ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା, କଣ୍ଟ୍ରାକ୍ଟ ହାତେଇଲା ଟାଟା ପ୍ରୋଜେକ୍ଟ

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ବିମାନବନ୍ଦର ନିର୍ମାଣ କରିବ ଟାଟା। ଉତ୍ତରପ୍ରଦେଶର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ଟାଟା ପ୍ରୋଜେକ୍ଟକୁ ମିଳିଲା କଣ୍ଟ୍ରାକ୍ଟ । କଣ୍ଟ୍ରାକ୍ଟ ଅନୁଯାୟୀ ଟାଟା ପ୍ରୋଜେକ୍ଟ ବିମାନବନ୍ଦରରେ ଟର୍ମିନାଲ୍, ରନୱେ, ଏୟାରସାଇଡ୍

ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପିର ଆୟ ହ୍ରାସ ପାଇଛି

ନୂଆଦିଲ୍ଲୀ: ୨୦୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି (ବିଜେପି)ର ମୋଟ ଆୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇ ୭୫୨ କୋଟି ଟଙ୍କାରେ ପହଞ୍ଚିଛି। କାରଣ ପୂର୍ବ ଆର୍ଥିକ ବର୍ଷରେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ବିଜେପି ୨,୫୫୫ କୋଟି ଟଙ୍କା ଆୟ କରିଥିବା ବେଳେ ୨୦୨୧ ଆର୍ଥିକ ବର୍ଷରେ ଏହା ୨୨.୩୮

ବିଧାୟକଙ୍କ ମର୍ସଡିଜ୍‌ରେ ହୋଇଥିଲା ଗଣଦୁଷ୍କର୍ମ , ଖିଅ ଖୋଲିଲା ପୁଲିସ

ହାଇଦ୍ରାବାଦ: ହାଇଦ୍ରାବାଦରେ ଜଣେ ନାବାଳିକାକୁ ଏକ ମର୍ସଡିଜ୍‌ କାରରେ ଗଣ ଦୁଷ୍କର୍ମ ଅଭିଯୋଗ ହଇଚଇ ସୃଷ୍ଟି କରିଛି। ଏହି ଚାଞ୍ଚଲ୍ୟକର ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଉକ୍ତ ମର୍ସଡିଜ୍‌ କାରଟି ଜଣେ ବିଧାୟକଙ୍କର ବୋଲି ଜଣାପଡ଼ିଛି। ଏହି ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ

ରାହୁଲଙ୍କୁ ହାଜର ପାଇଁ ପୁଣି ନୋଟିସ କଲା ଇଡି, ଏଥର ୧୩ ତାରିଖ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ କଂଗ୍ରେସ ସାଂସଦଙ୍କ ଅଡ଼ୁଆ ବଢ଼ିଛି। ତାଙ୍କୁ ପୁଣିଥରେ ହାଜର ହେବାକୁ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ଜୁନ୍‌ ୨ରେ ଜେରା ପାଇଁ ହାଜର ହେବାକୁ ଇଡି ସମନ କରିଥିଲା। ହେଲେ ସେ ଅଧିକ ସମୟ ମାଗିଥିଲେ। ଏବେ

ମାସ୍କ ନପିନ୍ଧିଥିଲେ ବିମାନ ଭିତରୁ ଯାତ୍ରୀଙ୍କୁ ବାହାର କରିଦିଆଯାଉ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କୋଭିଡ୍ ନିୟମକୁ ବେଖାତିର ନେଇ କଠୋର ହୋଇଛନ୍ତି ଦିଲ୍ଲୀ ହାଇକୋର୍ଟ। ବିମାନବନ୍ଦର ଏବଂ ବିମାନ ଭିତରେ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ପାଳନ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତଥା ମୁଖ୍ୟ ବିଚାରପତି ଏସିଜେ ବିପିନ୍‌ ସିଙ୍ଘାଇ କହିଛନ୍ତି ଯେ,

ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ। ଶୁକ୍ରବାର ଏହା କହିଛନ୍ତି ସୁପ୍ରିମକୋର୍ଟ। ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା। ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିଷ ଅଜୟ

କାର୍ତ୍ତି ଚିଦାମ୍ବରମଙ୍କ ଆଗୁଆ ଜାମିନ ଖାରଜ

ନୂଆଦିଲ୍ଲୀ: ଭିସା ଦୁର୍ନୀତିରେ ଫସିଥିବା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ପୁଅ ତଥା ସାଂସଦ କାର୍ତ୍ତି ଚିଦାମ୍ବରମକୁ ମିଳିବନି ଆଗୁଆ ଜାମିନ। ମାମଲାର ଶୁଣାଣି କରି ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ କାର୍ତ୍ତିଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା

ରେକର୍ଡ଼ ଭୋଟରେ ଉପନିର୍ବାଚନ ଜିତିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉପନିର୍ବାଚନ ବାଜିମାରିଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଶୁକ୍ରବାର ଚମ୍ପୱାଟ ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନ ଫଳାଫଳରେ କଂଗ୍ରେସର ନିର୍ମଳା ଗାହତୋରିଙ୍କୁ ୫୫,୦୦୦ ହଜାର ଭୋଟ୍‌ରେ ପରାସ୍ତ କରିଛନ୍ତି ଧାମି । ଏହି ବିଜୟ ସହ ସେ ତାଙ୍କ

ଭିଜିଲାନ୍ସ ଜାଲରେ ଅନୁ ସଚିବ, ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅନୁସଚିବ । ଲାଞ୍ଚ ନେଇ ଧରାପଡ଼ିଲେ ଅନୁସଚିବ ପୂର୍ଣ୍ଣଚନ୍ଦ୍ର ସାହୁ । ଯୋଜନା ଓ ସଂଯୋଜନ ବିଭାଗ ଅନୁସଚିବ ଅଛନ୍ତି ପୂର୍ଣ୍ଣଚନ୍ଦ୍ର ସାହୁ । ଏକ କାର୍ଯ୍ୟ କରିବା ବଦଳରେ ଲାଞ୍ଚ ମାଗୁଥିଲେ ପୂର୍ଣ୍ଣଚନ୍ଦ୍ର । ଅଭିଯୋଗ ପାଇ ପୂର୍ବ ସୂଚନା ମୁତାବକ ଜଗି

ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ

ଭୁବନେଶ୍ଵର: ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ ଆଣିନି, ତାସହିତ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଛି। ପାଠ ସହ ଖେଳ ଆଦି କ୍ରିଏଟିଭ ଟ୍ୟାଲେଣ୍ଟର ବିକାଶ ପାଇଁ ସୁଯୋଗ ଆଣିଛି। ସେମାନଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ବିକଶିତ କରି ବାରେ