Sign in
Sign in
Recover your password.
A password will be e-mailed to you.
ପୁଅକୁ ପିଟି ପିଟି ମାରିଦେଲେ ସାବତ ମା’ ଓ ବାପା
ପାରାଦୀପ: ପାରାଦୀପ ଉପକଣ୍ଠ ତ୍ରିଲୋଚନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସନ୍ଦେହଜନକ ଭାବରେ ୧୫ ବର୍ଷର ଭଣଜାର ମୃତ୍ୟୁ ଘଟିଥିବା ନେଇ ତା ମାମୁ ଘର ଲୋକ ଅଭିଯୋଗ କରିଛନ୍ତି। ମାମୁ ଘର ଲୋକଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଭଣଜାକୁ ତା ବାପା ଓ ସାବତ ମା ବାଡେଇ ବାଡେଇ ମାରି!-->…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର: ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ!-->…
୪୮ ଘଣ୍ଟା ଭିତରେ ମୌସୁମୀ ଓଡିଶା ଛୁଇଁବା ସମ୍ଭାବନା
ଭୁୁବନେଶ୍ୱର: ଆଉ ୪୮ ଘଣ୍ଟା ଭିତରେ ମୌସୁମୀ ଛୁଇଁବ ଓଡିଶା । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ଟ୍ୱିଟ କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏବେ ନାଲଗୋଣ୍ଡା, ମଛଲିପାଟନମ ଆଦି ଅଞ୍ଚଳକୁ ମୌସୁମୀ ଛୁଇଁନି । ତେବେ ପରିସ୍ଥିତି ଅନୁକୂଳ!-->…
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ଯୁବକ
ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ ବୋଲି ଜଣାପଡିଛି । ସ୍ମୃତିରଞ୍ଜନ ଚାରି ଜଣ ସାଙ୍ଗଙ୍କ!-->…
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର ୧୫/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ବିଧିବଦ୍ଧ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍!-->…
ଆଜିଠାରୁ ପୂଜା ପାଉଛନ୍ତି ପଟିଦିଅଁ
ପୁରୀ: ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ!-->…
ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ପୁରୀ:ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
!-->!-->!-->…
ଉତ୍କଳୀୟ ପରମ୍ପରାରେ ଗଣପର୍ବ ରଜ ଓ ବ୍ୟାସକବି ଫକୀରମୋହନଙ୍କ ପୂଣ୍ୟ ତିଥି
ଉମରକୋଟ : ସ୍ଥାନୀୟ ଫକୀରମୋହନ ପଠନଶାଳା ଆନୁକୂଲ୍ୟ ରେ, ଓଡିଶା଼ର ଗଣ ପର୍ବ ପବିତ୍ର ରଜ ସଂକ୍ରାନ୍ତି ଓ ଫକୀରମୋହନ ଶ୍ରାଦ୍ଧ ଦିବସ ପାଳିତ ହୋଇଛି | ଆୟୋଜିତ ଏକ ଆଲୋଚନା ସଭାରେ, ପାଠାଗାର ର ସମ୍ପାଦକ ଶ୍ରୀ ପ୍ରଫୁଲ୍ଲ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ, ଓଡିଶା ସାହିତ୍ୟ ଏକାଡେମୀ!-->…
ସାରଙ୍ଗଗଡର ସୁଧାରାଣୀଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର
ଫୁଲବାଣୀ:-କନ୍ଧମାଳ ଜିଲ୍ଲା କ ନୁଆଗାଁ ବ୍ଳକ୍ ଅନ୍ତର୍ଗତ ସାରଙ୍ଗଗଡର ସୁଧାରାଣୀ ସତପଥିଙ୍କୁ ବନ ବିଭାଗ ତରଫରୁ ମିଳିଛି ଏ ବର୍ଷର ପ୍ରକୃତି ବନ୍ଧୁ ପୁରସ୍କାର। ତାଙ୍କର ଉଦ୍ୟମରେ ସାରଂଗଡ ଅଂଚଳର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷାକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବିଦ୍ୟାଳୟ!-->!-->!-->…
ଆଇପିଏଲ୍ ପ୍ରସାରଣ ମୂଲ୍ୟ ୪୮,୯୩୦ କୋଟି: ବିଶ୍ବର ଦ୍ବିତୀୟ ସର୍ବାଧିକ ମୂଲ୍ୟବାନ କ୍ରୀଡ଼ା ଲିଗ୍
ମୁମ୍ବାଇ: ୨୦୨୩ରୁ ୨୦୨୭ ମସିହା ପର୍ଯ୍ୟନ୍ତ ୫ ବର୍ଷୀୟା ଚକ୍ର ଲାଗି ଆଇପିଏଲ୍ ପ୍ରସାରଣ ଅଧିକାର ଅବିଶ୍ବସନୀୟ ଭାବେ ୪୮,୯୩୦ କୋଟି ଟଙ୍କାରେ ବିକ୍ରି ହୋଇଛି। ପୂର୍ବ ପ୍ରସାରଣ ଅଧିକାର (୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ) ଦର (୧୬୩୪୭.୫୦ କୋଟି)ର ଏହା ପାଖାପାଖି ୩ ଗୁଣ। କୌଣସି କ୍ରିକେଟ୍!-->…