ସଡ଼କ ଦୁର୍ଘଟଣାରେ ଯୁବତୀର ଦୁଇଟା ଗୋଡ଼ ଅକାମି…

ଉମରକୋଟ : ନବରଂପୁର ଜ଼ିଲ୍ଲାର ବେହେଡ଼ା ଠାରେ ଆଜି ଏକ ସଡ଼କ ଦୁର୍ଗଟଣା ଦେଖିବାକୁ ମିଳିଛି, ଛତିଶଗଡ଼ର କେରାଡିହି ଗ୍ରାମର ପାରମୋନ ନେତାମ ତାଙ୍କ ଝିଅ କିଷାନ୍ତା ନେତାମକୁ ଏକ ମୋଟର ସାଇକେଲରେ ନେଇ ତାଙ୍କର ସମ୍ପର୍କୀୟଙ୍କୁ ଘରୁ ଏକ ଅନୁଷ୍ଠାନିକ କାର୍ଯ୍ୟରେ ରାଇଘର ଉମରକୋଟରେ

ଅବକାରୀ ଓ ପୋଲିସ୍ ର ଜୁଲମ୍ ବିରୋଧରେ ଆଦିବାସୀଙ୍କ ମେଳି

ପାତ୍ରପୁର : ଆଦିବାସୀଙ୍କ ଉପରେ ଅବକାରୀ ଓ ପୋଲିସର ଜୁଲମ ନେଇ ପାତ୍ରପୁର ବ୍ଳକ ମନ୍ଦରଡା ପଞ୍ଚାୟତର ଲୁହୁରୁଣୀ ବଟ ନିକଟସ୍ଥ ମା ସାତ ଭଉଣୀ ମନ୍ଦିର ପୀଠରେ ଏକ ବୈଠକକ କରିଥିଲେ। ଆଦିବାସୀ ନେତା ଦିନବନ୍ଧୁ ଶବରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଦିବାସୀ ସଂଘ ସଭାପତି

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷରେ ଗତ ବର୍ଷଠାରୁ ସ୍ଥଗିତ ଥିବା ଟେଷ୍ଟ ମ୍ୟାଚ୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ଲୋକପ୍ରିୟତା ହାସଲ କରିଥିବା ଜମ୍ମୁ ଓ କଶ୍ମୀରର ଦ୍ରୁତ ବୋଲର ଉମରାନ୍‌

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ମାଛ ଚୋରି କରୁଛି ଚୀନ, ନଜର ରଖିବ କ୍ବାଡ୍

ଟୋକିଓ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଂଚଳରୁ ବେଆଇନ ଭାବେ ମାଛ ମାରୁଛନ୍ତି ଚୀନର ଫିସିଙ୍ଗ କମ୍ପାନି । ଏହାର ମୁକାବିଲା ପାଇଁ କ୍ବାଡ୍ ରାଷ୍ଟ୍ରମାନଙ୍କ ପକ୍ଷରୁ ଏକ ସାଟେଲାଇଟ୍ ଭିତ୍ତିକ ଟ୍ରାକିଂ ସିଷ୍ଟମ ଚାଲୁ କରାଯିବ । ଏହା ଦ୍ବାରା ଚୀନର ଫିସିଙ୍ଗ କମ୍ପାନିମାନଙ୍କ ଉପରେ ନଜର ରଖାଯାଇ

୨୫ଟି ଦେଶରେ ଅନୁଷ୍ଠିତ ହେବ ଆଇଆଇଟି-ଜେଇଇ

ନୂଆଦିଲ୍ଲୀ : ଭାରତର ସବୁଠାରୁ ଶ୍ରେଷ୍ଠ ଇଂଜିନିୟରିଂ କଲେଜ ଆଇଆଇଟିରେ ପଢିବାକୁ ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ମିଳିବ । ଆଇଆଇଟିରେ ନାମ ଲେଖାପାଇଁ ଉଦ୍ଦିଷ୍ଟ ପ୍ରତିଯୋଗିତାମୂଳକ ପରୀକ୍ଷା ଆଇଆଇଟି-ଜେଇଇ ଏବେ ବିଶ୍ବର ୨୫ଟି ଦେଶରେ ଅନୁଷ୍ଠିତ ହେବ । ଏହି ୨୫ଟି ଦେଶଙ୍କ ମଧ୍ୟରେ

ଭାରତକୁ ପ୍ରଶଂସା କରିବାରୁ ଇମ୍ରାନଙ୍କ ଉପରେ ରାଗିଗଲେ ମରିୟମ: କହିଲେ; ଏତେ ଯଦି ପସନ୍ଦ ତାହେଲେ ଭାରତ ପଳାଅ

ନୂଆଦିଲ୍ଲୀ: ଆମେରିକାର ଚାପ ପ୍ରୟୋଗ ସତ୍ତ୍ବେ ରୁଷ୍‌ର ରିହାତି ଦରରେ ତୈଳ କିଣି ଇନ୍ଧନ ଦର ହ୍ରାସ କରିଥିବାରୁ ଭାରତର ବୈଦେଶିକ ନୀତିକୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭୂୟସୀ ପ୍ରଶଂସା କରିଥିଲେ। ଅବାଧ ବୈଦେଶିକ ନୀତି ବଳରେ ତାଙ୍କ ସରକାର ମଧ୍ୟ ରିହାତି ଦରରେ

ପୁଣି ସାଂସଦ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବର୍ଷା

ଭୁବନେଶ୍ବର: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଥମିବାରେ ନାଁ ନେଉ ନାହିଁ। ଗତକାଲି ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଥିବା ବେଳେ ଆଜି ତାଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅଭିଯୋଗ

ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଧୁନିକ ଓଡ଼ିଶା ନିର୍ମାଣରେ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 60 ତମ ପ୍ରତିଷ୍ଠା ଦିବସରେ ଓଡିଶା ନିର୍ମାଣ ନିଗମ ଲିମିଟେଡକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଭିତ୍ତିଭୂମି ଦିବସ ପାଳନ କରିବା ପାଇଁ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଏକ କାର୍ଯ୍ୟକ୍ରମର ଆୟୋଜନ

ବନ୍ଦ ଘରେ ତିନି ମୃତଦେହ, କାନ୍ଥରେ ଲେଖାଅଛି- ‘ଲାଇଟର୍‌ ଜଳାଇବା ମନା’

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳ। ସକାଳୁ ସକାଳୁ ହୋ ହଲ୍ଲା କରିଥିଲେ ସାହି ପଡୋଶି। କାରଣ ୨୪ ଘଣ୍ଟା ହେଲା ବନ୍ଦ ଥିଲା ଗୋଟିଏ ଘରର କବାଟ ଆଉ ଝରକା। ନା କିଛି ଶବ୍ଦ ଶୁଭୁଥିଲା ନା କେହି ବାହାରକୁ ବାହାରୁଥିଲେ। ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ଆଉ ଘରର କବାଟ

ୟୁନିଫର୍ମ ସିଭିଲ କୋଡ ଆଇନ ଆଣନ୍ତୁ ମୋଦି: ରାଜ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ପୁଣେରେ ଆଜି ଏକ ବିରାଟ ରାଲି କରିଛନ୍ତି। ଏହି ଅବସରରେ ସେ ଦେଶରେ ୟୁନିଫର୍ମ ସିଭିଲ କୋଡ ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ