Sign in
Sign in
Recover your password.
A password will be e-mailed to you.
ୟୁକ୍ରେନ୍ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ
କିଭ୍: ୟୁକ୍ରେନ୍ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ!-->…
ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖଣ୍ଡା ବୁଲାଇବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ଭୁୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇବା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି । କେବଳ ଏତିକି ନୁହେଁ ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ!-->…
ମନ୍ଦିରକୁ ନେଇ ଏବେ ତର୍କ-ବିତର୍କ କରିବାର ଅର୍ଥ କିଛି ନାହିଁ – ସଦ୍ଗୁରୁ
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମନ୍ଦିର-ମସଜିଦ୍ ବିବାଦକୁ ନେଇ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ପୁରାତନ ଐତିହ୍ୟ ଓ ନିର୍ମାଣକୁ ନେଇ ଚାଞ୍ଚଲ୍ୟକର ଦାବିମାନ ଆସୁଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ। ସେ କହିଛନ୍ତି ଯେ,!-->…
ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା!-->…
ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ନନ୍ଦନକାନନ କର୍ମଚାରୀ ଗିରଫ
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ!-->…
୮ ବର୍ଷରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଛି ବିଜେପି: ମୋଦି
ନୂଆଦିଲ୍ଲୀ: ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ ଓ ମଜବୁତ କରିଛି ବିଜେପି। ଜାପାନଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍ବୋଧନ ଦେଇ ଏହା କହିଛନ୍ତି। କ୍ୱାର୍ଡ ସମ୍ମିଳନୀ ଉପଲକ୍ଷେ ଟୋକିଓ ଯାଇଛନ୍ତି ପ୍ରଧାନମନ୍ତ୍ରୀ!-->…
ଥମୁନି ବେଆଇନ ରନ୍ଧା ମଦ ବେପାର : ୧୭୫ ଲିଟର ମଦ ଜବତ, ୫ କୋର୍ଟ ଚାଲାଣ…
ଚିକିଟି ପ୍ରତିନିଧି // ନିସର୍ତ୍ତ
ଚିକିଟି- :ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ସ୍ୱାଇଁ ଙ୍କ ନିର୍ଦ୍ଦେଶ କ୍ରମେ ଚିକିଟି ଅବକାରୀ ବିଭାଗ ଦ୍ୱାରା ୮ ଟି ଜାଗା ରେ ଚଢ଼ାଉ ହୋଇଛି।ସେଠାରେ ବେଆଇନ ଭାବେ ବିକ୍ରି ଚାଲିଥିବା ରନ୍ଧା ମଦ ୧୭୫ ଲିଟର ଜବତ ହୋଇଛି।ଏବଂ ୫ ଜଣ କୁ ଗିରଫ କରି କୋର୍ଟ!-->!-->!-->…
ଖୁଚରା ଫେରସ୍ତକୁ କେନ୍ଦ୍ରକରି ଗଣ୍ଡଗୋଳ ପାଞ୍ଚ ଆହତ ଚାରି ଗିରଫ…
ଚିକିଟି ପ୍ରତିନିଧି // ନିସର୍ତ୍ତ
ପାତ୍ରପୁର-: ଜରଡ।ଥାନା ସୁରଙ୍ଗି ଗ୍ରାମରେ ରବିବାର ରାତ୍ର ଖୁଚୁରା ଫେରସ୍ତ କୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୫ଜଣ ଆହତ ହୋଇ ଥିବା ବେଳେ ଜଣ ଗୁରୁତର ହୋଇଥିବା ଜଣା ଯାଇଛି। ଘଟଣାକୁ ନେଇ ଜରଡ।ଥାନାରେ ଉଭୟ ପକ୍ଷରୁ ଦୁଇଟି ଏତଲା!-->!-->!-->…
ବଡ ମେଡିକାଲ ରେ ପୁଣି ବାଜିଲା ଘଣ୍ଟ : ଡାକ୍ତର ନିଯୁକ୍ତି ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ଦାବିନେଇ 116ତମ…
ବ୍ରହ୍ମପୁର : କିଛି ଦିନର ନୀରବତା ପରେ ଏମ କେ ସି ଜି ରେ ବିଭିନ୍ନ ସମସ୍ୟା କୁ ନେଇ ପୁଣି ଘଣ୍ଟ ବାଡେଇ ଅଭିନଵ ଉପାୟରେ ବିଭିନ୍ନ ସମସ୍ୟା କୁ ନେଇ ବିକ୍ଷୋଭ ପ୍ରତିବାଦ ର ସ୍ୱର ଉଠିଛି l ଏମକେସିଜି ମେଡିକାଲରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ଫାଇନାଲରେ ଅଶୋକ ନଗର ଏକାଦଶ…
ହିଞ୍ଜିଳିକାଟୁ ପ୍ରତିନିଧି // ନିସର୍ତ୍ତ
ହିଂଜିଳିକାଟୁ : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟ ରେ!-->!-->!-->…