Sign in
Sign in
Recover your password.
A password will be e-mailed to you.
ଅଜଣା ଗାଡି ଧକ୍କାରେ ୬ ଗାଈ ମୃତ
ଟାଙ୍ଗୀ: ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ଥାନା ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡି ଧକ୍କାରେ ୬ଟି ଗାଈଙ୍କର ମୃତ୍ୟୁ ଘଟିଛିା ଘଟଣାରୁ ପ୍ରକାଶ ଯେ, ଗାଈଗୋରୁ ପାଳୁଥିବା ବ୍ୟକ୍ତିି ମାନେ ସେମାନଙ୍କର ଗୋ ସମ୍ପଦକୁ ଗୁହାଳରେ ରଖିବା ପରିବର୍ତ୍ତେ ବାହାରକୁ ଛାଡି ଦେଉଛନ୍ତି।!-->…
ବଜେଟ ପୂର୍ବରୁ ପରାମର୍ଶ ନେଲେ ଅର୍ଥମନ୍ତ୍ରୀ
ଭୁବନେଶ୍ବର : ବଜେଟ ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଗତ ବର୍ଷଗୁଡ଼ିକ ପରି ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହିତ ଆଭାସି ମାଧ୍ୟମରେ ପରାମର୍ଶ କରିଛନ୍ତି। ଏହା ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ସମେତ ପୂର୍ବତନ ଅର୍ଥ!-->…
ସ୍ନାନଯାତ୍ରା ପାଇଁ ନିୟୋଜିତ ହେବେ ୫୨ପ୍ଲାଟୁନ ପୁଲିସ ଫୋର୍ସ ସହ ବହୁ ବରିଷ୍ଠ ଅଫିସର
ପୁରୀ: ଆସନ୍ତାକାଲି ସ୍ନାନପୂର୍ଣ୍ଣିମା। ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନ ନୀତି ଅନୁଷ୍ଠିତ ହେଉଥିବାରୁ ଏବେ ଉତ୍ସବମୁଖର ଶ୍ରୀକ୍ଷେତ୍ର। ପ୍ରବଳ ଭକ୍ତଙ୍କ ସମାଗମ ସମ୍ଭାବନା ଥିବାରୁ ସୁରକ୍ଷା ଏବଂ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନିକ ପ୍ରସ୍ତୁତି ଶେଷ ପର୍ଯ୍ଯାୟରେ ପହଞ୍ଚିଛି। ମାର୍କେଟ୍!-->…
କୋଭିଡ ଯୁଦ୍ଧରେ ସମ୍ର ନିରନ୍ତର ସ୍ୱାସ୍ଥ୍ୟ ସେବାକୁ ମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ସମ୍ ଅଲ୍ଟିମେଟ ମେଡିକେୟାର ଏବଂ ସମ୍ କୋଭିଡ ହସ୍ପିଟାଲ୍ର ସ୍ୱାସ୍ଥ୍ୟ ସେବା ଓ ଅବଦାନ ଅତୁଳନୀୟ । ଏହି ଦୁଇ ହସ୍ପିଟାଲ୍ର ନିରନ୍ତର ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ଯୋଗୁଁ ଅନେକ କୋଭିଡ ସଂକ୍ରମିତ ସୁସ୍ଥ ହେବା ସହ ନୂତନ ଜୀବନ ଲାଭ କରିଛନ୍ତି ବୋଲି!-->…
ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସର ପ୍ରତିବାଦ
ଭୁବନେଶ୍ୱର : ରାହୁଲ ଗାନ୍ଧି ଙ୍କୁ ସମର୍ଥନ କରି ଓଡିଶାରେ ବି କଂଗ୍ରେସର ଆନ୍ଦୋଳନ । ଇଡିର ପଦକ୍ଷେପ ଆକ୍ରୋଶମୂଳକ ଅଭିଯୋଗ କରି କଂଗ୍ରେସର ପ୍ରତିବାଦ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଇଡି ଅଫିସ ଆଗରେ ପ୍ରତିବାଦ । ଭୁବନେଶ୍ୱର ଇଡି ଅଫିସ ଆଗରେ ରାଜ୍ୟ କଂଗ୍ରେସ ର ପ୍ରତିବାଦ!-->…
ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମାଲକାନଗିରି ଜିଲା ସୀମାନ୍ତରେ ବସ୍ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏନେଇ ନବୀନ ଟୁଇଟ୍ କରି କହିଛନ୍ତି, ମାଲକାନଗିରି!-->!-->!-->…
ସ୍ୱିଗି, ଜୋମାଟୋ ବିରୋଧରେ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଯୋଜନା ପ୍ରଣୟନ କରିବେ ସରକାର
ନୂଆଦିଲ୍ଲୀ: ଅନଲାଇନ ଜରିଆରେ ଗ୍ରାହକମାନଙ୍କ ଘରେ ନେଇ ଖାଦ୍ୟ ଯୋଗାଉଥିବା ସ୍ୱିଗି ଓ ଜୋମାଟୋ ପରି ଅନଲାଇନ୍ ଖାଦ୍ୟ ବ୍ୟବସାୟ କରୁଥିବା ଅପରେଟରମାନଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଗ୍ରାହକ ବା ଉପଭୋକ୍ତାମାନଙ୍କର ଏକାଧିକ ଅଭିଯୋଗ ଶୁଣିବାକୁ ମିଳିଥାଏ। ତେବେ,!-->…
୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ୩ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ନ୍ୟାଶନାଲ ହେରାଲଡ୍ ମାମଲାରେ ଆଜି ଇଡିରେ ହାଜର ହୋଇଥିଲେ ରାହୁଲ ଗାନ୍ଧି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ହାଜର ପରେ ରାହୁଲଙ୍କୁ ପଚରାଉଚରା କରାଯାଇଥିଲା । ଇଡିରେ ହାଜର ହେବାକୁ ଆଜି!-->…
ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେବେ ଶରଦ ପାୱାର !
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଚକମା ଦେବାକୁ ବିରୋଧୀ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରୁଛନ୍ତି। ସବୁ ବିରୋଧୀ ଦଳ ମିଳିତ ଭାବେ ଜଣେ!-->…
ମୁସେୱାଲାଙ୍କ ମୃତ୍ୟୁ ପରେ ଆପ ହାତରୁ ଖସିଯିବନି ତ ସଙ୍ଗରୁର !
ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଲୋକସଭା ଆସନ ସଙ୍ଗରୁର ଉପ-ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ପ୍ରସ୍ତୁତି ଚଳାଇଛି। ଏହି ନିର୍ବାଚନ ପାଇଁ ଆପ ମୋଟ 6 ଜଣ ମନ୍ତ୍ରୀଙ୍କୁ ନିୟୋଜିତ କରିଛନ୍ତି। ଗୋଟିଏ ପଟେ ବିଜେପି ପ୍ରାର୍ଥୀ କେୱାଲ ସିଂ ଧିଲନ୍ ଆକ୍ରମଣାତ୍ମକ ପ୍ରଚାର!-->…