ଜିଲ୍ଲା ସଦରରେ ପ୍ରଥମ ଥର ପାଇଁ ଶୀତଳଷଷ୍ଠୀ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ

ମାଲକାନଗିରି,୪l୬: ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପ୍ରଥମ ଥର ପାଇଁ ମହା ଆଡମ୍ବର ସହକାରେ ଶୀତଳ ଷଷ୍ଠୀ ଓ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ପାଳିତ ହୋଇ ଯୌାଇଛିା ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫରୁ ଗତକାଲି ଗନ୍ଧଷଣ, ମଙ୍ଗଳକୃତ୍ୟ ଅନୁଷ୍ଠିତ

କମ୍ବିଂ ସମୟରେ ବିଏସଏଫ କୁ ସଫଳତା ୮୯ କିଲୋଗ୍ରାମ ର ୭୩୬ଟି ଜିଲୋଟିନ ଛଡ଼ ଜବତ ।

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବେଜାଙ୍ଗିୱାଡା ପଞ୍ଚାୟତ ଏମ ପିଭି ୨୧ ଠାରେ ମାଓବାଦୀ ଦମନ ପାଇଁ ମୃତୟନ ହୋଇଥିବା ୭ ୬ ବାଟାଲିୟନ ର ସୀମାନ୍ତ ସୁରକ୍ଷା ବାହିନୀ ଓ ଜିଲ୍ଲା ପୋଲିସ୍ ମିଳିତ ଭାବେ ଅପରେସନ୍ ବେଳେ ବେଜାଙ୍ଗିୱାଡା ଜଙ୍ଗଲ ପାଦଦେଶରେ ସର୍ଚ୍ଚ

ଅବକାରୀ ଚଢ଼ଉ, ୧୫ କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

ଦାରିଙ୍ଗବାଡ଼ି,୪/୬, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତମାହା ଗ୍ରାମରେ ବାଲିଗୁଡା ଅବକାରୀ ଓ ରାଇକିଆ ଅବକାରୀ ବିଭାଗ ମିଳିତ ଚଢ଼ଉ କରି ୧୫ କ୍ୱିଣ୍ଟାଲ ୬୦ କିଲୋ ଚୋରା ମହୁଲ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଗିରଫ

ବିଜେପି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଜୁନ ୧ରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିବ।କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ଉପଲକ୍ଷେ ସାରା ଦେଶରେ ସେବା ସୁଶାସନ ଓ ଗରୀବ କଲ୍ୟାଣ

ଦାରିଙ୍ଗବାଡ଼ି ବ୍ଳକରେ ୭ଟି ସ୍ମାର୍ଟସ୍କୁଲର ଉଦ୍ଘାଟନ

ଦାରିଙ୍ଗବାଡି,୪/୬ : କନ୍ଧମାଳ ଜିଲାର ୭୩ ଟି ସ୍ମାର୍ଟ ସ୍କୁଲ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦାରିଙ୍ଗବାଡି ବ୍ଲକରୁ ୨ଟି ସ୍ମାର୍ଟ ସ୍କୁଲର ଉଦ୍ଘାଟନ ହୋଇଥିବା ବେଳେ ଶୁକ୍ରବାର ଦିନ ଦ୍ଵିତୀୟ ପର୍ଯ୍ୟାୟରେ ଦାରିଙ୍ଗବାଡି

ସିରିପେଟା ଜଗନ୍ନାଥ ମନ୍ଦିରରେ ରାତ୍ର ଯାପନ କଲେ ରାମ ବନଗମନଚାରୀ

ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମର ଜଗନ୍ନାଥ ମନ୍ଦିର ପରିସରରେ ରାମ ବନଗମନ ଚାରୀ ମାନଙ୍କୁ ସ୍ୱାଗତ କରାଯାଇଛି । ଏହି ଯାତ୍ରାରେ ଶ୍ରୀରାମ ବନଗମନ ଚାରୀ ମଇ ୩ ତାରିଖରେ ଶ୍ରୀରାମ ଜନ୍ମପୀଠ ଅଯୋଧ୍ୟାରୁ ଯାତ୍ରା ଆରମ୍ଭ କରିଛନ୍ତି ଯାହାକି

ମନ୍ତ୍ରୀମଣ୍ଡଳରେ ହେବ ପରିବର୍ତ୍ତନ! ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିଜେଡି ସରକାରର ପଂଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତିକୁ ସପ୍ତାହ ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇଥିବାବେଳେ ଆସନ୍ତା ୨-୩ ଦିନ

ରାଜଧାନୀରୁ ୫ କୋଟିର ବ୍ରାଉନ ସୁଗାର ଜବତ : ତିନି ବେପାରୀ ଗିରଫ

ଭୁବନେଶ୍ଵର: ଦିନକୁ ଦିନ ରାଜ୍ୟରେ ବ୍ରାଉନ ସୁଗାର କାରବାର ବଢିବାରେ ଲାଗିଛି। ଏହି କାରବାରରେ ଲିପ୍ତ ଥିବା ବେପାରୀଙ୍କୁ ପୋଲିସ ଦୈନିକ ଗିରଫ ମଧ୍ୟ କରୁଛି। ହେଲେ ବ୍ରାଉନ ସୁଗାର କାରବାର ବନ୍ଦ ହେବାର ନାଁ ଧରୁନାହିଁ। ସେହିଭଳି ରାଜଧାନୀ ଭୁବନେଶ୍ଵରରୁ ଆଜି ୫ କୋଟି ଟଙ୍କାର ଧଳା ଜହର ଜବତ

ସଂଖ୍ୟାଲଘୁଙ୍କୁ ନେଇ ଆମେରିକାର ରିପୋର୍ଟକୁ ଭାରତର କଡ଼ା ନିନ୍ଦା

ନୂଆଦିଲ୍ଲୀ : ଆମେରିକା ବିଦେଶ ବିଭାଗ ଦ୍ବାରା ଗୁରୁବାର ଦିନ ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ସଂକ୍ରାନ୍ତ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି ଏବଂ ଧର୍ମାନୁଷ୍ଠାନମାନଙ୍କରେ ଆକ୍ରମଣ ବଢ଼ୁଛି। ଭାରତ ଆମେରିକାର ଏହି

ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ

ପୁରୀ: ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ। ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରିମାଣିକ ଟିକେଟ ପାଇଁ ଭକ୍ତଙ୍କୁ ଛାଡିବାକୁ ପ୍ରସ୍ତାବ। ସ୍ନାନ ବେଦୀ ଉପରେ ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ଟିଭି ଓ ସିସିଟିଭର ବ୍ୟବସ୍ଥା କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ