Sign in
Sign in
Recover your password.
A password will be e-mailed to you.
ଅନ୍ୟ ରାଜ୍ୟରେ ସଂକ୍ରମଣ ବଢୁଛି, ପ୍ରିକସନ୍ ଡୋଜ୍ ନେବା ଜରୁରୀ-ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କରୁଥିବାରୁ ଲୋକେ ପ୍ରିକସନ ଡୋଜ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏବେ ବାହାର ରାଜ୍ୟରେ ସଂକ୍ରମଣ ପୁଣି ବଢ଼ୁଛି । ତେଣୁ ପ୍ରିକସନ ଡୋଜ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ!-->…
ରୁଷ ସ୍ଥିତି ଅସମ୍ଭାଳ, ଭାରତକୁ ମାଗିଲା ମେଡିକାଲ ସାମଗ୍ରୀ
ନୂଆଦିଲ୍ଲୀ: ୟୁକ୍ରେନ ସହ ଯୁଦ୍ଧ କରୁଥିବା ରୁଷ ସ୍ଥିତି ଏବେ ଅସମ୍ଭାଳ ହେବାକୁ ଲାଗିଲାଣି। ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଥିବାରୁ ମସ୍କୋରେ ବିଭିନ୍ନ ସାମଗ୍ରୀର ଅଭାବ ଦେଖାଗଲାଣି। ବିଶେଷ କରି ମେଡିକାଲ ଇକ୍ୟୁପମେଣ୍ଟ ବା ଚିକିତ୍ସା ସଂଶାଧନର ଅଭାବ ରୁଷ!-->…
ବଢ଼ିଲା ଓମଫେଡ କ୍ଷୀର ଦର
ପୁଣି ଖାଉଟିଙ୍କ ଉପରେ ପଡିବ ମହଙ୍ଗା ମାଡ । ଗ୍ୟାସ, ପେଟ୍ରୋଲ, ଡିଜେଲ ଓ ପରିବା ପରେ ଏବେ ବଢିଲା ଓମଫେଡ୍ କ୍ଷୀର ଦର । ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇଛି ଓମଫେଡ କ୍ଷୀର ଦର । ଏପ୍ରିଲ ୨୧ ତାରିଖରୁ ଏହି ନୂଆ ଦର ଲାଗୁ ହେବ । ନୂଆ ଦର ବୃଦ୍ଧି ପରେ ଓମଫେଡ୍ ଗୋଲ୍ଡ ମୂଲ୍ୟ ୫୦୦ ମିଲି ପ୍ରତି!-->…
କଟକରୁ ବିପୁଳ ପରିମାଣର ନକଲି ଡିଟରଜେଣ୍ଟ ପାଉଡର ଜବତ, ଜଣେ ଗିରଫ
କଟକ: ନକଲି ଜିନିଷର ଗନ୍ତାଘର ହେବାକୁ ବସିଲାଣି ସିଲଭର ସିଟି । ପୂର୍ବରୁ ନକଲି ଗୁଟଖା, ନକଲି ଚା, ନକଲି ମସଲା ଗୁଣ୍ଡ, ନକଲି ଘିଅ ପରେ ଏବେ ଜବତ ହୋଇଛି ନକଲି ଡିଟରଜେଣ୍ଟ ପାଉଡର । କଟକ ମାଲଗୋଦାମ ନିକଟରୁ ଅଟୋରେ ଭର୍ତ୍ତି ବିପୁଳ ପରିମାଣର ଡୁପ୍ଲିକେଟ୍ ଡିଟରଜେଣ୍ଟ ଜବତ କରିଛି ପୋଲିସ ।!-->…
୨ କୋକେନ ମାଫିଆଙ୍କୁ ରିମାଣ୍ଡରେ ନେଲା ଏସ୍ଟିଏଫ୍
ଭୁବନେଶ୍ୱର: ରାଜଧାନୀରୁ ଗିରଫ ୨ କୋକେନ ମାଫିଆଙ୍କୁ ମଙ୍ଗଳବାର ଏସଟିଏଫ୍ କ୍ରାଇମବ୍ରାଞ୍ଚ ଟିମ୍ ୪ ଦିନ ରିମାଣ୍ଡରେ ନେଇଛି। ୫ ଦିନ ରିମାଣ୍ଡ ପାଇଁ ଆବେଦନ ହୋଇଥିବା ବେଳେ ଜିଲା ସେସନ କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି। ଅଭିଯୁକ୍ତ ରବି ଓ ସନ୍ନି କୁମାର ରିମାଣ୍ଡରେ ଯାଇଛନ୍ତି।!-->…
ସେନାର ସାଇବର ନିରାପତ୍ତାରେ ତ୍ରୁଟି, ଆରମ୍ଭ ହେଲା ତଦନ୍ତ
ନୂଆଦିଲ୍ଲୀ: ସେନା ବାହିନୀର ସାଇବର ନିରାପତ୍ତାରେ ବଡ଼ଧରଣର ତ୍ରୁଟି ହୋଇଥିବା ଜାଣିବାକୁ ପାଇଛି ଗୁଇନ୍ଦା ବିଭାଗ। କିଛି ସେନା ଅଧିକାରୀଙ୍କ ହ୍ୱାଟ୍ସଆପ୍ରେ ଶତ୍ରୁ ଦେଶର ଲିଙ୍କ ରହିଥିବା ଜଣାପଡ଼ିଛି। ମିଲିଟାରୀ ଓ ଗୁଇନ୍ଦା ବିଭାଗ ମିଳିତ ଭାବେ ଏହି ଘଟଣାର ପର୍ଦ୍ଦାଫାସ କରିଛନ୍ତି।ପଡ଼ୋଶୀ!-->…
ଚାଉଳ ଓ ଗହମ ଠାରୁ ଦେଶରେ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ
ନୂଆଦିଲ୍ଲୀ: ଦେଶରେ ବାର୍ଷିକ ଚାଉଳ ଓ ଗହମ ଠାରୁ ଅଧିକ ଉତ୍ପାଦନ ହେଉଛି ଦୁଗ୍ଧ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। ସେ କହିଛନ୍ତି ଦେଶରେ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ ହେଉଛି। ଏବେ ସମଗ୍ର ବିଶ୍ୱରେ ଦୁଗ୍ଧ ଉତ୍ପାଦନରେ ଭାରତ ଅଗ୍ରଣୀ। ଖାଦ୍ୟ!-->…
କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କଲେ ରାଜ୍ୟ ସରକାର, ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା ।କେନ୍ଦୁପତ୍ର ସଂଗ୍ରହ ମୂଲ୍ୟରେ ବୃଦ୍ଧି ।ଉପକୃତ ହେବେ ୭.୫୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ । ପାଇବେ ୨୪୦ କୋଟି ଟଙ୍କା । ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୧୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।!-->…
ସମସ୍ତେ କୋଭିଡ୍ ନିୟମ ପାଳନ କଲେ ସ୍ଥିତି ନିୟନ୍ତ୍ରଣରେ ରହିବ : ବିଜୟ ମହାପାତ୍ର
ଭୁବନେଶ୍ଵର: କିଛି ଦିନ ବ୍ୟବଧାନ ପରେ ଏବେ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହି ମଧ୍ୟରେ ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ମାସ୍କ ପିନ୍ଧିବା କଟକଣା ରାଜ୍ୟରୁ ହଟି!-->…
ମାହାଙ୍ଗା ଗଣହତ୍ୟା ମାମଲା: ଆସିଲା ବ୍ୟବଚ୍ଛେଦ ରିପୋର୍ଟ
ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲାରେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶରୀର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ରିପୋର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ। ଏ ନେଇ କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସୂଚନା ଦେଇଛି।ସୂଚନାନୁସାରେ,ପାରିବାରିକ ବିବାଦରୁ ବଡଭାଇ!-->…