Sign in
Sign in
Recover your password.
A password will be e-mailed to you.
ଥମୁନି ବେଆଇନ ରନ୍ଧା ମଦ ବେପାର : ୧୭୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ…
ଚିକିଟି ପ୍ରତିନିଧି // ନିସର୍ତ୍ତ
ଚିକିଟି- :ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ବିଭାଗ ଦ୍ୱାରା ୮ ଟି ଜାଗା ରେ ଚଢ଼ାଉ ହୋଇଛି।ସେଠାରେ ବେଆଇନ ଭାବେ ବିକ୍ରି ଚାଲିଥିବା ରନ୍ଧା ମଦ ୧୭୫ ଲିଟର ଜବତ ହୋଇଛି।ଏବଂ ୫ ଜଣ କୁ ଗିରଫ କରି କୋର୍ଟ!-->!-->!-->…
ଖୁଚରା ଫେରସ୍ତକୁ କେନ୍ଦ୍ରକରି ଗଣ୍ଡଗୋଳ ପାଞ୍ଚ ଆହତ ଚାରି ଗିରଫ…
ଚିକିଟି ପ୍ରତିନିଧି // ନିସର୍ତ୍ତ
ପାତ୍ରପୁର-: ଜରଡ।ଥାନା ସୁରଙ୍ଗି ଗ୍ରାମରେ ରବିବାର ରାତ୍ର ଖୁଚୁରା ଫେରସ୍ତ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇ ଥିବା ବେଳେ ଜଣ ଗୁରୁତର ହୋଇଥିବା ଜଣା ଯାଇଛି। ଘଟଣାକୁ ନେଇ ଜରଡ।ଥାନାରେ ଉଭୟ ପକ୍ଷରୁ ଦୁଇଟି ଏତଲା!-->!-->!-->…
ବଡ ମେଡିକାଲ ରେ ପୁଣି ବାଜିଲା ଘଣ୍ଟ : ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିନେଇ 116ତମ…
ବ୍ରହ୍ମପୁର : କିଛି ଦିନର ନୀରବତା ପରେ ଏମ କେ ସି ଜି ରେ ବିଭିନ୍ନ ସମସ୍ୟା କୁ ନେଇ ପୁଣି ଘଣ୍ଟ ବାଡେଇ ଅଭିନଵ ଉପାୟରେ ବିଭିନ୍ନ ସମସ୍ୟା କୁ ନେଇ ବିକ୍ଷୋଭ ପ୍ରତିବାଦ ର ସ୍ୱର ଉଠିଛି l ଏମକେସିଜି ମେଡିକାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଫାଇନାଲରେ ଅଶୋକ ନଗର ଏକାଦଶ…
ହିଞ୍ଜିଳିକାଟୁ ପ୍ରତିନିଧି // ନିସର୍ତ୍ତ
ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ!-->!-->!-->…
ଦୁର୍ବନ୍ଧ : ପ୍ରସିଦ୍ଧ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ଉଦଯାପିତ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଦୁର୍ବନ୍ଧ ଗ୍ରାମର ପ୍ରସିଦ୍ଧ ୨୧ ଦିନିଆ ଶ୍ରୀ ଶ୍ରୀ ଠାକୁରାଣୀ ଙ୍କ ଦ୍ବିବାର୍ଷିକ ଯାତ୍ରା ରବିବାର ଉଦଯାପିତ ହୋଇଯାଇଛି। ଶେଷ ଦିବସ। ରବିବାର ସକାଳେ ବିଦାୟୀ ଶୋଭାଯାତ୍ରାରେ ଫଗୁ ରଙ୍ଗ ଅବିର ଖେଳରେ ଗ୍ରାମ ପରିକ୍ରମା ପରେ ବଡ଼ ଠାକୁରାଣୀଙ୍କୁ ସ୍ଥାଇ!-->…
ସଡ଼କ ଦୁର୍ଘଟଣାରେ ଯୁବତୀର ଦୁଇଟା ଗୋଡ଼ ଅକାମି…
ଉମରକୋଟ : ନବରଂପୁର ଜ଼ିଲ୍ଲାର ବେହେଡ଼ା ଠାରେ ଆଜି ଏକ ସଡ଼କ ଦୁର୍ଗଟଣା ଦେଖିବାକୁ ମିଳିଛି, ଛତିଶଗଡ଼ର କେରାଡିହି ଗ୍ରାମର ପାରମୋନ ନେତାମ ତାଙ୍କ ଝିଅ କିଷାନ୍ତା ନେତାମକୁ ଏକ ମୋଟର ସାଇକେଲରେ ନେଇ ତାଙ୍କର ସମ୍ପର୍କୀୟଙ୍କୁ ଘରୁ ଏକ ଅନୁଷ୍ଠାନିକ କାର୍ଯ୍ୟରେ ରାଇଘର ଉମରକୋଟରେ!-->!-->!-->!-->!-->…
ଅବକାରୀ ଓ ପୋଲିସ୍ ର ଜୁଲମ୍ ବିରୋଧରେ ଆଦିବାସୀଙ୍କ ମେଳି
ପାତ୍ରପୁର : ଆଦିବାସୀଙ୍କ ଉପରେ ଅବକାରୀ ଓ ପୋଲିସର ଜୁଲମ ନେଇ ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତର ଲୁହୁରୁଣୀ ବଟ ନିକଟସ୍ଥ ମା ସାତ ଭଉଣୀ ମନ୍ଦିର ପୀଠରେ ଏକ ବୈଠକକ କରିଥିଲେ। ଆଦିବାସୀ ନେତା ଦିନବନ୍ଧୁ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ସଭାପତି!-->…
ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା
ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଲୋକପ୍ରିୟତା ହାସଲ କରିଥିବା ଜମ୍ମୁ ଓ କଶ୍ମୀରର ଦ୍ରୁତ ବୋଲର ଉମରାନ୍!-->…
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ମାଛ ଚୋରି କରୁଛି ଚୀନ, ନଜର ରଖିବ କ୍ବାଡ୍
ଟୋକିଓ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ବେଆଇନ ଭାବେ ମାଛ ମାରୁଛନ୍ତି ଚୀନର ଫିସିଙ୍ଗ କମ୍ପାନି । ଏହାର ମୁକାବିଲା ପାଇଁ କ୍ବାଡ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ଏକ ସାଟେଲାଇଟ୍ ଭିତ୍ତିକ ଟ୍ରାକିଂ ସିଷ୍ଟମ ଚାଲୁ କରାଯିବ । ଏହା ଦ୍ବାରା ଚୀନର ଫିସିଙ୍ଗ କମ୍ପାନିମାନଙ୍କ ଉପରେ ନଜର ରଖାଯାଇ!-->…
୨୫ଟି ଦେଶରେ ଅନୁଷ୍ଠିତ ହେବ ଆଇଆଇଟି-ଜେଇଇ
ନୂଆଦିଲ୍ଲୀ : ଭାରତର ସବୁଠାରୁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ଆଇଆଇଟିରେ ପଢିବାକୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିବ । ଆଇଆଇଟିରେ ନାମ ଲେଖାପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷା ଆଇଆଇଟି-ଜେଇଇ ଏବେ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହେବ । ଏହି ୨୫ଟି ଦେଶଙ୍କ ମଧ୍ୟରେ!-->…