Sign in
Sign in
Recover your password.
A password will be e-mailed to you.
ଚିକିଟି ବ୍ଲକର ୯ ଗୋଟି ୫ଟି ରୂପାନ୍ତରିତ ବିଦ୍ୟାଳୟ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ
ଚିକିଟି : ଶିକ୍ଷା ବ୍ୟବସ୍ଥା ର ଉନ୍ନତି ସାଙ୍ଗକୁ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବା ସହିତ ବିଦ୍ୟାଳୟ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଛି।ଏହି କ୍ରମରେ ସ୍କୁଲ ମାନଙ୍କୁ ୫ଟି ରେ ରୂପାନ୍ତରିତ କରାଯାଇ ଇ-ପାଠାଗାର,ସ୍ମାର୍ଟ ଶ୍ରେଣୀଗୃହ,ଆଧୁନିକ ବିଜ୍ଞାନା!-->…
କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ
ବାଲିଗୁଡା// ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି!-->…
ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି,୩/୬ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସକୁଆ ଓ ବ୍ରାହାସାଲକା ଗ୍ରାମରେ ଆଜି ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ଭ୍ରମରବାଡ଼ି ପଞ୍ଚାୟତର ଅନେକ ଗ୍ରାମକୁ ଗମନାଗମନ!-->…
ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ସେବା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ
କର୍ଲାମୁଣ୍ଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ଖଲିଆପାଲି ଶୈବ ପିଠ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ!-->…
ଖଇରପୁଟରେ BSF ତରଫରୁ ସଚେତନତା ଶିବିର ଓ ଭଲିବଲ ମ୍ୟାଚ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘଟ ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ଠାରେ bsf 151 ବାଟାଲିୟନ f coy ଖଇରପୁଟ ଦ୍ଵାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ରଞ୍ଜିତ ନାୟକ ଙ୍କ ସମେତ ୧୦ ଜଣ!-->…
ଜାଗୃତି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇଁ ସଚେତନ କର୍ମଶାଳା
ଦାରିଙ୍ଗବାଡ଼ି, (୦୩/୦୬) : ଦାରିଙ୍ଗବାଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଜାଗୃତି" ପକ୍ଷରୁ ନୂତନ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ସ୍ୱାସ୍ଥ୍ୟ ତଥା ସାମାଜିକ ସମସ୍ୟାକୁ ଉପରେ ଏକ ଆଲୋଚନା ଚକ୍ର ଗୁରୁବାର ଦିନ ଜାଗୃତି ପରିସରରେ!-->!-->!-->…
ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ତରଫରୁ ଵିଶ୍ବ ସାଇକେଲ ଦିବସ ପାଳନ
ହିଞ୍ଜିଳିକାଟୁ (୩।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଶୁକ୍ରବାର ବିଶ୍ବ ସାଇକେଲ ଦିବସ ପାଳନ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ!-->…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ପିଲାଙ୍କ ବ୍ୟକ୍ତିତ୍ବର ବିକଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତର, ସ୍କୁଲ ଜୀବନ ଶ୍ରେଷ୍ଠ ସମୟ. ଏହାର ସଠିକ ଉପଯୋଗ କରି ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର : ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ!-->!-->!-->!-->!-->…
ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟ୍ରଫି, ସେମିରୁ ବୋପାନ୍ନା ବିଦା
ପ୍ୟାରିସ ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି କରାୟତ୍ତ କରିଛନ୍ତି। ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡ଼ି ୭-୬!-->…
୧୯୯୦ରେ ପଣ୍ଡିତମାନେ କଶ୍ମୀର ଛାଡିଥିଲେ, ଆଉ ଏବେ ତାହା ପୁଣି ହେଉଛି: କେଜ୍ରିୱାଲ
ନୂଆଦିଲ୍ଲୀ: ଜାମ୍ମୁକଶ୍ମୀରରେ ଟାର୍ଗେଟ କିଲିଂକୁ ନେଇ ଆମ୍ ଆଦମୀ ପାର୍ଟି (ଏଏପି) ର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଘଟଣାକୁ ୧୯୯୦ ସହ ତୁଳନା କରିଛନ୍ତି | ଶୁକ୍ରବାର ଦିନ ସେ କହିଛନ୍ତି ଯେ କଶ୍ମୀରରେ ଉପୁଜିଥିବା ପରିସ୍ଥିତି ପାଇଁ ସାରା ଦେଶ!-->…