ଗୋରୁ ବୋଝେଇ ପିକ୍ଅପ ଗାଡ଼ି ଜବତ, ୭ ଗୋରୁ ଉଦ୍ଧାର ୨ ଦଲାଲ ଗିରଫ

ହିଞ୍ଜିଳିକାଟୁ (୧୪।୬) : ହିଞ୍ଜିଳିକାଟୁ ଅଞ୍ଚଳରୁ ବେଆଇନ ଭାବେ ଗାଇ ଗୋରୁ ଚାଲାଣ କରାଯାଉଥିବା ବେଳେ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନ ଖଣ୍ଡରା ଗ୍ରାମ ନିକଟରୁ ଏକ ଗୋରୁ ବୋଝେଇ ପିକ୍‌ଅପ୍ ଭ୍ୟାନ(ଓଡ଼ି୦୭ ଏ ଏ ୫୯୮୮)କୁ ହିଞ୍ଜିଳି ପୁଲିସ ଜବତ କରିବା ସହ ଗୋଚାଲାଣକାରୀ ୨ ଜଣଙ୍କୁ

କାଲିଠୁ ଅଲାରନାଥରେ ଅନବସର ଦର୍ଶନ

ବ୍ରହ୍ମଗିରି: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ । ଏହି ସମୟରେ ବ୍ରହ୍ମଗିରି ଅଲାରନାଥ

ବଜ୍ରାଘାତରେ ୩ ବଳଦ ମୃତ

ଦାରିଙ୍ଗବାଡ଼ି(୧୪/୬) : ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ପେଟେଡ଼ାବାଡ଼ି ଗ୍ରାମରେ ବଜ୍ରଘାତ ହୋଇ ୩ ଟି ବଳଦର ମୃତ୍ୟୁ ହୋଇଛି। ଆଜି ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ଏହି ବଜ୍ରପାତ ଘଟିଥିବା ଜଣା ପଡ଼ିଛି । ଏଥି ସହିତ ଅଂଚଳରେ ବର୍ଷା ପବନ ମଧ୍ୟ ହୋଇଥିଲା।

ଭାରତୀୟଙ୍କ ଉପରେ ଲଗାଇଥିବା ଭିସା ବ୍ୟାନକୁ ହଟାଇଲା ଚାଇନା

ବେଜିଂ: ମହାମାରୀ କରୋନା ପାଇଁ ଭାରତୀୟଙ୍କ ଭିସା ଉପରେ କଠୋର ପ୍ରତିବନ୍ଧକ ଲଗାଇଥିବା ଚାଇନା ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଦୀର୍ଘ ୨ ବର୍ଷ ହେଲା ଭିସା ବ୍ୟାନ ଯୋଗୁ ଭାରତୀୟ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ ଭୋଗୁଥିବା ସମସ୍ୟାର ସମାଧନ କରିବ ଚାଇନା। ଏଣିକି ସେମାନଙ୍କୁ ଭିସା

ନକଲି ଡାକ୍ତର ରମେଶ ଜେନାର ଚାର୍ଜସିଟ ଦାଖଲ

ଭୁବନେଶ୍ବର; ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ । ଏହି ପତ୍ନୀମାନେ ଗୋଟି ଗୋଟି କରି କହିବେ ଠକ ରମେଶର

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କାର ଫାଇନ୍‌

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଫାଇନ୍‌। ଯାତ୍ରୀମାନଙ୍କ ପାଖରେ ବୈଧ ଟିକେଟ ଥିଲେ ମଧ୍ୟ ଏୟାର ଇଣ୍ଡିଆ ସେମାନଙ୍କୁ ଉଡ଼ାଣ ପାଇଁ ଅନୁମତି ଦେଇନି। ସେହିପରି ନିୟମ ଅନୁସାରେ ସେବାରୁ ବଞ୍ଚିତ ହୋଇଥିବା ଯାତ୍ରୀମାନଙ୍କୁ

‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ସ୍ୱାଗତଯୋଗ୍ୟ ପଦକ୍ଷେପ: ସମୀର ମହାନ୍ତି

ଭୁବନେଶ୍ୱର: ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା 'ମିଶନ୍ ଅଗ୍ନିପଥ ଯୋଜନା'ର ଶୁଭାରମ୍ଭ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଦେଶର

ମମତାଙ୍କ ପୁତୁରା ଘରେ ପଶିଲା ସିବିଆଇ

କୋଲକାତା: ଆଗକୁ ରାଷ୍ଟ୍ରପତି ନିର୍ବାଚନ। ତେବେ ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ପଶିଛି ସିବିଆଇ। କୋଇଲା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା

ବୁଲଡୋଜର ଚଳାଇବା ‘ଆଇନର ପରିହାସ’: ସୁପ୍ରିମକୋର୍ଟଙ୍କୁ ପୂର୍ବତନ ବିଚାରପତିମାନଙ୍କ ଚିଠି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପ୍ରଶାସନ ସମ୍ବିଧାନରେ ପ୍ରଚଳିତ ନିୟମକୁ ପରିହାସ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି ୧୨ ଜଣ ବିଶିଷ୍ଟ ବ୍ୟକ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ସୁପ୍ରିମକୋର୍ଟର ୩ ଜଣ ପୂର୍ବତନ ବିଚାରପତି। ଏଥିସହ ବିଜେପିର ପୂର୍ବତନ ନେତା ନୂପୁର

ରାଜ୍ୟବାସୀଙ୍କୁ ସ୍ନାନ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଦିବ୍ୟ ଅନୁଭବ ପ୍ରଦାନ କରୁଛି। ଏହି