Sign in
Sign in
Recover your password.
A password will be e-mailed to you.
ଏଟିଏମରୁ ୫୦୦ ଟଙ୍କା ଉଠାଇଲେ ମିଳୁଛି ୨୫ ଶହ !
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଜଣେ ବ୍ୟକ୍ତିଙ୍କ ଲଟେରି ଲାଗି ଯାଇଛି। ସେ ଏଟିଏମରୁ ୫୦୦ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ତାଙ୍କୁ ମିଳିଛି ୫ ଗୁଣ ଅଧିକ ଟଙ୍କା। ବ୍ୟକ୍ତି ଜଣଙ୍କ ଏଟିଏମରେ ୫୦୦ ଟଙ୍କା ଉଠାଇଥିଲେ। କିନ୍ତୁ ତାଙ୍କୁ ଗୋଟିଏ ବଦଳରେ ୫ଟି ୫୦୦ ଟଙ୍କିଆ ନୋଟ ମିଳିଛି। ଅର୍ଥାତ!-->…
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଶାହଙ୍କୁ ହାର୍ଟ ଆଟାକ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏମଆର ଶାହ ହଠାତ୍ ହାର୍ଟ ଆଟାକର ସମ୍ମୁଖୀନ ହୋଇଛନ୍ତି। ଆଜି ସେ ହିମାଚଳ ପ୍ରଦେଶରେ ଥିବା ବେଳେ ଅସହଜ ଅନୁଭବ କରିଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଘାତର!-->…
ଅଗ୍ନିପଥ ଯୋଜନାକୁ ବିରୋଧ, ଜାଳି ଦେଲେ ଟ୍ରେନ୍
ପାଟନା: ବିହାରରେ ଅଗ୍ନିପଥ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଜୋରଦାର ବିରୋଧ କରାଯାଉଛି। ଯୁବପିଢ଼ି ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ବ୍ୟାପକ ହିଂସାକାଣ୍ଡ ଘଟିଛି। କିଛି ରାଜନୈତିକ ଦଳ ଓ ଯୁବକ ସଙ୍ଗଠନ ଏହି ଯୋଜନା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।!-->…
ମନ ଇଚ୍ଛା ଭାଙ୍ଗିପାରିବନି ବୁଲଡୋଜର, ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା
ନୂଆଦିଲ୍ଲୀ: ଜବରଦଖଲ ଉଚ୍ଛେଦ ମନଇଚ୍ଛା ହୋଇପାରିବ ନାହିଁ। କାହା ଘରକୁ ହଠାତ୍ ଜବରଦସ୍ତ ଭଙ୍ଗା ଯାଇପାରିବ ନାହିଁ। ବେଆଇନ ଉଚ୍ଛେଦ ବି ଆଇନର ପ୍ରକ୍ରିୟା ଅନୁସାରେ ହେବ। ଏହା କହିଛନ୍ତି ସୁପ୍ରିମକୋର୍ଟ। ୟୁପିରେ ପ୍ରାୟାଗରାଜ ବୁଲଡୋଜର ବୁଲିବା ମାମଲାରେ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ!-->…
ମହିମା ଧର୍ମାବଲମ୍ବୀ ସାଧୁ ସମାବେଶ
ବ୍ରହ୍ମପୁର(୧୫/୦୬) : ସ୍ଥାନୀୟ ଆସ୍କା ରୋଡ ରେଡ୍ଡୀ ଗ୍ୟାରେଜ ସନ୍ନିକଟ ଭୈରବୀ କଲ୍ୟାଣ ମଣ୍ଡପ ଠାରେ ଆନ୍ଧ୍ର-ଓଡିଶା ମହିମାଧର୍ମାବଲମ୍ବୀ ସାଧୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁ ଶୁକଦେବ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଧର୍ମସଭାରେ ଜଗତରେ ଭାଇଚାରା ଓ ଜୀବେଦୟା!-->!-->!-->…
ବାଲିଗୁଡାରେ ରଜ ମଉଜ ପାଳିତ : ଗାଇଲେ ରଜ ଗୀତ, ଖେଳିଲେ ଦୋଳି
ବାଲିଗୁଡା : ସାରା ଓଡିଶା ରେ ତିନି ଦିନିଆ ରଜ ପର୍ବ ଧୁମ ଧାମରେ ପାଳିତ ହେଉଥିବା ବେଳେ କନ୍ଧମାଳ ଜ଼ିଲ୍ଲା ର ବାଲିଗୁଡା ବ୍ଲକ ର ଉପାନ୍ତ ଗାଁ ଗୁଡିକ ରେ ମଧ୍ୟ ରଜ ପର୍ବ ମାହା ଆଡମ୍ବର ପାଳିତ ହୋଇଯାଇଛି l ବିଭିନ୍ନ ଗାଁ ଗହଳିରେ ଧୂମଧାମରେ ଘରେ ଓ ବାହାରେ ଦୋଳି ବାନ୍ଧି କୁଆଁରି ଝିଅମାନେ!-->…
ରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ସହ କଥା ହେଲେ ରାଜନାଥ
ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଫୋନ୍ ଯୋଗେ ଦୁହେଁ କଥା ହୋଇଥିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପକ୍ଷରୁ ରାଜନାଥ ସିଂ ଓ ଜେ. ପି. ନଡ୍ଡାଙ୍କୁ ଦାୟିତ୍ୱ!-->…
ରାହୁଲକୁ ଉଦ୍ଧାର କରିଥିବା ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଗତକାଲି ରାତିରେ ବୋରଓ୍ୱେଲରୁ ଉଦ୍ଧାର ହୋଇଥିଲା ରାହୁଲ । ବୋରଓ୍ୱେଲରୁ ରାହୁଲକୁ ଉଦ୍ଧାର ପ୍ରକ୍ରିୟାରେ ପ୍ରମୁଖ ଭୂମିକା ତୁଲାଇଥିଲେ ଏନଡିଆରଏଫ, ଏସଡିଆରଏଫ, ଭାରତୀୟ ସେନା ଓ ସ୍ଥାନୀୟ ପ୍ରଶାସନ । ଏହି ରେସ୍କ୍ୟୁ ଅପରେସନରେ ମୁଖ୍ୟ ଭୂମିକା!-->…
ଦିଲ୍ଲୀ ପୁଲିସର ଦମନଲୀଳାକୁ କଂଗ୍ରେସର ଦୃଢ଼ ନିନ୍ଦା
ଭୁବନେଶ୍ୱର : କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍ର ଦମନଲୀଳାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦୃଢ଼ ନିନ୍ଦା କରିଛି । ଏହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥି ବୋଲି ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି!-->…
ରଜ ଉତ୍ସବ ବେଳେ ବଜ୍ରପାତ, ୬ ଯୁବତୀ ଆହତ
ରାୟଗଡ଼ା: ରଜ ଉତ୍ସବ ପାଳନ ବେଳେ ଆକାଶରୁ ହେଲା ବଜ୍ରପାତ। ଯେଉଁଥିରେ ୬ ଯୁବତୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଅବସ୍ଥା ଗୁରୁତର ରହିଛି। ଏପରି ଦୁଃଖଦ ଘଟଣା ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡ଼ି ପଞ୍ଚାୟତର ଉର୍ଲାଯୋଡି ଗାଁରେ ଘଟିଛି।
ସୂଚନା ମୁତାବକ, ଗାଁର ଏକ!-->!-->!-->…