Sign in
Sign in
Recover your password.
A password will be e-mailed to you.
ଜମ୍ମୁକଶ୍ମୀରରେ ଟାର୍ଗେଟ୍ କିଲିଂ: ୧୭୭ କଶ୍ମୀର ପଣ୍ଡିତଙ୍କୁ ଟ୍ରାନ୍ସଫର
ଶ୍ରୀନଗର: ଜମ୍ମୁକଶ୍ମୀରରେ ଦିନକୁ ଦିନ ଟାର୍ଗେଟ କିଲିଂ ବଢ଼ିବାରେ ଲାଗିଛି। ଏହାରି ଭିତରେ ସ୍ଥାନୀୟ ସରକାର କଶ୍ମୀର ପଣ୍ଡିତଙ୍କୁ ସୁରକ୍ଷାକୁ ନେଇ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଶ୍ରୀନଗରର ବିଭିନ୍ନ ଅଞ୍ଚଳରେ ନିଯୁକ୍ତ କରାଯାଇଥିବା ୧୭୭ଜଣ କଶ୍ମୀର ପଣ୍ଡିତ ଶିକ୍ଷକଙ୍କୁ ଜିଲ୍ଲା!-->…
ଅଶାନ୍ତ କାନପୁର : ଦୁଇ ସମ୍ପ୍ରଦାୟ ମୁହାଁମୁହିଁ, ୩୬ ଗିରଫ
ଲକ୍ଷ୍ନୌ: ମହମ୍ମଦଙ୍କ ବିରୋଧରେ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟଙ୍କୁ ନେଇ ଉତ୍ତରପ୍ରଦେଶ କାନପୁରର ବେକନଗଞ୍ଜ ଅଞ୍ଚଳରେ ଗତକାଲି ସୃଷ୍ଟି ହୋଇଛି ସାମ୍ପ୍ରଦାୟିକ ହିଂସାକାଣ୍ଡ । ଦୁଇ ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ଏହି ହିଂସାକାଣ୍ଡରେ ବହୁ ଜଣ ଆହତ ହୋଇଥିବା ବେଳେ!-->…
ଭୁବନେଶ୍ୱରର ତମାଣ୍ଡୋରୁ ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ
ଭୁବନେଶ୍ୱର : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଏସ୍ଟିଏଫ୍ । ଜାତୀୟ ରାଜପଥ ୧୬ ତମାଣ୍ଡୋ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ହୋଇଛି । ଏହାସହିତ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।
ଖବର ଅନୁଯାୟୀ, ଭୁବନେଶ୍ୱରରୁ ଝାଡ଼ଖଣ୍ଡ ଓ ବିହାରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଏକା!-->!-->!-->…
୨୦୨୪ରେ କଂଗ୍ରେସ-ବିଜେଡି ଲଢେଇ, ୧ ନମ୍ବର ହେବ କଂଗ୍ରେସ : ପିସିସି ସଭାପତି
ଭୁବନେଶ୍ବର: ବିଜେପିର ଅଭିଯୋଗ ଉପରେ ଜବାବ ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର କାହାକୁ ବିଜେଡି ଫଣ୍ଡିଙ୍ଗ କରିଛି। ତାହାର ପ୍ରମାଣ ଦେଲେ ଆମେ ତାକୁ ସଙ୍ଗେ ସଙ୍ଗେ ପାର୍ଟିରୁ ଏକ୍ସଫେଲ କରିବୁ। ଖାଲି କହି ଦେଲେ ହେବନି । ବିଜେଡି ବିଜେପି ଭାଇ ଭାଇ । ତାଙ୍କର ବିକଳ୍ପ ହେଉଛି!-->…
ରାଜଧାନୀରେ ଏକ ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍
ଭୁବନେଶ୍ମର: ଟ୍ରକକୁ ୨ ଲକ୍ଷ ଫାଇନ୍। ରାଜଧାନୀରେ ବିନା ଟ୍ୟାକ୍ସ ଓ ଲାଇନ୍ସେସ୍ରେ ଗାଡି ଚଳାଇବା ପଡିଲା ମହଙ୍ଗା। ଟ୍ରକକୁ ୨ଲକ୍ଷ ୬୩ହଜାର ୫୦୦ ଟଙ୍କା ଫାଇନ୍ କାଟିଲା ପରିବହନ ବିଭାଗ।
ଟାକ୍ସ ବାବଦକୁ ୨ଲକ୍ଷ ୨୮ହଜାର ଓ ବିନା ଲାଇସେନ୍ସରେ ୧୦ ହଜାର , ପଲ୍ୟୁସନ ପାଇଁ ୧୦ହଜାର ଓ!-->!-->!-->…
ହାଟବାଦଡା ଗୋରୁହାଟ ହତ୍ୟାକାଣ୍ଡ ଘଟଣାରେ ୫ ଆନ୍ତରାଜ୍ୟ ଅଭିଯୁକ୍ତ ଗିରଫ
ବାରିପଦା: ଗତ ମାସ ୨୫ ତାରିଖ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟଵାଦଡା ଗୋରୁ ହାଟଠାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ସଫଳତା ମିଳିଛି । ମୟୂରଭଞ୍ଜ ଏସ ପି ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଠନ!-->…
ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ବ୍ଲାକମେଲ କରୁଛି ସାଇବର ହ୍ୟାକର
ସାଲେପୁର: ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ । ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ ହଜାର ୮୫୦ଟଙ୍କା । ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକ୍ଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ!-->…
ଦରକାର ପଡ଼ିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: କରୋନା ସଂକ୍ରମଣର ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦେଶରେ ଏବେ ୫ ରାଜ୍ୟରେ କରୋନା ସଂକ୍ରମଣ ବଢିଛି। ପ୍ରିକସନ୍ ସହ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ହେଲେ ଆମ ରାଜ୍ୟରେ!-->…
ପୁରୀରେ ୫ଟି ସଚିବ ଭି.କେ ପାଣ୍ଡିଆନ୍, ମହାପ୍ରଭୁଙ୍କୁ ଦର୍ଶନ ସହ ପରିକ୍ରମା ପ୍ରକଳ୍ପର କଲେ ତଦାରଖ
ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ୍। ଶନିବାର ସକାଳୁ ୫ଟି ସଚିବ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିଛନ୍ତି। ଏଥିସହ ଶ୍ରୀମନ୍ଦିର ଭିତରେ ମା ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ!-->…
ଯୁବକଙ୍କୁ ହାଣି ରାସ୍ତାକଡ଼ରେ ପିଙ୍ଗିଦେଲେ
ବାଲେଶ୍ୱର: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକରେ ଶୁକ୍ରବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦେଇଛନ୍ତି। ମୃତକ ଜଣକ ହେଲେ ସୁନାହାଟ ଅଞ୍ଚଳର ବାପୁନୁ ଓରଫ ସତ୍ୟବ୍ରତ ଦାସ।
ସୂଚନାଯୋଗ୍ୟ, ଦୁର୍ବୃତ୍ତମାନେ!-->!-->!-->…