Sign in
Sign in
Recover your password.
A password will be e-mailed to you.
ସିରିଏଲ କିଲର ଆତଙ୍କ, ୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା
ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତଙ୍କ ଖେଳିଯାଇଛି। ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ହତ୍ୟା ପଛରେ ଜଣେ!-->…
ରାଜ ଠାକେରଙ୍କ ପାର୍ଟିର ନେତାଙ୍କ ଗୁଣ୍ଡାଗର୍ଦ୍ଦି, ମହିଳାଙ୍କୁ ସର୍ବସମ୍ମୁଖରେ ପିଟିଲେ
ମୁମ୍ବାଇ: ସର୍ବସମ୍ମୁଖରେ ଗୁଣ୍ଡାଗର୍ଦ୍ଦି କରିଛନ୍ତି ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍)ର ଜଣେ ନେତା। ସେ ବିଚ୍ ରାସ୍ତାରେ ଜଣେ ମହିଳାଙ୍କୁ ଧକ୍କା ମାରିବା ସହ ପ୍ରବଳ ମାଡ଼ ମାରିଛନ୍ତି। ତାଙ୍କର ଏହି ହରକତ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ମାଡ଼ ଖାଇଥିବା ମହିଳା!-->…
ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁପୁତ୍ର ମୃତ
ସୋର: ଖେଳୁଥିବା ବେଳେ ପୋଖରୀରେ ପଡି ୨ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମରେ ଏହି ଘଟଣା ଘଟିଛି। ମୃତ ଶିଶୁପୁତ୍ର ଜଣକ ହେଲେ ଇଚ୍ଛାପୁର ଗ୍ରାମର ଶରତ ମଲ୍ଲିକଙ୍କ ୨ ବର୍ଷର ଶିଶୁପୁତ୍ର ଜୟପ୍ରକାଶ ମଲ୍ଲିକ।
ବାଲେଶ୍ଵର ଜିଲ୍ଲା!-->!-->!-->…
୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୮୭ କୋଭିଡ ପଜିଟିଭ
ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଗ୍ରାଫ୍ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୮ ଜଣ!-->…
ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଭାଇ ଭଉଣୀ ବିଶେଷକରି!-->…
ଜୁଲାଇରେ ୨.୩ ନିୟୁତ ହ୍ୱାଟସଆପ୍ ଆକାଉଣ୍ଟ ବ୍ୟାନ୍
ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ମାସରେ ହ୍ୱାଟସଆପ୍ ଭାରତରେ ୨ ନିୟୁତରୁ ଅଧିକ ଗ୍ରାହକଙ୍କ ଆକାଉଣ୍ଟ ବ୍ୟାନ କରିଥିବା ଘୋଷଣା କରିଛି। ଏହା ଜୁନ ମାସରେ ବ୍ୟାନ ହୋଇଥିବା ଆକାଉଉଣ୍ଟ ଠାରୁ ଅଧିକ। ଜୁନ ମାସରେ ପ୍ରାୟ ୨୨ ଲକ୍ଷ ଆଉଣ୍ଟକୁ ହ୍ୱାଟସଆପ ବ୍ୟାନ କରିଥିଲା। ହେଲେ ଜୁଲାଇରେ ଏହି ବ୍ୟାନ!-->…
ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ: ଥାନାରେ ଏତଲା
ମାଲକାନଗିରି: ମାଲକାନଗିରିରେ ଗଣେଶ ମୂର୍ତ୍ତିକୁ ନେଇ ବିବାଦ ଉପୁଜିଛି। ଏନେଇ ମାଲକାନଗିରି ଥାନାରେ ଏତଲା ଦିଆଯାଇଛି। ପୁରୁଣା ମେଡିକାଲ ଛକ ପୂଜା କମିଟି ପକ୍ଷରୁ ପ୍ରତି ବର୍ଷ ଭିନ୍ନ ଭିନ୍ନ ଢଙ୍ଗରେ ଗଣେଶ ପୂଜା କରାଯାଇଥାଏ। ତେବେ ଚଳିତ ବର୍ଷ 'ସବକା ମାଲିକ ଏକ ହେ' ଶୀର୍ଷକରେ କମିଟିର!-->…
କାନ୍ଦିଲେ ଶବାନା ଆଜମୀ, କହିଲେ- ଦୁଷ୍କର୍ମକାରୀଙ୍କୁ ଛାଡ଼ିବା ଲଜ୍ଜାଜନକ
ମୁମ୍ବାଇ: କ୍ୟାମେରା ଆଗରେ କାନ୍ଦି ପକାଇଲେ ବଳିଉଡର ଭେଟେରାନ୍ ଅଭିନେତ୍ରୀ ଶବାନା ଆଜମୀ। ବହୁ ଚର୍ଚ୍ଚିତ ବିଲକିସ୍ ବାନୋ ମାମଲାରେ ଦୁଷ୍କର୍ମକାରୀଙ୍କୁ ମୁକ୍ତ କରିବାକୁ ନେଇ ସେ ସରକାରଙ୍କୁ କଡା ଭାଷାରେ ନିନ୍ଦା କରିଛନ୍ତି। ଏହା ଏକ ଲଜ୍ଜାଜନକ ଘଟଣା କହିବା ସହ ବଖାଣିଛନ୍ତି ନିଜ ମନର!-->…
ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ
ପୁରୀ: ମାଟିତୋଟା ବାସେଳୀ ସାହି ଥାନା ପିସିଆର ଡ୍ରାଇଭରଙ୍କୁ ଆକ୍ରମଣ । କର୍ମଚାରୀ ଜଣକ ହେଲେ ଗୃହରକ୍ଷୀ ଦୀପକ ମାଝି । ଦୀପକଙ୍କ ଉପରକୁ ଚାରି ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଦୀପକ ବାସେଳୀ ସାହି ଥାନାରେ ଏତଲା ଦେଇଛନ୍ତି ।
ବୁଧବାର ରାତିରେ ଦୀପକ ବାସେଳୀ ସାହି!-->!-->!-->…
ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ
କେନ୍ଦୁଝର: କେନ୍ଦୁଝର ହାତୀମୃତ୍ୟୁ ଘଟଣାରେ ବିଦ୍ୟୁତ୍ ବିଭାଗ ସୁପରଭାଇଜର୍ ବହିଷ୍କୃତ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଜୁଡ଼ିଆ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଗତ ୨୫ ତାରିଖରେ ୨ଟି ମାଈହାତୀଙ୍କର ମୃତ୍ୟୁ ହୋଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଜିଭି ଇଲେକ୍ଟ୍ରିକାଲସ୍ର!-->…