Sign in
Sign in
Recover your password.
A password will be e-mailed to you.
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟଙ୍କ ଯୋଗଦାନ
ଫୁଲବାଣୀ : ସ୍ଥାନୀୟ ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନୂତନ ପ୍ରଧାନ ଆଚାର୍ଯ୍ୟ ଭାବେ ଶ୍ରୀ ରାଜେନ୍ଦ୍ର କୁମାର ପାଢ଼ୀ ଯୋଗଦେଇ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଜାନକୀ ବଲ୍ଲଭ ବିଷୋୟୀଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ପରିଚାଳନା ସମିତିର ଏକ ଔପଚାରିକ ବୈଠକରେ!-->!-->!-->…
ପ୍ରାକୃତିକ ବିପର୍ଯ୍ୟୟ କୁ ନେଇ ପ୍ରସ୍ତୁତି ବୈଠକ।…
ମାଲକାନଗିରି : ଜିଲ୍ଲା ସ୍ତରୀୟ ଟେବୁଲଟପ ଏକ୍ସରସାଇଜ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲା ପାରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ର ପୂର୍ବ!-->!-->!-->…
ଖାରିନାଳ ସେତୁ ତଳୁ ଆହତ ଯୁବକ ଉଦ୍ଧାର…
ହିଞ୍ଜିଳିକାଟୁ : ଶନିବାର ସକାଳେ ହିଞ୍ଜିଳି ଥାନା ଦୟାପଲ୍ଲୀ- ମହୁଲପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତା ଖାରିଆନାଳ ସେତୁ ତଳୁ ଜଣେ ଆହତ ଯୁବକଙ୍କ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ଆହତ ଜଣଙ୍କ ହେଲେ ଗୋପାଳପୁର ଥାନା ବାହାଦୁରପେଟା ଗ୍ରାମର ଦିଲିପ କୁମାର ବେହେରା (୩୨) । ଆହତ ଯୁବକଙ୍କୁ ଉଦ୍ଧାର!-->…
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରିୟ ଅଭ୍ୟାସ ପ୍ରସ୍ତୁତି ବୈଠକ…
ହିଞ୍ଜିଳିକାଟୁ : ପ୍ରାକୃତିକ ବିପର୍ଯ୍ୟୟ ଓ ସଫଳ ମୁକାବିଲା କରିବା ନିମନ୍ତେ ବ୍ଳକ ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (ଟେବୁଲ ଟପ ଏକ୍ସସାଇଜ)ଟିଟିଇଏକ୍ସ କାର୍ଯ୍ୟକ୍ରମ ହିଞ୍ଜିଳିକାଟୁ ବ୍ଳକ ପରିଷର କାର୍ଯ୍ୟଳୟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କିପରି!-->…
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ…
ହିଞ୍ଜିଳିକାଟୁ : ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ଶାସନଆମ୍ବଗାଁ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ସଂପୃକ୍ତ ଗ୍ରାମ ଖତାଡି ସାହିର ଭୋଳା ସ୍ବାଇଁ (୩୫) । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୮/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ମୃତଦେହକୁ!-->…
୪୭ମ ଥର ଲାଗି ରଣଜୀ ଟ୍ରଫି ଫାଇନାଲରେ ମୁମ୍ବାଇ, ଯଶସ୍ୱୀଙ୍କ ଧମାଲ, ଫାଇନାଲରେ ମଧ୍ୟ ପ୍ରଦେଶ ସହ ମୁକାବିଲା
ବେଙ୍ଗାଲୁରୁ: ମୁମ୍ବାଇ ଦଳ ରେକର୍ଡ ୪୭ତମ ଥର ରଣଜୀ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି । ଦଳ ସେମି ଫାଇନାଲରେ ଉତ୍ତର ପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ବିଜୟ ହାସଲ କରିଛି । ପଡିଆ ଅଦା ଥିବାରୁ ମ୍ୟାଚର ପଞ୍ଚମ ତଥା ଶନିବାର ଅନ୍ତିମ ଦିନର ପ୍ରଥମ ସେସନ ଖେଳ ହୋଇ!-->…
ପ୍ରଦର୍ଶନକାରୀଙ୍କୁ ସୋନିଆ ଗାନ୍ଧୀଙ୍କ ଅପିଲ୍- ‘ଆମେ ଆପଣଙ୍କ ସହ ଅଛୁ, ଶାନ୍ତିପୂର୍ଣ୍ଣ ଭାବେ ରଖନ୍ତୁ ନିଜ ଦାବି’
ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶର କିଛି ସ୍ଥାନରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଗୋଟିଏ ପଟେ ପ୍ରଦର୍ଶନକାରୀ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ନିଜର ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ବିରୋଧୀ ମଧ୍ୟ ଭର୍ତ୍ତି ପ୍ରକ୍ରିୟାରେ ପରବିର୍ତ୍ତନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି!-->…
ରାଜ୍ୟସଭା ବଦଳରେ କଂଗ୍ରେସ ନେତା ପୱନ ଖେଡାଙ୍କୁ ମିଳିଲା ପଦୋନ୍ନତି
ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେଡାଙ୍କୁ ଆଜି ପଦୋନ୍ନତି ମିଳିଛି | ତାଙ୍କୁ କଂଗ୍ରେସର ଗଣମାଧ୍ୟମ ଏବଂ ପ୍ରଚାର ସେଲର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ପୱନ ଖେଡାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଦଳର ସାଧାରଣ ସମ୍ପାଦକ!-->…
ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା : ବୈଷ୍ଣବ
ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଟିଭି-୯ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ!-->…
ପ୍ରଜ୍ଞା ଠାକୁରଙ୍କୁ ‘ହତ୍ୟା ଧମକ’ ଦେଲା ଦାଉଦ ଗ୍ୟାଙ୍ଗ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ପ୍ରଜ୍ଞା ସିଂ ଠାକୁର ଶନିବାର ଦିନ ଏକ ଫୋନ୍କଲ୍ ପାଇଥିବା ଅଭିଯୋଗ କରିଛନ୍ତି। ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ପଳାତକ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କ ବ୍ୟକ୍ତି ବୋଲି ପରିଚୟ ଦେଇ ତାଙ୍କୁ!-->…