ରାଜ୍ୟପାଳଙ୍କୁ ସିଏଜି ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ‘ସମ୍ଫାଦନ ଏବଂ ଅନୁପାଳନ ରିପୋର୍ଟ ୩’ ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା

୧୫ ବର୍ଷରୁ ଅଧିକ ଯାନବାହାନକୁ ଅସ୍ଥାୟୀ ଅନୁମତି

ଭୁବନେଶ୍ୱର : ଗାଡି ମାଲିକଙ୍କ ପାଇଁ ଏକ ଖୁସି ଖବର । 15 ବର୍ଷରୁ ଅଧିକ ହୋଇଥିବା ଷ୍ଟେଜ୍ ପରିବହନକାରୀକୁ ଅସ୍ଥାୟୀ ଅନୁମତି ପ୍ରଦାନ କରିବାକୁ ଓଡିଶା ସରକାର ଘୋଷଣା କରିଛନ୍ତି । କେନ୍ଦ୍ରର ଗାଡି ସ୍କ୍ରାପେଜ୍ ନୀତି ଅନୁଯାୟୀ, 15 ବର୍ଷରୁ ଅଧିକ ପୁରୁଣା ଯାନଗୁଡିକର ପୁନଃ ପଞ୍ଜୀକରଣ ଅପ୍ରେଲ

କମିଶନରେଟ ପୋଲିସରେ ଅଦଳବଦଳ

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ । ଏସିପି, ଇନ୍ସପେକ୍ଟର, SI ସ୍ତରରେ ଅଦଳବଦଳ । ଜଣେ ଏସିପି, ୭ ଇନ୍ସପେକ୍ଟର ଏବଂ ୩୦ ସବ୍ଇନ୍ସପେକ୍ଟରଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । କଟକ ଡିଆଇବି ଏସିପି ଥିବା ସତ୍ୟରଂଜନ ମଲ୍ଲିକଙ୍କୁ IUCAWକୁ ବଦଳି କରାଯାଇଥିବା ବେଳେ ଇନ୍ସପେକ୍ଟର

ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବେଳକୁ ବେଳ ତାତି ବଢି ଚାଲୁଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସହିତ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ୨୧ ତାରିଖ ସୁଦ୍ଧା ମୁୟୁରଭଞ୍ଜ, ବାଲେଶ୍ୱର, କେଉଁଝର, ଭଦ୍ରକ, ଯାଜପୁର,

ବିଜେପି ମୁଖ୍ୟାଳୟରେ ବୁଲଡୋଜର ଚଲାଇଦିଅ : AAP

ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ସମୟରେ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହିଂସାକାଣ୍ଡ ହୋଇଥିଲା । ଯେଉଁଥିରେ ଦୁଇଟି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ କରିବା ସହ ପଥର ଫିଙ୍ଗିଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଡଜନରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ହିଂସା ପରେ ବିଜେପି ଶାସିତ

ଡେପୁଟି ରେଞ୍ଜରଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସର ଛାନଭିନ ଜାରି

ରାୟଗଡା : ଡେପୁଟି ରେଞ୍ଜରଙ୍କ ସନ୍ଦେହ ଜନକ ମୃତ୍ୟୁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳରେ କାର୍ଯ୍ୟରତ ଡେପୁଟି ରେଞ୍ଜର ଜଗମୋହନ ଭୋଇଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଡେପୁଟି ରେଞ୍ଜରଙ୍କ ସରକାରୀ ବାସ ଭବନରୁ ତାଙ୍କ ମୃତ ଦେହ ଜବତ କରିଛି ପୋଲିସ । ଘଟଣା ସ୍ଥଳରେ

ମାଟିତଳୁ ସିମେଣ୍ଟ ବସ୍ତାରୁ ମିଳିଲା ୩୨ଲକ୍ଷ ଚୋରି ଟଙ୍କା

ସମ୍ବଲପୁର: ହୋଟେଲ୍ ଶୀଲା ଟାୱାର୍‌ରୁ ଚୋରି ହୋଇଥିବା ୩୯ ଲକ୍ଷ ଟଙ୍କା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଗୁଣ୍ଡିଆପାଲି ପଂଚାୟତ ଅନ୍ତର୍ଗତ ବନାକାଲ ଗାଁର ମାଟି ତଳୁ ଏକ ସିମେଣ୍ଟ ବସ୍ତାରୁ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ହୋଇଛି । ଏହାସହିତ ଘଟଣାରେ ହୋଟେଲର ଜଣେ ପୂର୍ବତନ କର୍ମଚାରୀଙ୍କ ସହ

ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବେ ସବ୍ୟସାଚୀ ଓ ଅର୍ଚ୍ଚିତା

ଭୁବନେଶ୍ବର: ସାଇବର ଠକ ତଥା ସାଇବର ଅପରାଧ ସମ୍ବନ୍ଧରେ ଲୋକଙ୍କୁ ସଚେନତ କରିବେ ଓଲିଉଡ଼ ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ। କ୍ରାଇମବ୍ରାଞ୍ଚ ସାଇବର ସେଲର ବ୍ରାଣ୍ଡ ଆମ୍ବାସାଡ଼ର ହୋଇଛନ୍ତି ଏହି ଷ୍ଟାର ଦମ୍ପତି। ବୁଧବାର ଏହି ଅବସରରେ ସାଇବର ଠକଙ୍କଠାରୁ କିପରି ବର୍ତ୍ତିବା

ବିଶିଷ୍ଟ ନାଟ୍ୟକାର ତଥା କଥାକାର ରବୀନ୍ଦ୍ରନାଥ ଦାସଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସମ୍ପାଦକ ତଥା ବିଶିଷ୍ଟ ନାଟ୍ୟକାର – କଥାକାର ରବୀନ୍ଦ୍ରନାଥ ଦାସଙ୍କ ଆଜି ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ରବିନ୍ଦ୍ରନାଥଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ

ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା

କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଜୋରିମାନା । ସେମିଳିଗୁଡା ସହରର ନେତାଜୀ ଇଂରାଜୀ ମାଧ୍ୟମିକ ସ୍କୁଲର ଏକ ବସକୁ ଏହି ଫାଇନ କରାଯାଇଛି। ୨୦୧୮ ଏପ୍ରିଲ ମାସ ଠାରୁ ବସର ଟ୍ୟାକ୍ସ ସହ ଫିଟନେସ ଓ ପରମିଟ ନଥିବାରୁ ଏହି ଜରିମାନା କରାଯାଇଛି।କୋରାପୁଟ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ଏହି