Sign in
Sign in
Recover your password.
A password will be e-mailed to you.
ଝିଅ ବିବାହ ବେଦୀରେ ହାତରୁ କାଢିଲା ଚୁଡି, ମଥାରୁ ପୋଛିଲା ସିନ୍ଦୁର, ବର ବେହୋସ୍
ଜଳେଶ୍ୱର: ମୋର ସ୍ୱାମୀ ଅଛି, ମୁଁ ବାହା ହେଇପାରିବିନି। ହାତରୁ କାଢିଦେଲା ଚୁଡି, ଆଉ ମଥାରୁ ପୋଛିଦେଲା ସିନ୍ଦୁର । କନ୍ୟାର ଏପରି ରୂପ ଦେଖି ବେହୋସ ହୋଇଗଲା ବେଦୀରେ ବସିଥିବା ବର । ବାଲେଶ୍ୱର ବାଲିଆପାଳ ଥାନା ରେମୁଗାଁରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ,!-->!-->!-->…
କଲ୍ୟାଣ ମଣ୍ଡପ ପାଇଁ ଭିତିପ୍ରସ୍ତର ସ୍ଥାପନ…
ଦାରିଙ୍ଗବାଡି : ସିମନବାଡି ସ୍ଥିତ ଜଗନ୍ନାଥ ମନ୍ଦିରରେ କଲ୍ୟାଣ ମଣ୍ଡପ ନିର୍ମାଣ ଓ ପାଟଖଣ୍ଡା ମନ୍ଦିରରେ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଦୁଇଟି ପ୍ରକଳ୍ପର ଅଟକଳ ମୂଲ୍ୟ ୨୦ ଲକ୍ଷ!-->!-->!-->…
ସରପଞ୍ଚଙ୍କ ନେତୃତ୍ୱରେ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସଭା ଗୃହରେ ନୂତନ ଆଧାର ପଞ୍ଜିକରଣ ଓ ଆଧାର ସଂଶୋଧନ ପାଇଁ,…
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ନୂତନ ଆଧାର ପରିଚୟ ପତ୍ର ପଞ୍ଜିକରଣ ଓ ଆଧାର ପରିଚୟ ପତ୍ରର ସଂଶୋଧନ କରିବା ନେଇଁ ବ୍ଲକ ପରିସରେ ଆଧାର ସେଣ୍ଟର ରହିଛି। ଏହାସହିତ ଦାରିଙ୍ଗବାଡି ପୋଷ୍ଟ ଅଫିସ କାର୍ଯ୍ୟାଳୟରେ ବି ଆଧାର କାମ କରାଯାଉଛି। ନୂତନ!-->!-->!-->…
ସିମନବାଡି ହାଇସ୍କୁଲରେ ବାର୍ଷିକ ଉତ୍ସବ…
ଦାରିଙ୍ଗବାଡି : ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ-୨୦୨୨ ପାଳନ ହୋଇଯାଇଛି । ଏହି ଅବସରରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରି ସରୋଜିନୀ ନାୟକଙ୍କ ସଭାପତିତ୍ୱ କ୍ରମେ ମୁଖ୍ୟ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଉଦଘାଟନ କରିଥିଲେ । ଅତିଥି!-->!-->!-->…
ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର…
ଫୁଲବାଣୀ /ବାଲିଗୁଡ଼ା:କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡାଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ!-->…
ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ :ସିସିସି ଲେଙ୍କାଖାଲି ଓ ଡ୍ରାଗନ ଏକାଦଶ ଦଳ ବିଜୟୀ
ହିଞ୍ଜିଳି : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ମଙ୍ଗଳବାର ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା ।!-->!-->!-->…
ଗିତା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ…
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ମନ୍ଦିର, ଓ ରାଧାକୃଷ୍କଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି। ପଣ୍ଡିତ ସଙ୍କର୍ଷଣ ପାଠୀ( ନନ୍ଦିକ)ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ!-->!-->!-->…
ନବରଙ୍ଗପୁର ଜିଲ୍ଲାପାଳ ,ଏସ ପି ଙ୍କ ରାଇଘର ଗସ୍ତ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଏବଂ ଦୁର୍ନୀତି କାର୍ଯ୍ୟର…
ଉମରକୋଟ : ରାଇଘର ସଦରମୋହକୁମା, ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକରେ ଆଜି ଡ଼କ୍ଟର, କମଳ ଲଚନ ମିଶ୍ର, କଳଲେକ୍ଟର ଓ ସୁପେରଣ୍ଟେଣ୍ଡେଣ୍ଟ ଅଫ ପୋଲିସ ମହାଦୟା ଏମଏସ, ଏସ, ସୁଶ୍ରୀ ରାଇଘର ଗସ୍ତ କରି ବିଭିନ୍ନ ଦୁର୍ନୀତିକରନ ଓ ଉନ୍ନତିମୂଳକ କାର୍ଯ୍ୟର ଦେଖ ରେଖ କରିବା!-->!-->!-->!-->!-->!-->!-->!-->!-->…
ବଡ଼ ମେଡ଼ିକାଲ୍ ବଞ୍ଚାଅ ଦାବୀରେ ଆଜି ଦଳ ପକ୍ଷରୁ ପ୍ରତିବାଦ ଓ ତିନି ଦିନିଆ ଗଣ ବିକ୍ଷୋଭ ପ୍ରଦର୍ଶନ ଆଜି ଦ୍ୱିତୀୟ…
ବ୍ରହ୍ମପୁର : ବ୍ରହ୍ମପୁର ଏମ୍.କେ.ସି.ଜି. ବଡ଼ ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏବଂ ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ ଙ୍କ ମିଳିତ ଭାବେ "ବଡ଼ ମେଡ଼ିକାଲ୍!-->…
ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…
ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ .
ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ...
ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ
ଉତ୍ସବ ରେ ଯୋଗ!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…