Sign in
Sign in
Recover your password.
A password will be e-mailed to you.
ମା’କୁ ଟାଙ୍ଗିଆରେ ହାଣିଦେଲା ୧୦ ବର୍ଷର ପୁଅ
କେନ୍ଦୁଝର: ରଜରେ ସମସ୍ତଙ୍କ ଭଳି ନୂଆ ଡ୍ରେସ୍ ପିନ୍ଧିବାକୁ ଜିଦି ଧରିଥିଲା। ଡ୍ରେସ୍ କିଣିବାକୁ ମା'କୁ ଟଙ୍କା ମାଗିଥିଲା। ହେଲେ ଅସୁବିଧା ଥିବା ଜଣାଇ ମା' ଟଙ୍କା ଦେଇପାରି ନ ଥିଲା। ଏଥିରେ ରାଗି ଯାଇ ୧୦ ବର୍ଷିୟ ପୁଅ ତା ମା'କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ସାମାନ୍ୟ କିଛି ଟଙ୍କା!-->…
ବିଶିଷ୍ଠ ସାହିତ୍ୟିକ ଭାବେ ନିମାପଡାରେ ଡ଼ଃ ନୃସିଂହାନନ୍ଦ ସମ୍ମାନିତ
ଫୁଲବାଣୀ:- ଓଡ଼ିଶାର ଜଣାଶୁଣା ସାହିତ୍ୟିକ ତଥା କନ୍ଧମାଳର ଶିକ୍ଷାବିତ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାସ୍ଥ ନୟା ସବେରା ଯୁବ ଟ୍ରଷ୍ଟ ତରଫରୁ ବିଶିଷ୍ଠ ସାହିତ୍ୟିକ ଭାବେ ସମ୍ମାନିତ କରlଯାଇଛି l ତାଙ୍କର ଉଚ୍ଚ କୋଟିର ସାହିତ୍ୟ ସାଧନା ପାଇଁ ଏହି ସମ୍ମାନ!-->!-->!-->…
ଅବକାରୀ ଚଢ଼ଉ ବେଳେ ବ୍ରାଉନସୁଗାର ଜବତ, ଜଣେ ମହିଳା ଗିରଫ
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଅଧୀନ ସ୍ୱପ୍ନେଶ୍ୱର ସାହିରେ ଆଜି ଅବକାରୀ ଚଢ଼ଉରେ ଜଣେ ମହିଳା ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ ୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଖୋର୍ଦ୍ଧା ସ୍ୱପ୍ନେଶ୍ୱର ସାହିରେ ଏକ ଘରେ!-->…
ଯୁବପିଢିଙ୍କ କ୍ୟାରିଅର ଗଠନ ପାଇଁ ପରାମର୍ଶ ଶିବିର
ଦାରିଙ୍ଗବାଡ଼ି(୧୭/୬) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ହାତିମୁଣ୍ଡା, ବ୍ରାହ୍ମଣୀଗାଁ, ଝିଞ୍ଜିରିଗୁଡା, କୁମ୍ଭାରୀଗାଁ ଓ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଶିକ୍ଷିତ ଯୁବକ ଯୁବତୀ ଙ୍କୁ ନେଇଁ କେରିଏର ଗଠନ ନେଇଁ ପରାମର୍ଶ ଶିବିର ବ୍ରାହ୍ମଣୀଗାଁ ଚର୍ଚ୍ଚ ପରିସରେ ହୋଇଥିଲା। ଏହି କାର୍ଯ୍ୟ!-->!-->!-->…
କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କଂଗ୍ରେସର ବିକ୍ଷୋଭ, ଶତାଧିକ କର୍ମୀ ସାମିଲ
ଫୁଲବାଣୀ(୧୭/୬) : କେନ୍ଦ୍ରରେ ମୋଦୀ ସରକାରଙ୍କ ବିରୁଦ୍ଧରେ ଶୁକ୍ରବାର ଫୁଲବାଣୀ ପୋଷ୍ଟ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଜିଲ। କଂଗ୍ରେସ ସଭାପତି ଅନାମ ନାଏକଙ୍କ ନେତୃତ୍ଵରେ ଆୟୋଜିତ ଏହି ବିକ୍ଷୋଭରେ ପୂର୍ବତନ ସାଂସଦ ତଥା ବରୀଷ୍ଠ କଂଗ୍ରେସ ନେତା ରାଧାକାନ୍ତ ଦିଗଲ,!-->!-->!-->…
UPSC ଆଶାୟୀଙ୍କୁ ଆର୍ଥିକ ସହାୟତା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ସିଭିଲ ସର୍ଭିସ ଆଶାୟୀଙ୍କୁ ଆର୍ଥିକ ସହୟତା କରିବେ ରାଜ୍ୟ ସରକାର। ପ୍ରିଲିମ୍ସରେ କୃତିତ୍ବ ଲାଭ କରିବା ପରେ କୋଚିଂ କିମ୍ବା କୌଣସି ପ୍ରକାର ଆର୍ଥିକ ସହାୟତା ଲୋଡୁଥିବା ଗରିବ ଶ୍ରେଣୀର ପିଲାଙ୍କୁ ସାହାଯ୍ୟ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।
ବର୍ତ୍ତମାନ ୟୁପିଏସସସି!-->!-->!-->…
ସି ଆରପିଏଫ ଏଡିଜି ନିତିନ ଅଗ୍ରୱାଲଙ୍କ ଦିନିକିଆ କନ୍ଧମାଳ ଗସ୍ତ : ମାଓ ମୁକାବିଲା ନେଇ ଆଲୋଚନା
ଫୁଲବାଣୀ(୧୭/୬) : ଶୁକ୍ରବାର ଦିନିକିଆ କନ୍ଧମାଳ ଗ୍ରସ୍ତରେ ସିଆରପିଏଫ ଏ ଡିଜି ନିତିନ ଅଗ୍ରୱାଲ ଆସି ପହଂଚିଥିଲେ l ପହଂଚିବା ପରେ ଏ ଡିଜି ଅଗ୍ରୱାଲଙ୍କୁ ସି ଆର ପି ଏଫ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା l ଏକ ସ୍ୱତନ୍ତ୍ର ହେଲିକପ୍ଟର ରେ ସିଆର ପି ଏଫ ଏ ଡିଜି ଅଗ୍ରୱାଲ!-->…
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ BEO ଅଫିସର କନିଷ୍ଠ ସହାୟକ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ BEO ଅଫିସର କନିଷ୍ଠ ସହାୟକ । ମୟୂରଭଞ୍ଜ ବଡ଼ସାହି BEO ଅଫିସର କନିଷ୍ଠ ସହାୟକ ବିକ୍ରମ ବେହେରାଙ୍କୁ ଧରିଛି ଭିଜିଲାନ୍ସ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଧରିଛି ବାଲେଶ୍ବର ଭିଜିଲାନ୍ସ ଟିମ୍ ।!-->…
ଫୁଲବାଣୀର ବିଭିନ୍ନ ବଜାରର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
ଫୁଲବାଣୀ : ଫୁଲବାଣୀ ଜଗନ୍ନାଥ ବଜାର କମିଟିର ନିର୍ବାଚନ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବଜାର କମିଟିର ପରାମର୍ଶଦାତା କପିଳେଶ୍ୱର ସେନାପତିଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା।ତାପରେ ସଭାପତିତ୍ୱ!-->!-->!-->…
କଳାହାଣ୍ଡିରେ କିସ୍ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ କିସ୍ ପକ୍ଷରୁ ପ୍ରତିଷ୍ଠିତ ଏକ ସ୍କୁଲ ଉଦ୍ଘାଟନ କରିଛନ୍ତି। ଏହି ବିଦ୍ୟାଳୟରେ ୧୨୦୦ ଜନଜାତି ପିଲା ବିନା ମୂଲ୍ୟରେ ପାଠ ପଢିବାର ସୁଯୋଗ ପାଇବେ। ଏଥିପାଇଁ!-->…