ଚନ୍ଦନ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ

ପୁରୀ: ଚନ୍ଦନ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ । ଆୟୋଜିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ଚନ୍ଦନଯାତ୍ରା ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ

କାଲି ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ଅନୁଧ୍ୟାନ କରିବ ଏଏସ୍‌ଆଇ

ଭୁବନେଶ୍ୱର: ରାଜ୍ୟରେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ଝଡ଼ ବିବାଦ ଏବେ ଘନେଇବାରେ ଲାଗିଛି । ବିଭିନ୍ନ ରାଜନୈତିକ ଦଳ ତଥା ଜନସାଧାରଣ ପ୍ରକଳ୍ପକୁ ଭିତ୍ତି କରି ନାନା ମନ୍ତବ୍ୟ ମାନ ଦେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରୁଛନ୍ତି । ଏପରିକି ଏଏସ୍‌ଆଇର ବିନା

ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସନ୍ତୋଷ ଉପାଧ୍ୟାୟ

ନୂତନ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ସନ୍ତୋଷ ଉପାଧ୍ୟାୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ପହଞ୍ଚିବା ପରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଭାଗକୁ ଆହୁରି ଭଲ କରି ଗଢି ତୋଳିବାକୁ ଉଦ୍ୟମ କରାଯିବ ବୋଲି

ମେ ୧ରୁ ଜୁଲାଇ ୩୧ ଯାଏ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ

ମେ ୧ ତାରିଖରୁ ବନ୍ଦ ଭିତରକନିକା ଜାତୀୟ ଉଦ୍ୟାନ । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ । ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୩ମାସ

ପତିପତ୍ନୀଙ୍କୁ ପିଟି ଦେଲା ଟ୍ରକ୍‌, ପତ୍ନୀ ମୃତ

ଭୁବନେଶ୍ୱର: ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଲା ଦୁର୍ଘଟଣା । ଉଜୁଡ଼ିଗଲା ସଂସାର। ଏକ ଟ୍ରକ୍‌ ପିଟି ଦେବାରୁ ସ୍କୁଟିରେ ବସିଥିବା ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଛନ୍ତି ସ୍ୱାମୀ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଆଜି ସକାଳେ ରାଜଧାନୀ

STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ

STF କବଜାରେ ଦୁଇ କୁଖ୍ୟାତ ନିଶା ବେପାରୀ । ଦୁଇ ଭାଇ ସୁନା ରୂପା ଚାଲାଣ ବେଳେ ଧରାପଡିଲେ । STF କବଜାରେ ଗଞ୍ଜେଇ ଭର୍ତ୍ତି ଗାଡି । ଗାଡ଼ି ଭିତରୁ ୬୦୭ ଗ୍ରାମ ସୁନା, ୧୯୬ ଗ୍ରା ରୂପା, ୨୯ଟି ଜମିଜମା କାଗଜପତ୍ର ଜବତ କରିଛି । ୧୦୭ ଗ୍ରାମ ଗଞ୍ଜେଇ ସହ ଇନୋଭା କାର ଜବତ କରିଛି STF । ଦୁଇ ଭାଇ

ଇ-ଉତ୍ପାଦନ ପୋର୍ଟାଲର ଆରମ୍ଭ କଲା ଓରମାସ

ଭୁବନେଶ୍ୱର: ଓରମାସ ପକ୍ଷରୁ ମାର୍କେଟିଂ ଓ ସ୍କିଲ ସମ୍ପର୍କିତ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ଜାତୀୟ କିମ୍ବା ଅନ୍ତର୍ଜାତୀୟ ବଜାରରେ କୌଣସି ଦ୍ରବ୍ୟର ଚାହିଦା ସୃଷ୍ଟି କରିବାକୁ ହେଲେ

ରାଜ୍ୟରେ ଆଉ ୧୨ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ଗ୍ରାଫରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୨ କୋରୋନା ପଜିଟିଭ । ଏହି ସଂକ୍ରମିତଙ୍କ ମଧ୍ୟରୁ ୩ ଶିଶୁ ରହିଥିବାବେଳେ ୭ କ୍ବାରେଣ୍ଟାଇନ ସେଣ୍ଟର ଓ ୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ

କଟକର ଏକ ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସ୍କୁଲ ବାରଣ୍ଡାରେ ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ସଦର ଥାନା ଶଙ୍ଖତ୍ରାସ ୟୁପି ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯୁବକଯୁବତୀ ଦୁହେଁ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି । ତେବେ ଦୁହିଁଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା

ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୨୩ ପରୀକ୍ଷାର୍ଥୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଇଂରାଜୀ ଭାଷାରେ ୨୩ଜଣ ବିଦ୍ୟାର୍ଥୀ କପିକରି ଧରାପଡ଼ିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨୦ଜଣ ନିୟମିତ ବିଦ୍ୟାର୍ଥୀ