Sign in
Sign in
Recover your password.
A password will be e-mailed to you.
ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ଯୁବକ
ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ ନରେଶ ବିଶ୍ୱାସ ୬୦ କିଲୋମିଟର ଦୌଡ଼ିଛନ୍ତି ।
ସେନାରେ ନିଯୁକ୍ତି ପାଇଁ ୪ ବର୍ଷ ବଦଳରେ ୧୫ ବର୍ଷ କରିବା ସହ ସମସ୍ତ ସରକାରୀ ସୁବିଧା ମଧ୍ୟ!-->!-->!-->…
ଇଡି କାର୍ଯ୍ୟାଳୟରେ ଲଗାଇଲେ କଳା ପତାକା
ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାରଙ୍କ ଇସାରାରେ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିନା ତଥ୍ୟ ପ୍ରମାଣରେ ଅପମାନିତ କରି ଜେରା କରୁଛି। ଶୁକ୍ରବାର ଦିନ ଓଡ଼ିଶା ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ!-->…
ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜ ର ମହାସଭା : କୁଳ ଧ୍ବଜା ଉତ୍ତଳନ କଲେ ସଭାପତି
ସାନଖେମୁଣ୍ଡି :-ଆଜି ଏହି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପରିସରରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆରମ୍ବ ହୋଇଯାଇଛି।ଏହି ସଭା ୧୭/୧୮/୧୯ ତିନିଦିନ ବ୍ୟାପୀ ମହା ଆଡମ୍ବରରେ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ ୧୯ଗୋଟି ଗ୍ରାମ୍ୟ ପରିଷଦ ଓ ୩ଗୋଟି!-->…
ମେସିନ ଦ୍ୱାରା ମନରେଗା ରାସ୍ତା କାମ ମାମଲା : ଖବର ପ୍ରକାଶିତ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୌଡଗୁଡା ପଞ୍ଚାୟତରେ ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନାରେ ରାସ୍ତା ଏବଂ ପୋଖରୀ ଖୋଳା ଓ ଜମି ସମତଳ କାର୍ଯ୍ୟରେ ଶ୍ରମିକଙ୍କୁ ନିଯୁକ୍ତି କରା ନଯାଇ ଠିକାଦାର ମେସିନ ଦ୍ୱାରା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିବା କୁ!-->!-->!-->!-->!-->…
ଥଣ୍ଡା, କାଶ ହେଲେ ତୁରନ୍ତ ଆଇସୋଲେଟ୍ ହୁଅନ୍ତୁ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର : ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ଥଣ୍ଡା, କାଶ ଓ ଜ୍ୱର ହେଲେ ଲୋକମାନେ ତୁରନ୍ତ ନିଜକୁ ଆଇସୋଲେଟ କରନ୍ତୁ, ଟେଷ୍ଟିଂ କରାନ୍ତୁ। ତାହାହେଲେ ଯାଇ ସେମାନେ ନିଜ ପରିବାର ଲୋକଙ୍କୁ!-->…
କେନ୍ଦ୍ର ଉପରେ ବର୍ଷିଲେ କଂଗ୍ରେସର ପିସିସି ସଭାପତି
ଭୁବନେଶ୍ୱର: ଅଗ୍ନିପଥ ଯୋଜନାକୁ ବିରୋଧ କରିଛି କଂଗ୍ରେସ । ସେନା କ୍ଷେତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ କଂଗ୍ରେସ ନିନ୍ଦା କରେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କେନ୍ଦ୍ର ନିୟମରେ ପରିବର୍ତ୍ତନ ଆଣିବା ପାଇଁ ସେ ଦାବି କରିଛନ୍ତି । କେନ୍ଦ୍ର ସରକାର ବର୍ଷକୁ ୨ କୋଟି!-->…
ପ୍ରତ୍ୟେକ ଜୀବନ ମୂଲ୍ୟବାନ, ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ବିପର୍ଯ୍ୟୟ!-->!-->!-->…
କୋରାପୁଟରେ ସର୍ବାଧିକ ୭୬ ମିମି ବର୍ଷା ରେକର୍ଡ
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶା କିଛି ସ୍ଥାନରେ ବର୍ଷା ହେଉଛି । କୋରାପୁଟରେ ସର୍ବାଧିକ ୭୬ ମିମି ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର!-->…
ଯାଜପୁରରୁ ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍ ଗିରଫ
ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଧିନରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଘଟଣାର ତଦନ୍ତ କରୁ କରୁ!-->…
ଚିଲିକା ମଝିରୁ ଉଦ୍ଧାର ହେଲେ ଯାତ୍ରୀ: ଅଟକି ଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କଲା ଆଉ ଏକ ଡଙ୍ଗା
ଚିଲିକା ମଝିରେ ଫସି ରହିଥିବା ଡଙ୍ଗାକୁ ଉଦ୍ଧାର କରାଯାଇଛି । ଯାନ୍ତ୍ରିକ ତୃଟି ଯୋଗୁଁ ଜହ୍ନିକୁଦା ଚିଲିକା ନିକଟରେ ଫସି ରହିଥିଲା ଯାତ୍ରୀ ବାହି ଦେଶୀ ଡଙ୍ଗା । ଡଙ୍ଗାରେ ୫୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଏବଂ ୨୦ଟି ବାଇକି ଫସି ରହିଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିବା ପରେ!-->…