ଆସନ୍ତାକାଲି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ କରିବେ ମାରାଥନ ପ୍ରଚାର । ଆସନ୍ତାକାଲି ମାରାଥନ ପ୍ରଚାର କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବେଲପାହାଡ, ବ୍ରଜରାଜନଗର, ଲଖନପୁର ରେ କରିବେ

ଜାତି ଭିତ୍ତିକ ଜନଗଣନା କରିବାକୁ ନୀତିଶ ପ୍ରସ୍ତୁତ ହେଉଛନ୍ତି

ପାଟନା: ବିଜେପିକୁ ଶକ୍ତ ଝଟ୍‌କା। ମେଣ୍ଟ ସରକାରରେ ପଡିବ କି ଫାଟ। ବିଜେପିର ବିରୋଧ ସତ୍ତ୍ୱେ ମେଣ୍ଟରେ ଥିବା ବିହାରର ନୀତୀଶ ସରକାର ଜାତିଗତ ଜନଗଣନା ଉପରେ କାମ କରିବେ। ଜାତି ଭିତ୍ତିକ ଜନଗଣନା ଉପରେ ଆସନ୍ତା ମେ’ ୨୭ ତାରିଖ ସର୍ବଦଳୀୟ ବୈଠକ ବସିବ। ଆଜି ଏନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ

ଅନୁଭବଙ୍କ ନାଁରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଘଟଣା: ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ – କଟକ ଡିସିପି

କଟକ: ସେଲିବ୍ରିଟି କପଲ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଗତକାଲି ବର୍ଷା କଟକ ପୁରୀଘାଟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ବର୍ଷା ପୂର୍ବରୁ ଏକାଧିକ ଅଭିଯୋଗ କରିଛନ୍ତି ।

ଭଗବାନ ଭରସା ରେ ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ରୋଗୀ ସେବା : ଖାଲି ପଢ଼ିଛି ୧୧ ଡାକ୍ତର ପଦବୀ , ନାହିଁ ମହାପ୍ରୟାଣ…

ଛତ୍ରପୁର ପ୍ରତିନିଧି // ନିସର୍ତ୍ତ ଛତ୍ରପୁର : ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହର ହୋଇ ମଧ୍ୟ ବ୍ରହ୍ମପୁର ସହରରେ ମୁଖ୍ୟ ହସ୍ପିଟାଲ( ସିଟି ହସ୍ପିଟାଲ) ରହିଛି। ଦୀର୍ଘବର୍ଷ ଧରି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ହେଡ୍‌କ୍ୱାର୍ଟର ମାନ୍ୟତା ଦେବା ଲାଗି ଦାବି ହୋଇଆସୁଛି। ମାତ୍ର

ୟୁକ୍ରେନ୍‌ କୋର୍ଟରେ ରୁଷ ସୈନ୍ୟଙ୍କୁ ଆଜୀବନ କାରାଦଣ୍ଡ

କିଭ୍‌: ୟୁକ୍ରେନ୍‌ରେ ରୁଷ ଆକ୍ରମଣପରଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପ୍ରଥମଥର ପାଇଁ ଜଣେ ରୁଷ ସୈନ୍ୟ ୟୁକ୍ରେର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।ଗତ ଫେବୃଆରୀ ମାସରେ ମସ୍କୋ ପକ୍ଷରୁ ଯୁଦ୍ଧ ଘୋଷଣା ପରେ

ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖଣ୍ଡା ବୁଲାଇବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁୁବନେଶ୍ୱର: ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ନିଜର ଭାଇଗିରି ପାଇଁ ଖଣ୍ଡା ବୁଲାଇବା ଘଟଣାରେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ହେଲେ ରାକେଶ ରଞ୍ଜନ ମହାନ୍ତି ଏବଂ ଅଜିତ ଗିରି । କେବଳ ଏତିକି ନୁହେଁ ସେମାନଙ୍କ ନିକଟରୁ ଖଣ୍ଡା, ୨ଟି ମୋବାଇଲ୍ ଏବଂ ଗୋଟିଏ କାର୍ ଜବତ

ମନ୍ଦିରକୁ ନେଇ ଏବେ ତର୍କ-ବିତର୍କ କରିବାର ଅର୍ଥ କିଛି ନାହିଁ – ସଦ୍‌ଗୁରୁ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ମନ୍ଦିର-ମସଜିଦ୍‌ ବିବାଦକୁ ନେଇ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ପୁରାତନ ଐତିହ୍ୟ ଓ ନିର୍ମାଣକୁ ନେଇ ଚାଞ୍ଚଲ୍ୟକର ଦାବିମାନ ଆସୁଛି। ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଆଧ୍ୟାତ୍ମିକ ଗୁରୁ ସଦଗୁରୁ। ସେ କହିଛନ୍ତି ଯେ,

ବଲାଙ୍ଗୀର ଆରଟିଓ ଛକରେ ଦୁର୍ଘଟଣା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ବଲାଙ୍ଗିର: ବଲାଙ୍ଗିର ଆରଟିଓ ଛକରେ ଶନିବାର ହୋଇଥିବା ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର କରି ତଥା ଗାଡ଼ି ମଡ଼ାଇ ଦେଇଥିବା ଅଭିଯୁକ୍ତ ଚିତ୍ତ ମହାନ୍ତିକୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଅଭିଯୁକ୍ତକୁ ଧରାଇବାରେ ସାହାଯ୍ଯ କରିଥିଲା ସିସିଟିଭି ଫୁଟେଜ। ହତ୍ୟା ପାଇଁ ଏହି ଦୁର୍ଘଟଣା ଯୋଜନା

ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ନନ୍ଦନକାନନ କର୍ମଚାରୀ ଗିରଫ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ବୁଲିବା ପାଇଁ ଆସିଥାଆନ୍ତି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖାଯାଇଛି। କିଛି ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ ମାରିଛନ୍ତି ବୋଲି ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ପର୍ଯ୍ୟଟକଙ୍କୁ କିଛି ସଫାରୀ

୮ ବର୍ଷରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିଛି ବିଜେପି: ମୋଦି

ନୂଆଦିଲ୍ଲୀ: ଗତ ୮ ବର୍ଷ ମଧ୍ୟରେ ଭାରତର ଗଣତନ୍ତ୍ରକୁ ଅଧିକ ସୁଦୃଢ଼ ଓ ମଜବୁତ କରିଛି ବିଜେପି। ଜାପାନଗସ୍ତରେ ଥିବା ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି। କ୍ୱାର୍ଡ ସମ୍ମିଳନୀ ଉପଲକ୍ଷେ ଟୋକିଓ ଯାଇଛନ୍ତି ପ୍ରଧାନମନ୍ତ୍ରୀ