Sign in
Sign in
Recover your password.
A password will be e-mailed to you.
ମଣିଷ ବଦଳରେ ମେସିନ କରୁଛି କାମ : ଠିକାଦାର ଓ ଅଧିକାରୀ (ପି ଇ ଓ ) ମାଲା ମାଲ, ପ୍ରଶାସନ ଏଠି ଧୃତରାଷ୍ଟ୍ର…!
ଧର୍ମକୁ ଆଖିଠାର ନ୍ୟାୟରେ ଚାଲିଛି କାମ...
ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡ଼ଗୁଡା ପଂଚାୟତ M.V-10 ଗ୍ରାମରେ ରାସ୍ତା କାମରେ ଜେସିବି ନିୟୋଜିତ । ଏହି ଭଳି ଏକ ଦୃଶ୍ୟ ଦେଖୀବାକୁ ମିଳିଛି ଗୌଡ଼ଗୁଡା ପଂଚାୟତ ଅନ୍ତର୍ଗତ M V 10 ଗାଆଁରେ । ରାଜ୍ୟ ସରକାରଙ୍କ ବହୁମୁଖୀ!-->!-->!-->…
ଅମୀରଙ୍କୁ ଉଚ୍ଚ ସ୍ତରୀୟ ସ୍ଵାସ୍ଥ୍ୟ ସେବା ଯୋଗାଇବ ଜିଲ୍ଲା ପ୍ରଶାସନ : ସହଯୋଗ ଟିମ୍ ର ସହଯୋଗ ର ଆଉ ଏକ ପାଦ…
ବାଲିମେଳା ପ୍ରତିନିଧି // ନିସର୍ତ୍ତ ନିୟୁଜ
ବାଲିମେଳା:- ପ୍ରକାଶ ଥାଉ କି ଗତ ବର୍ଷ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ ବାଲିମେଳା ୱାର୍ଡ ନଂ-୦୭ ର ଶ୍ରୀ ଅମୀର ଡାକୁଆ (ବୟସ ୨୫ ବର୍ଷ) ଏକ ସଡ଼କ ଦୁର୍ଘଟଣା ର ସମ୍ମୁଖିନ ହୋଇଥିଲେ ଯେଉଁଥିରେ ଦୁର୍ଭାଗ୍ୟ ବଶତଃ ତାଙ୍କ ଡ଼ାହାଣ!-->!-->!-->…
ମୋମୋ ଖାଇବା ପରେ ବ୍ୟକ୍ତିଙ୍କ ମୃତ୍ୟୁ: ଏମ୍ସ ବିଶେଷଜ୍ଞ କହିଲେ କେମିତି ଖାଇବେ ମୋମୋ
ନୂଆଦିଲ୍ଲୀ: ଆପଣ ମୋମୋ ଖାଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଏହି ଖବର ପଢିବା ନିହାତି ଆବଶ୍ୟକ | ଏମ୍ସ ଏବେ ସେହି ଲୋକମାନଙ୍କୁ ପରାମର୍ଶ ଦେଇଛି, ଯେଉଁମାନେ ଲାଲ୍ ଚଟଣି ସହିତ ଗରମ ମୋମୋ ଖାଇଥାନ୍ତି | ଏମ୍ସ ପକ୍ଷରୁ କୁହାଯାଇଛି ଯେ ମୋମୋ ଖାଉଥିଲେ, ଭଲରେ ଚୋବାଇବା ସହ!-->…
୩୩ ଜଣ ପଥରଫିଙ୍ଗାଳିଙ୍କ ଫଟୋ ଜାରି କଲା ଝାଡ଼ଖଣ୍ଡ ପୁଲିସ
ରାଞ୍ଚି: ଉତ୍ତରପ୍ରଦେଶ ପରି ବର୍ତ୍ତମାନ ଝାଡଖଣ୍ଡ ପୁଲିସ ମଧ୍ୟ ରାଞ୍ଚିରେ ହିଂସା ଅଭିଯୋଗରେ ୩୩ ଜଣଙ୍କ ଫଟୋ ସହିତ ପୋଷ୍ଟର ଜାରି କରିଛି। ରାଜ୍ୟ ପୁଲିସ ଏହି ପୋଷ୍ଟର ଜାରି କରି ଅଭିଯୁକ୍ତଙ୍କ ସମ୍ପର୍କରେ ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି। ରାଞ୍ଚିରେ ହୋଇଥିବା!-->…
ମମତାଙ୍କ ଦ୍ବାରା ଦିଆଯାଇଥିବା ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଶରଦ
ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ରଣନୀତି ଉପରେ ଆଲୋଚନା କରିବାକୁ ବୁଧବାର ଦିନ ଦିଲ୍ଲୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବୈଠକ ଡକାଇଛନ୍ତି। ଏହା ପୂର୍ବରୁ ଦିଦି ଆଜି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ!-->…
‘ଆମକୁ ପସନ୍ଦ ଆସୁନି ପୁଲିସ ଖାଦ୍ୟ’ ଭିଡିଓ ଜାରିକଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ଇଡି ପଚରାଉଚରାକୁ ବିରୋଧ କରିଥିବା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୁଲିସ ଅଟକ ରଖିଛି। ତେବେ ଅଟକ କଂଗ୍ରେସ କର୍ମୀଙ୍କୁ ଦିଆଯାଉଥିବା ଖାଦ୍ୟକୁ ନେଇ କଂଗ୍ରେସ ସାଂସଦ!-->…
ଲରେନ୍ସ ବିଷ୍ଣୋଇଙ୍କୁ ପଞ୍ଜାବ ଆଣିବ ପୁଲିସ
ନୂଆଦିଲ୍ଲୀ: ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ତ ଘଟଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିବ ପଞ୍ଜାବ ପୁଲିସ୍। ଏଥିପାଇଁ ଦିଲ୍ଲୀର ଗୋଟିଏ କୋର୍ଟ ଆଜି ପଞ୍ଜାବ ପୁଲିସକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ତିହାର ଜେଲରେ ଥିବା ଲରେନ୍ସଙ୍କୁ!-->…
ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇ ଓ ଟ୍ରକ ଜବତ, ଦୁଇଜଣ କୋର୍ଟ ଚାଲାଣ
ଦାରିଙ୍ଗବାଡ଼ି(୧୪/୬) : ବାଲିଗୁଡ଼ା ଅଞ୍ଚଳରୁ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ୨୦୩ କେଜି ୪୦୦ଗ୍ରାମ ଗଞ୍ଜେଇ ଓ ବାର ଚକିଆ ଟ୍ରକ ଜବତ ସହ ଏହି ଘଟଣାରେ ଦୁଇଜଣକୁ କୋର୍ଟ ଚାଲାଣ ହୋଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଗତକାଲି ରାତିରେ ପାଟ୍ରୋଲିଂ କରିବା ସମୟରେ!-->!-->!-->…
ଶାସନପଦର ଗ୍ରାମର ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା ପ୍ରଦାନ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଶାସନ ପଦର ଗ୍ରାମର ତଳ ସାହିର ମିଟୁ ନାୟକ ଗତ ୯ ତାରିଖରେ ସୁରଟ ଠାରେ ମୃତ୍ୟୁ ବରଣ କରିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା ମୋ ପରିବାର ସହାୟତାରେ ମର ଶରୀର କୁ ଗ୍ରାମକୁ ଆମ୍ବୁଲାନ୍ସ ଜରିଆରେ!-->!-->!-->…
ସହର ଅପେକ୍ଷା ଗ୍ରାମାଞ୍ଚଳରେ ଚାଲିଛି ରଜ ମଉଜ
ମାଲକାନଗିରି : ସହରୀ ଜୀବନର ଚାକଚକ୍ୟ ଭିତରେ ଓ ଟିଭି, ମୋବାଇଲର ମାୟା ଜାଲରେ ବାନ୍ଧି ହୋଇ ପରମ୍ପରା ଓ ଗଣପର୍ବ ଗୁଡିକୁ ଭୁଲି ଯାଇଥିବା ଭଳି ମନେହେଉଛି l ଓଡ଼ିଶାର ପ୍ରମୁଖ ପର୍ବ ମଧ୍ୟରେ ୩ ଦିନ ଧରି ପାଳିତ ହେଉଥିବା ରଜ ପର୍ବ ଅନ୍ୟତମ କିନ୍ତୁ ସହର ଅଞ୍ଚଳରେ ଦିଶୁନାହିଁ ରଜଦୋଳି କି!-->…