ଅଗ୍ନିପଥ ବିବାଦ : ପ୍ରଥମଥର ପାଇଁ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନାକୁ ବିରୋଧ ଜାରି ରହିଛି। ମଙ୍ଗଳବାର ସେନାରେ ଶର୍ଟଟର୍ମ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନାର ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ସେବେଠାରୁ ଏହି ଯୋଜନାକୁ ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ କରାଯାଉଛି।

ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଲାଗି ସାଇକ୍ଲୋଥନ କାର୍ଯ୍ୟକ୍ରମ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ ନିୟୁଜ ରାଉରକେଲା : ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ଲାଗି ସ୍ମାର୍ଟ ସିଟି ରାଉରକେଲାରେ ଏକ ‘ସାଇକ୍ଲୋଥନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ରାଉରକେଲା

ଅଗ୍ନୀପଥ ପ୍ରତ୍ଯାହାର ଦାଵିରେ ଏଆଇଏସ୍ଏଫ୍ ପକ୍ଷରୁ ଵିକ୍ଷୋଭ : ମୋଦି,ରାଜନାଥ ସିଂହ ଙ୍କ ସମେତ ଆଦାନୀ ଆମ୍ଵାନୀଙ୍କ କୁଶ…

ଭୁଵନେଶ୍ଵର: ସେନାରେ ୪ଵର୍ଷିଆ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ପାଇଁ ପ୍ରଣୟନ ହୋଇଥିଵା ଅଗ୍ନୀପଥ ଯୋଜନା ପ୍ରତ୍ଯାହାର ଦାଵିରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ପକ୍ଷରୁ ଓଡିଶା ଵିଧାନ ସଭା ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରାଯାଇଛି।୨୦୧୯ ପରଠାରୁ

ଚିତ୍ରକୋଣ୍ଡାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚିତ୍ରକୋଣ୍ଡା (୧୮/୦୬) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ବ୍ଲକ ପରିଷରରେ ଅଠର ଗୋଟି ପଞ୍ଚାୟତ କୁ ନେଇ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ

ଆଗ୍ରସେନ ଭବନ ନିକଟ ଡକାୟତିର ପର୍ଦାଫାଶ, ୫ ଡକାୟତ ଗିରଫ

ରାଉରକେଲା,(ବସନ୍ତ କୁମାର ଜେନା) : ଜୁନ ୧୧ ରାତିରେ ରାଉରକେଲା ଆଗ୍ରସେନ୍ ଭବନ ନିକଟରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ୪ ଲକ୍ଷ ୭୭ ହଜାର ଟଙ୍କା ଡକାୟତି ଘଟଣାର ପୋଲିସ ପର୍ଦାଫାସ କରିଛି ପୋଲିସ। ଏହି ଡକାୟତି ଘଟଣାରେ ଜଡ଼ିତ ୫ ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୩ ଲକ୍ଷ ୧୦

ବିପର୍ଯୟ ସମୟରେ ଗଞ୍ଜାମ ଜିଲ୍ଲା ସଠିକ ପଦକ୍ଷେପ ଗ୍ରହଣ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଦ୍ଵାରା ଉଚ୍ଚ…

ଛତ୍ରପୁର(୧୮/୦୬) : ପ୍ରାକୃତିକ ବିପର୍ଯୟ ହେଉ କିମ୍ବା ଜିଲ୍ଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ ଗଞ୍ଜାମ ଜିଲ୍ଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନ କୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ

ଦିତୀୟ ଦିନରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆଜି ଅର୍ଥାତ ଶନିବାର ଦିତୀୟ ଦିନରେ ପହଞ୍ଚିଛି । ଆଜିର କାର୍ଯ୍ୟକ୍ରମ ସକାଳ ୬ଘଣ୍ଟା ୩୦ମି ଆରମ୍ବ ହୋଇ ପ୍ରଥମେ ତୈଳିକ

୪୬୬ ଜଙ୍ଗଲ ଜମି ସହ ୯୫ ସ୍କୁଲ ପଟା ବଣ୍ଟନ

ଦାରିଙ୍ଗବାଡ଼ି(୧୮/୬) : ଦାରିଙ୍ଗବାଡ଼ି ପଥପ୍ରାନ୍ତ ସେବା କେନ୍ଦ୍ର ଠାରେ ରାଜସ୍ୱ ବିଭାଗ ପକ୍ଷରୁ ଆଦିବାସୀ ଲୋକଙ୍କୁ ଜଙ୍ଗଲ ଜମି ପଟା ଓ ସ୍କୁଲ କତୃପକ୍ଷଙ୍କୁ ସ୍କୁଲ ଜମି ପଟା ପ୍ରଦାନ କରାଯାଇଛି । ଏହି ପଟା ପ୍ରଦାନ କାର୍ଯ୍ୟକ୍ରମରେ ତହସିଲଦାର ଚାର୍ଲସ ନାୟକ ଅଧକ୍ଷତା କରିଥିବା ବେଳେ

ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ ଦୁର୍ଘଟଣା : ୫୨ଜଣ ଆହତ, ୧୮ ଗୁରୁତର..

ଦାରିଙ୍ଗବାଡ଼ି,୧୮/୬, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘଟିରେ ବିବାହ ଭୋଜି ଖାଇବା ପାଇଁ ଯାଉଥିବା ଟ୍ରକ ଓଲଟି ଦୁର୍ଘଟଣା, ୫୨ଜଣ ଆହତ ୧୮ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର ଝିଅ

୫୦ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ହିଞ୍ଜିଳିକାଟୁ, (୧୮/୬): ହିଞ୍ଜିଳି ଥାନା ପଳାସି ଗ୍ରାମ ନିକଟରୁ ହିଞ୍ଜିଳି ପୋଲିସ ୫୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ସଂପୃକ୍ତ ଗ୍ରାମର ଯୋଗି ସାହୁ । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୩୦୮ /୨୨ରେ ଏକ ମାମଲା ରୁଜୁ କରି ଗିରଫ ଯୁବକଙ୍କୁ ଶନିବାର