ଆସନ୍ତାକାଲି କଲମା ଯାତ୍ରା କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ

କଟକ: ଭାରତୀୟ ଉପଦ୍ବୀପ ନଦୀ ଅବବାହିକା ପରିଷଦ ଓଡିଶା ଶାଖା ପକ୍ଷରୁ ନଦୀ ବଞ୍ଚାଅ ସମ୍ମିଳନୀ କଟକରେ ଅନୁଷ୍ଠିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ସଂଗ୍ରାମରତ ନଦୀ ସାଥିମାନେ ଯୋଗ ଦେଇଥିଲେ । ବିଶେଷକରି ଭାରତର ଜଳ ମାନବ ଭାବରେ ପରିଚିତ ଡ଼ ରାଜେନ୍ଦ୍ର ସିଂ ଏହି

୧୦୫ ବର୍ଷୀୟ ଶାଶୁଙ୍କୁ ନିର୍ଧୁମ ପିଟିଲା ବୋହୂ

କାନପୁରରେ ଜଣେ ବୋହୂ ନିଜ ଶାଶୁଙ୍କ ଉପରେ ଅତ୍ୟାଚାରର ସବୁ ସୀମା ପାର୍‌ କରି ଦେଇଛନ୍ତି। ଘଟଣା ଘଟିଛି କାନପୁରର ଚକେରୀ ଖେଡ଼ା ଗାଁରେ। ବୋହୂ ଜଣକ ୧୦୫ ବର୍ଷୀୟ ନିଜ ଶାଶୁଙ୍କ ସହିତ ମାରପିଟ କରିବା ସହ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ତାଙ୍କ ନିର୍ଦ୍ଦୟତାର ଏକ ଭିଡିଓ ସୋସିଆଲ ମିଡିଆରେ

ଗୁଜରାଟରେ ଧସିଲା ଲୁଣ କାରଖାନା କାନ୍ଥ, ୧୨ ମୃତ

ମୋରବୀ: ଗୁଜରାଟ ମୋରବୀରେ ବଡ ଦୁର୍ଘଟଣା ଘଟିଛି। ଏଠାରେ ଥିବା ହଲବଦ ଜିଆଇଡିସିରେ ଏକ ଲୁଣ କାରଖାନାର କାନ୍ଥ ଭୂଷୁଡି ପଡିଛି। ଫଳରେ କାନ୍ଥ ତଳେ ଦବି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର

ଗୋପାଳପୁର ପୋଲିସ ପଞ୍ଝାରେ ୨ ଅପରାଧି : ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଜବତ…

ବ୍ରହ୍ମପୁର : ଗୋପାଳପୁର ଥାନା ପୋଲିସ ଦ୍ୱାରା  ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁଇ ଅସମାଜିକ ଯୁବକକୁ ଗିରଫ କରିଛି  । ଗିରଫ ଦୁଇ ଯୁବକଙ୍କଠାରୁ ଦୁଇଟି ଦେଶୀ ପିସ୍ତଲ, ୬ଟି ଜୀବନ୍ତ ଗୁଳି ଓ ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ। ଗିରଫ ଦୁଇଜଣ ହେଲେ ବ୍ରହ୍ମପୁର ଉପକଣ୍ଠ ଆମ୍ୱପୁଆ

ଆସାମରେ ବନ୍ୟା ସ୍ଥିତି ଉତ୍କଟ,୨ ଲକ୍ଷ ଲୋକ ପ୍ରଭାବିତ

ଗୌହାଟି: ଆସାମରେ ବନ୍ୟା ସ୍ଥିତି ଉତ୍କଟ ରୂପ ଧାରଣା କରିଛି। ଯୁଆଡେ ଚାଲିଲେ ଖାଲି ପାଣି, ଆଉ ପାଣି। ଗାଁ, ରାସ୍ତା, ଟ୍ରେନ୍‌ ଲାଇନ୍‌ ସବୁ କିଛି ବୁଡ଼ି ଯାଇଛି। କେଉଁଠି ଭାସିଛି ଟ୍ରେନ୍‌, କେଉଁଠି ବୁଡ଼ିଛି ଘର ଆଉ କେଉଁଠି ଭାସି ଯାଇଛି ହାତୀ । ପ୍ରକୃତିର କରାଳ ରୂପ କେତେ ଭୟଙ୍କର

ରାଜଧାନୀରେ ଫାଙ୍କା ଗୁଳିମାଡ଼ ଘଟଣା, ଅଭିଯୁକ୍ତ ବିନୟ ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ଫାଙ୍କା ଗୁଳିମାଡ଼ ଘଟଣା । ସ୍ତ୍ରୀଙ୍କ ବନ୍ଧୁକରୁ ଗୁଳି ଫୁଟାଇଲେ ସ୍ବାମୀ । ଅଭିଯୁକ୍ତ ବିନୟ ଆଚାର୍ଯ୍ୟକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ପରେ ଗୁଳି ମାଡ଼ କରିଥିଲା ବିନୟ । ଘଟଣା ସ୍ଥଳରୁ ଦୁଇଟି ଖୋକା ଜବତ

ନବମ ପରୀକ୍ଷାକୁ ମଧ୍ୟ ଆସିଲେନି ୧୫ ହଜାର ଛାତ୍ରଛାତ୍ରୀ, ଆବସେଣ୍ଟର ସମୀକ୍ଷା ହେବ-ମନ୍ତ୍ରୀ

ଭୁବନେଶ୍ୱର: ନବମ ଶ୍ରେଣୀ ପିଲାଙ୍କର ପରୀକ୍ଷାରେ ଉପସ୍ଥାନ ହାର ଗଣଶିକ୍ଷା ବିଭାଗର ମୁଣ୍ଡ ବ୍ୟଥା ବଢ଼଼ାଇଇଛି। ନବମ ଶ୍ରେଣୀରେ ମଧ୍ୟ ପାଖାପାଖି ୧୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇ ନଥିବା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ବିଏସଇ) ବୋର୍ଡ଼ ଦର୍ଶାଇଛି। ମାତ୍ର ବୋର୍ଡ଼ ଦର୍ଶାଇଥିବା ତଥ୍ୟ

ପୁରୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବକ ମୃତ

ପୁରୀ: ପୁରୀ ମାର୍କେଟ୍ ଛକ ନିକଟରେ ଅଘଟଣ । ମୁକୁଳା ଡ୍ରେନ ସାଜିଲା କାଳ । ମୁକୁଳା ଡ୍ରେନରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡ ମାର୍କେଟ ଛକ ନିକଟରେ । ତେବେ ମୃତକ ଯୁବକଙ୍କ ପରିଚୟ ମିଳିପାରିନାହିଁ । ଏହି ଘଟଣାକୁ ନେଇ

ମଦ ପିଇ ବରଯାତ୍ରୀଙ୍କ ସହ ନାଚିଲା ବର, ଅନ୍ୟ ଜଣଙ୍କୁ ବିବାହ କଲା ଅସନ୍ତୁଷ୍ଟ କନ୍ୟା

ଜୟପୁର: ବରର ମଦ୍ୟପ ନୃତ୍ୟ ଏବଂ ବରଯାତ୍ରୀ ପହଞ୍ଚିବାରେ ବିଳମ୍ୱ ଯୋଗୁଁ ବିବାହ କରିବାକୁ ମନା କଲା କନ୍ୟା । ରାଜସ୍ଥାନର ଚୁରୁ ଜିଲ୍ଲାର ରାଜଘର ତହସିଲର ଛେଲନା ଗାଁରେ ସାମନାକୁ ଆସିଛି ଏଭଳି ଘଟଣା । ସୂଚନା ଅନୁସାରେ, ମେ ୧୫ରେ ବର ପକ୍ଷ ରାଜଗଡ ତହସିଲରେ ଥିବା କନ୍ୟାର ଗାଁ ଚେଲାନାରେ

ରାଉରକେଲା ରେ ଅଗ୍ନିଶମ ବିଭାଗ ତରଫରୁ ବିଭିନ୍ନ ହସପିଟାଲ , ହୋଟେଲ , ମଲ ମାନଙ୍କରେ ଯାଞ୍ଚ କଡାକଡି : ଅଗ୍ନି ନିର୍ବାପକ…

ରାଉରକେଲା : ଦିଲ୍ଲୀ ରେ ଅଗ୍ନିକାଣ୍ଡ ଘଟି ୨୭ ଜଣଙ୍କ ଦୁଃଖଦ ମୃତ୍ୟୁ ପରେ ଏବେ ରାଜ୍ୟ ସରକାରଙ୍କ ଚେତା ପଶିଛି। ସରକାରଙ୍କ ନିର୍ଦ୍ଧେଶ କ୍ରମେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ହୋଟେଲ , ହସପିଟାଲ , ମଲ ଆଦି ରେ ଅଗ୍ନି ନିର୍ବାପକ ସିଷ୍ଟମ ର ଯାଞ୍ଚ ଚାଲିଛି।ରାଉରକେଲା ରେ ମଧ୍ୟ