ଲୁଟିଲେ ମନ୍ଦିର ହୁଣ୍ଡି, ଚବିଶି ଘଣ୍ଟା ବିତିଯାଇଥିଲେ ମଧ୍ୟ ଟେର ପାଉନି ପୋଲିସ

ଚିକିଟି : ଗଂଜାମ ଜିଲ୍ଲା ଅନ୍ତର୍ଗତ ଚିକିଟି ଫାଣ୍ଡି ଅଧିନସ୍ତ ମେଟାଗାଁ ହନୁମାନ ମନ୍ଦିରର ହୁଣ୍ଡି ତାଡି ଲୁଟିବାରେ ଚୋରମାନେ ସକ୍ଷମ ହୋଇଥିଲେ l ସୂଚନା ପ୍ରକାରେ ଗତ ଶୁକ୍ରବାର ମଧ୍ୟ ରାତିରେ ଚୋର ମାନେ ମେଟାଗାଁ ମନ୍ଦିରର କବାଟ ଭାଙ୍ଗି ଦାନ ହୁଣ୍ଡିକୁ ଉଠାଇ ନେଇ ଭାଙ୍ଗି ଲୁଟି ଭଙ୍ଗା

ସମ୍ବଲପୁର ଆଇଆଇଏମ ଓଡ଼ିଶାକୁ ମ୍ୟାନେଜମେଣ୍ଟ ଦୁନିଆରେ ନୂଆ ପରିଚୟ ଦେବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ର ବିଜେପି ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଏକାଧିକ କାର୍ଯ୍ୟକ୍ରମରେ ସାମିଲ

ବିଶ୍ୱ ପରିବେଶ ଦିବସ ରେ ସବୁଜ ବିପ୍ଳବ ପାଇଁ ଆହ୍ୱାନ

ଚିକିଟି : ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନୁକୂଲ୍ୟ ରେ ଗଡ଼ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ପ୍ରଜାତି ର ବୃକ୍ଷ ରୋପଣ କରି ଅସନ୍ତୁଳନ ପ୍ରାକୃତିକ

ଓଡ଼ିଶାର ୧୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୬ ତାରିଖ ସୋମବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାର

ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ (୫।୬) : ବିଶ୍ଵ ପରିବେଶ ଦିବସ ଅବସରରେ ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରବିବାର ପୂର୍ବାହ୍ନରେ ଵିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶାନ୍ତିଲତା ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ

ଜୁଆ ଆଡ୍ଡାରେ ପୋଲିସର ଚଢାଉ, ୪ ଗିରଫ

ଅନୁଗୋଳ: ଛେଣ୍ଡିପଦା ପୋଲିସକୁ ସଫଳତା । ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିବା ସହ ଟଙ୍କା ଓ ବାଇକ ଜବତ କଲା ପୋଲିସ । ନୂଆଁପଡା ଗାଁର ପେଟ୍ରୋଲ ଟାଙ୍କି ପଛ ପାଖରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଅନେକ ଦିନ ହେଲା ଜୁଆ ଆଡ୍ଡା ଚାଲିଥିବା ବେଳେ ଏନେଇ ଖବର ପାଇ ଶନବାର ରାତିରେ

ବିଶ୍ୱ ପରିବେଶ ଦିବସରେ ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ମାଲକାନଗିରି (୦୫/୦୬) : ମାଲକାନଗିରି ଜିଲ୍ଲା ସଦର ମହକୁମା ର ଦଣ୍ଡକାଳୀ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଗତ ମାସ ୩୦ ତାରିଖ ଠାରୁ ଚଳିତ ମାସ ୨ ତାରିଖ ପର୍ଯ୍ୟନ୍ତ ଦଣ୍ଡକାଳୀ ମନ୍ଦିର ପୂଜା ପାଠ ସହ ହୋମ ଯଜ୍ଞ କରି ମହା ଧୁମ ଧାମରେ ମନ୍ଦିର ପ୍ରତିଷ୍ଠା

୧୦ରେ ପିସିସି କାର୍ଯ୍ୟଭାର ଗ୍ରହଣ କରିବେ ଶରତ ପଟ୍ଟନାୟକ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବେ ନବନିଯୁକ୍ତ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ନୂଆଦିଲ୍ଲୀରୁ ବିମାନରେ ଆସି ସକାଳ ୧୦ଟା ୩୦ରେ ପହଞ୍ଚିବେ ଶରତ । ସେଠାରୁ ସମର୍ଥକମାନେ ତାଙ୍କୁ ଶୋଭାଯାତ୍ରାରେ ନେଇ ଆସିବେ । ରାଜ୍ୟ

ବାରବାଟୀ ଟ୍ବେଣ୍ଟି-୨୦ ଆଉ ୭ ଦିନ: ଭାରତ ଥରେ ଜିତିଛି, ଥରେ ହାରିଛି

କଟକ: ବାରବାଟୀ ଷ୍ଟାଡିୟମରେ ବର୍ତ୍ତମାନସୁଦ୍ଧା ଦୁଇଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ଭାରତ ଗୋଟିଏ ଜିତିଥିଲା ବେଳେ ଅନ୍ୟଟିରେ ଶୋଚନୀୟ ପରାଜୟ ବରଣ କରିଥିଲା। ୨୦୧୫ରେ ଦକ୍ଷିଣ ଆଫ୍ରିକା ସହିତ ବାରବାଟୀରେ ପ୍ରଥମ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ବିବାଦଭରା

ଲୋକସେବା ଭବନ କନଭେନସନ୍‌ ହଲରେ ଶପଥ ନେଲେ ୨୧ ମନ୍ତ୍ରୀ

ଭୁବନେଶ୍ୱର : ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି । ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍‌ରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ