Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ
ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି | ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯାଇଥିଲା। ବର୍ତ୍ତମାନ ପାଇଁ ସତ୍ୟେନ୍ଦ୍ର ଜୈନଙ୍କୁ ନ୍ୟାୟିକ ହେପାଜତରେ ତିହାର ଜେଲରେ ରହିବାକୁ!-->…
ଟ୍ରାଫିକ୍ ଏସିପିଙ୍କ ମର୍ଣ୍ଣିଂ ୱାକ୍ ପାଇଁ ରାସ୍ତା ବନ୍ଦ, ଚାଲିପାରୁନି ଗାଡ଼ି
କୋଚି: ଏକ ଆଇଏଏସ୍ ଦମ୍ପତି (ସଞ୍ଜୀବ ଖିରୱାର ଓ ରିଙ୍କୁ ଧୁଗ୍ଗା) ସେମାନଙ୍କ କୁକୁର ବୁଲାଇବା ପାଇଁ ସନ୍ଧ୍ୟା ୭ଟାରୁ ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମକୁ ଖାଲି କରି ଦେଉଥିବା ଖବର ଗତ ମାସରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପରେ ଏହି ଆଇଏଏସ୍ ଦମ୍ପତିଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ!-->…
ଆନ୍ଦୋଳନ ପ୍ରଶମିତ କରିବାକୁ ଉଦ୍ୟମ: ପ୍ରତିରକ୍ଷା ବିଭାଗରେ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ
ନୂଆଦିଲ୍ଲୀ: ସେନା ବାହିନୀରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ଯୋଜନାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିହାର ଠାରୁ ଆରମ୍ଭ କରି ଓଡ଼ିଶା ଯାଏ ସେନାରେ ଭର୍ତ୍ତି ହେବାକୁ ଲକ୍ଷ୍ୟ ରଖିଥିବା ହଜାର ହଜାର ଯୁବକ ଯୋଜନାକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। କିଛି ସ୍ଥାନରେ ଆଶାୟୀମାନେ!-->…
ବିହାରରେ ଥମୁନି ‘ଅଗ୍ନିପଥ’ ନିଆଁ: ବସ୍, ଟ୍ରକ ଜାଳିଦେଲେ ଆନ୍ଦୋଳନକାରୀ
ପାଟନା: ଥମୁନି ‘ଅଗ୍ନିପଥ’ ନିଆଁ । ଶନିବାର ଚତୁର୍ଥ ଦିନରେ ବି ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି ଏହି ନିଆଁ । ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଯୋଜନା ‘ଅଗ୍ନିପଥ’କୁ ବିହାରରେ ଜୋରଦାର ବିରୋଧ କରାଯାଉଛି। ଏହି ଯୋଜନାକୁ ନେଇ ବିହାରର ଯୁବବର୍ଗଙ୍କ ମଧ୍ୟରେ ଥିବା ଆକ୍ରୋଶ!-->…
ଗୁରୁଦ୍ୱାରରେ ଆଖିବୁଜା ବିସ୍ଫୋରଣ, ଫସି ରହିଛନ୍ତି ବହୁ ଲୋକ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲସ୍ଥିତ ଏକ ଗୁରୁଦ୍ୱାରରେ ଆଜି ସକାଳେ ଭୟଙ୍କର ବିସ୍ଫୋରଣ ଘଟିଛି। ପ୍ରାର୍ଥନା ନିମନ୍ତେ ଗୁରୁଦ୍ୱାରକୁ ୩୦ରୁ ଊର୍ଦ୍ଧ୍ୱ ଲୋକ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି। ଏହି ବ୍ଲାଷ୍ଟିଂ ଯୋଗୁ ଗୁରୁଦ୍ୱାରର ମୁସଲିମ ସୁରକ୍ଷା ଗାର୍ଡଙ୍କ ମୃତ୍ୟୁ ହୋଇଥିବା!-->…
‘କୃଷି ଆଇନ୍ ପରି ଅଗ୍ନିପଥ ଯୋଜନା ବି ପ୍ରତ୍ୟାହୃତ ହେବ’
ନୂଆଦିଲ୍ଲୀ: ଧୀରେ ଧୀରେ କେନ୍ଦ୍ର ସରକାରଙ୍କ ପାଇଁ କଣ୍ଟା ସାବ୍ୟସ୍ତ ହେଲାଣି ‘ଅଗ୍ନିପଥ’ ଯୋଜନା। ଏହାକୁ ନେଇ ସମଗ୍ର ଦେଶରେ ନିଆଁ ଜଳୁଥିବା ବେଳେ ଏବେ ଏହି ଯୋଜନାକୁ ନେଇ ରାଜନୀତି ଜୋର ଧରିଲାଣି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। କେନ୍ଦ୍ର ସରକାର!-->…
ନାବାଳିକା କୁ ଡ୍ରଗ୍ସ ଦେଇ ନିଶାଶକ୍ତ ଅବସ୍ଥା ରେ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ…
ବ୍ରହ୍ମପୁର : ବର୍ତ୍ତମାନ ବ୍ରହ୍ମପୁର ସହର ମଦ, ଚରସ ଓ ଧଳା ଜହର ବେପାରୀ ଙ୍କ ଭୂସ୍ବଗ ପାଲଟିଛି କହିଲେ କିଛି ଭୁଲ ହେବ ନାହିଁ l ଗତ କିଛି ବର୍ଷ ହେଲା ଏହି ଧଳ ଜହର ପଛରେ ପଡିଯାଇଥିଲେ ତରୁଣ ଯୁବ ଗୋଷ୍ଟି, କିଛି ଏହାକୁ ଫେସନ ଭାବରେ ଗ୍ରହଣ କରୁଥିଲେ, ପୋଲିସ ବିଭିନ୍ନ ଖବର କାଗଜ ରେ ଖବର!-->…
ଭୁବନେଶ୍ୱର ଉପକଣ୍ଠ ଉତ୍ତରା ଛକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ
ପୁରୀ : ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍କୁ ମଧ୍ୟ ପୋଲିସ ଗିରଫ କରିଛି ।
!-->!-->!-->…
ନିଶା ପାଇଁ ଟଙ୍କା ନ ଦେବାରୁ ମା’କୁ ହାଣିଦେଲା ପୁଅ!
ଅନୁଗୋଳ: ଯେଉଁ ମା' କୋଳେଇ କାଖେଇ ବଡ଼ କରିଥିଲା। ନିଜ ପଣତ କାନିରେ ମୁହଁ ପୋଛି ଦେଉଥିଲା। ସାମାନ୍ୟ ଟଙ୍କା ପାଇଁ ସେହି ମା'କୁ ହାଣି ହତ୍ୟା କଲା ପୁଅ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା କଲିୟାରୀ ଥାନା ଅନ୍ତର୍ଗତ ନାକିଟି ସାହିରେ। ମୃତ ମହିଳା ଜଣଙ୍କ ହେଲେ ଜୁଲେଇ ବିଶ୍ୱାଳ। ତାଙ୍କୁ!-->…
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ଜରିଆରେ ସ୍ବତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାର ସହିତ ସୁରୁଖୁରୁରେ ଅନୁଷ୍ଠିତ ହେବ!-->…