ପୁରୀରେ ବିଜେପିର ତିନିଦିନିଆ ପ୍ରଶିକ୍ଷଣ ଶିବର ଆରମ୍ଭ

ପୁରୀ ୧୩।୦୯ : ପୁରୀଠାରେ ଆରମ୍ଭ ହୋଇଛି ବିଜେପିର ତିନିଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର । ପ୍ରଭାରୀଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ଦଳର ସାଧାରଣ ସମ୍ପାଦକ ଓ ଉପସଭାପତି ମାନେ ଏବଂ ରାଜ୍ୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି । ସବୁ…

୩୦ ଫୁଟ୍ ଡେଇଁ ପାଚେରୀ ଭାଙ୍ଗି ଏୟାର୍‌ପୋର୍ଟ ପରିସରକୁ ପଶିଲା କାର୍

ଭୁବନେଶ୍ୱର ୧୩।୦୯: ଏୟାରପୋର୍ଟ୍ ପରିସରରେ ଥିବା ସିକ୍ୟୁରିଟି କେବିନ ନଂ ୧ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫିଲ୍ମ ଷ୍ଟାଇଲରେ ଉଡିଲା କାର। ଭାଙ୍ଗିଲା ୩୦ ଫୁଟ୍ ପାଚେରୀ। ଦୃତଗତିରେ ଆସି ଡିଭାଇଡ଼ରେ ପିଟି ହୋଇ ୩୦ ଫୁଟ୍ ପାଚେରୀ ଡେଇଁବା ସହ ପାଚେରୀ ଭାଙ୍ଗି ଏୟାପୋର୍ଟ ପରିସରକୁ ପଶିଲା…

ବଡମାଧପୁରରେ ବିରାଟ ଚାଷୀ ସମାବେଶ

ଛତ୍ରପୁର: ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର ମାଁ କଣ୍ଠେରଣା ମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାବେଶରେ ବଡମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ସଭାପତିତ୍ବ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ…

ଶୋଇଥିବା ଅବସ୍ଥାରେ ଚଢିଗଲା ବାଲି ବୋଝେଇ ଡମ୍ଫର: ଜଣେ ମୃତ, ୨ ଗୁରୁତର

ଭଦ୍ରକ: ଶୋଇଥିବା ଅବସ୍ଥାରେ ଚଢିଗଲା ଟ୍ରକ। ଜଣେ ମୃତ, ଦୁଇ ଗୁରୁତର। ଜାତୀୟ ରାଜପଥ କାମରୋ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ଚଢିଗଲା ବାଲି ବୋଝେଇ ଡମ୍ଫର। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ…

କୋଟଗଡ ବ୍ଲକ ମାଦାଗୁଡାରେ ଲାଗିଲା ୨ଟି ମାଓ ଲାଲ ବ୍ୟାନର

ଫୁଲବାଣୀ/ବାଲିଗୁଡା:- କୋଟଗଡ ଅଂଚଳରେ ବାରମ୍ବାର ଲାଗୁଚି ମାଓବାଦୀଙ୍କ ହାତଲେଖା ବ୍ୟାନର ।ବ୍ୟାନର ପୋଷ୍ଟର ଜରିଆରେ କେତବେଳେ ଦୁର୍ନୀତି ବିରୁଦ୍ଧରେ ଚେତାବନୀତ ଆଉ କେତେବେଳେ ଆହ୍ୱାନ ଦିଆଯାଉଥିବା ଦେଖିବାକୁ ମିଳୁଛି । ହେଲେ ଗତକାଲି ବିଳମ୍ବିତ ରାତିରେ କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା…

CMC ବୈଠକରେ ହୋହଲ୍ଲା, ଗୃହ ମଝିରେ କଳା ପତାକା ଦେଖାଇ ଧାରଣା

କଟକ ୧୩/୦୯: କଟକ ମହାନଗର କାଉନସିଲ ବୈଠକରେ ହୋହଲ୍ଲା । କାଉନସିଲ କାର୍ଯ୍ୟ ଚାଲୁଥିବା ବେଳେ ଗୃହ ମଝିରେ କଳା ପତାକା ଦେଖାଇ ଧାରଣାରେ ବସିଲେ ବିଜେପି କର୍ପୋରେଟର । ମୌଳିକ ସମସ୍ୟା ପ୍ରତି ଅବହେଳା ନେଇ ବିଜେପିର ବିରୋଧ । ଧାରଣରୁ ଉଠିଯିବାକୁ ମେୟର କଲେ ନିବେଦନ । ଦଶହରା ପୂର୍ବରୁ ବସିଛି…

୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୧୩।୦୯ : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୩ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୬୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ…

୧୮ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୩/୦୯: ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଆଞ୍ଚଳିକ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ…

ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର

କଳାହାଣ୍ଡି: ନଗଦ ୨ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଫରେଷ୍ଟର । କଳାହାଣ୍ଡି ଜିଲ୍ଲା ଶଗଡ଼ା ସେକ୍ସନର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ଗିରଫ । ତାଙ୍କଠାରୁ ନଗଦ ୨ ଲକ୍ଷ ୩ ହଜାର ଟଙ୍କା ଜବତ ହୋଇଛି । ସେ ଗତ ରାତିରେ ଭବାନୀପାଟଣା ଯାଉଥିବା ବେଳେ ତାଙ୍କୁ ବାଟରେ ଅଟକାଇ ଯାଞ୍ଚ କରିଥିଲେ ଭିଜିଲାନ୍‌ସ…