଳରେ ସୁନ୍ଦରଗଡ଼ ଜିଲ୍ଲାର ବିଶାଲ ଓରାମ ରାଜ୍ୟ ପାଇଁ ପ୍ରତିନିଧିତ୍ଵ କରି

ଚଳିତମାସରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଳିତ ମାସ ପ୍ରଧାନମନ୍ତ୍ରୀ ପାରାଦୀପ ଗସ୍ତରେ ଆସି ସେ ୪ଟି ପ୍ରକଳ୍ପର ଉଦ୍‌ଘାଟନ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଚୂଡ଼ାନ୍ତ ଗସ୍ତସୂଚୀ ଆସିନଥିଲେ ମଧ୍ୟ ହିଁ ଚଳିତମାସରେ ଆସିବା ଏକପ୍ରକାର ସ୍ପଷ୍ଟ

ଆଜି ରାଜ୍ୟରୁ ୨୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ

ଗଛରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ: ଆମ୍ବ ଗଛରେ ବୃଦ୍ଧଙ୍କ ମୃତଦେହ। ଏକ ଆମ୍ବଗଛରେ ଝୁଲୁଛି ଏହି ମୃତଦେହ। ଢେଙ୍କାନାଲ ସହର ସିମିଳିଆରେଥିବା ଏକ ଆମ୍ବ ବଗିଚାରେ ଝୁଲନ୍ତା ଅବସ୍ଥାରେ ଏହି ମୃତଦେହ ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତକଙ୍କ କୌଣସି ପରିଚୟ

ବିଜେପି ହେଉଛି ମହା ଜୁମଲାର ସରକାର – ରାହୁଳ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରାର ସମ୍ମୁଖୀନ ହେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଲଞ୍ଚ ବ୍ରେକରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଣ ମାରିଛନ୍ତି। ଆଜି ୧୮ ମାସରେ ଦେଶର ୧୦ ଲକ୍ଷ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା

ଶହେ ଟଙ୍କା ଷ୍ଟାମ୍ପ ଦାମ୍‌କୁ ବିରୋଧ, ରାଜ୍ୟ ବାର୍‌ କାଉନ୍‌ସିଲ ନିଷ୍ପତ୍ତିକୁ କଟକର ବାର୍‌ ଆସୋସିଏସନର ପ୍ରତିବାଦ

କଟକ : ଓ୍ବାକଲତ୍ ନାମାରେ ଶହେ ଟଙ୍କାର ଷ୍ଟାମ୍ପ ଲଗାଇଵା ନେଇ ରାଜ୍ୟ ଵାର୍ କାଉନସିଲର ନିଷ୍ପତ୍ତିକୁ କଟକର ଵାର ଆସୋସିଏସନ ଗୁଡ଼ିକ ଵିରୋଧ କରିଛନ୍ତି । ନିକଟରେ ରାଜ୍ୟ ଵାର କାଉନସିଲ ଓ୍ବାକଲତ୍ ନାମରେ ଲାଗୁଥିଵା ଷ୍ଟାମ୍ପର ପରିମାଣ ୧୫ଟଙ୍କାରୁ ଶହେ ଟଙ୍କାକୁ ଵଢାଇଵା ପାଇଁ ନିଷ୍ପତ୍ତି

ନୟାଗଡ଼ରେ ୬ ଡକାୟତ ଗିରଫ

ନୟାଗଡ଼: ଚୋରି, ଡକାୟତି ଏବଂ ଠକେଇ ଅଭିଯୋଗରେ ୬ ଗିରଫ । ଗତ ୨ ତାରିଖରେ ନୟାଗଡ଼ ଷ୍ଟେସନରେ ଲୁଟ୍‌ କରିବା ପାଇଁ ପ୍ରସ୍ତୁତି ଚଲାଇଥିବାବେଳେ ଟାଉନ ପୋଲିସ ଚଢାଉ କରି ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଏ ଘଟଣାରେ ଖସିଯାଇଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ