Sign in
Sign in
Recover your password.
A password will be e-mailed to you.
ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ହାତୀର ମୃତ୍ୟୁ
ଭୁବନେଶ୍ବର: ଚିକିତ୍ସାଧିନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ଆଜି ମୃତ୍ଯୁ ଘଟିଛି। ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତାହାତୀ ଶରୀରରେ ୬ଟି ଗୁଳି ବାଜିଥିବା ଜଣା ପଡିଥିଲା। ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଥିଲା।। ହାତୀଟି!-->…
ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜିଉଙ୍କ!-->…
ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ!-->…
ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ମୃତ୍ୟୁ ଦେହ, କାରଣ ଅସ୍ପଷ୍ଟ ପୁଲିସ ର ଛାନଭିନ୍ନ…
ଛତ୍ରପୁର : କାଳୀ ମନ୍ଦିର ସମ୍ମୁଖରେ ପଡିଛି ଯୁବକଙ୍କ ମୃତଦେହ।ଛତ୍ରପୁର ଥାନା ଜାତୀୟ ରାଜପଥ କାଳୀ ଢ଼ାବା ନିକଟ କାଳୀ ମନ୍ଦିର ସମ୍ମୁଖରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଜଣକ ହେଲେ ଛତ୍ରପୁର ବିଦ୍ୟାଧର ନଗର ଅଂଚଳ ବାବୁଲା ବେହେରା ଏବଂ!-->!-->!-->…
ଫୁଲବାଣୀ :ଜରାଜୀର୍ଣ ଅବସ୍ଥାରେ ସହରର ୩ଟି ପୋଖରୀ, ପ୍ରଶାସନ ର ନିଘା ନାହିଁ…
କନ୍ଧମାଳ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ
ଫୁଲବାଣୀ : ଫୁଲବାଣୀ ସହର ମଧ୍ୟରେ ତିନୋଟି ପୋଖରୀ ଅଛି ହେଲେ ତିନୋଟି ଯାକ ପୋଖରୀ ଅବସ୍ଥା ନ କହିବା ଭଲ l ସବୁ ପୋଖରୀ ଅଧାଯାଏ ଅଳିଆ ଆବର୍ଜନା,ଦଳ ଓ ପଙ୍କରେ ଭର୍ତ୍ତି l ଏଥି ସହିତ ବଜାରଟା ଯାକର ଲୋକଙ୍କ ପାଇଁ ଏହି ଏକ ରକମର!-->!-->!-->…
ଲୋକକଳା ହିଁ ଓଡ଼ିଆ ଜାତୀୟ ଚରିତ୍ରର ପରିପୁଷ୍ଟି ସୋପାନ : କଳାକାର ସଂଘ…
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ" ପକ୍ଷରୁ ସ୍ଥାନୀୟ ସିଟି ହାଇସ୍କୁଲ ରୋଡ ସ୍ଥିତ ମାନସ ଭବନ ପରିସରରେ ରାଜ୍ୟ ଲୋକକଳା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ
!-->!-->!-->!-->!-->!-->!-->…
କିଶୋର ଓ କିଶୋରୀ (ବ୍ଲକ ଫେଡେରସନ) ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ କିଶୋର କିଶୋରୀ ମାନଙ୍କୁ ନେଇ ଗଠିତ ବ୍ଲକ ଫେଡରେସନ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଅଞ୍ଚଳର ସାତ ଗୋଟି ପଞ୍ଚାୟତର କିଶୋର କିଶୋରୀ ମାନଙ୍କୁ ନେଇ ବ୍ଲକ ଫେଡରେସନ ହୋଇଛି । ପ୍ରତି ଗ୍ରାମ!-->!-->!-->…
ଦାରିଙ୍ଗବାଡି : ୮ଟି ଗ୍ରାମ୍ୟ ପୋଖରୀକୁ ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟର ଶୁଭାରମ୍ଭ
ଦାରିଙ୍ଗବାଡି : ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥିବା ୮ଟି ଗ୍ରାମ୍ୟ ପୋଖରୀକୁ ମନରେଗା ଯୋଜନାରେ, ଅମୃତ ସରୋବର ପ୍ରକଳ୍ପରେ ପୁନର ଉଦ୍ଧାର କାର୍ଯ୍ୟକ୍ରମର ଶୁଭାରମ୍ଭ ବିଡିଓ ଗଦାଧର ପାତ୍ର କରିଛନ୍ତି । ବୁଡାଗୁଡ଼ା ,ତିଲୋରୀ, ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ପଞ୍ଚାୟତର ଗୋଟିର ଲେଖାଏଁ!-->!-->!-->…
ବଜ୍ରାଘାତ ରେ ୩ ବ୍ୟକ୍ତି ଙ୍କ ସହ ଚାରୋଟି ବଳଦ ମୃତ୍ୟୁ…
ଉମରକୋଟ : ବଜ୍ରାଘାତ ରେ ଟଳି ପଡ଼ିଲା ତିନୋଟି ନିରୀହ ମଣିଷ ଜୀବନ ସଙ୍ଗେ ଚାରୋଟି ବଳଦ l ସୂଚନା ଥାଉକି ଏହି ପରି ଦୁଃଖ ପୂର୍ଣ୍ଣ ଅକାଳ ମୃତ୍ୟୁ ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତରଗତ ମୁଣ୍ଡିବେଡ଼ା ପଞ୍ଚାୟତ ପାଦ୍ରୀମାଲ ଗ୍ରାମର, କୌଣସି କାର୍ଯ୍ୟ କୁ ନେଇ ନିକଟସ୍ଥ ଜମି ରେ କିଛି!-->!-->!-->…
ବିଶ୍ରା ବ୍ଲକରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନଶୁଣାଣି, ୪୬ଟି ଆବେଦନର ଶୁଣାଣି…
ସୁନ୍ଦରଗଡ଼/ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ରା ବ୍ଲକଠାରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ!-->!-->!-->…