Sign in
Sign in
Recover your password.
A password will be e-mailed to you.
ଭାରତରେ ପ୍ରଥମଥର ପାଇଁ ବ୍ରହ୍ମପୁତ୍ର ନଦୀ ତଳେ ତିଆରି ହେବ ରାସ୍ତା ଓ ରେଳ ଲାଇନ୍
ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଟନେଲ୍ ଅଟଳ ଟନେଲ୍ ନିର୍ମାଣ କରିବା ପରେ ଏବେ ପ୍ରଥମଥର ପାଇଁ ପାଣି ଭିତରେ ରେଳ ଟନେଲ୍ ନିର୍ମାଣ କରିବାକୁ ଯୋଜନା କରୁଛି ଭାରତ। ଆସାମର ବ୍ରହ୍ମପୁତ୍ର ନଦୀରେ ଏହି ଟନେଲ୍ ନିର୍ମାଣ କରାଯିବ। ଏଥିପାଇଁ ୭ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ!-->…
ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ
ନୂଆଦିଲ୍ଲୀ: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର ୩୧, ୨୦୧୬ରେ ପୂର୍ବତନ ଆଇଏଏସ ଅଧିକାରୀ ବୈଜଲଙ୍କୁ ଉପରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା। ସେ ନଜୀବ!-->…
ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ପେରାରିଭାଲାନ ମୁକ୍ତ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଏ ଜି ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।!-->…
ଶୀନା ବୋରା ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଜାମିନ
ନୂଆଦିଲ୍ଲୀ: ଶିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏଲ୍ ନାଗେଶ୍ୱରା ରାଓ, ବି ଆର ଗାଭାଇ ଏବଂ ଏ ଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁଖାର୍ଜୀଙ୍କୁ ଜାମିନ ପ୍ରଦାନ କରି କହିଛନ୍ତି ଯେ ସେ!-->…
କଂଗ୍ରେସରୁ ଇସ୍ତଫା ଦେଲେ ହାର୍ଦ୍ଦିକ ପଟେଲ
ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟ୍କା । କଂଗ୍ରେସରୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ । ଇସ୍ତଫା ଦେବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଟ୍ଵିଟ୍ କରି କହିଛନ୍ତି ଯେ, ଆଜି ମୁଁ ନିଜକୁ ଷ୍ଟ୍ରଙ୍ଗ କରି ଏପରି!-->…
ମେଣ୍ଟେନାନ୍ସ ପାଇଁ ରାଜ୍ୟରେ ହେବ ପାୱାର କଟ୍
ଭୁବନେଶ୍ୱର: ପାୱାର କଟ୍ ଓ ଅଧିକ ବିଲ୍ ଆସିବା ସମସ୍ୟାକୁ ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିରେ ଉଦ୍ବେଗ ପ୍ରକାଶ ପାଇଛି । ସମସ୍ୟାର ସମାଧାନ ନେଇ ବିଭିନ୍ନ ବିଦ୍ୟୁତ୍ ବିତରଣୀ ସଂସ୍ଥା ସହ ବୈଠକରେ ଆଲୋଚନା କରିଛି ଷ୍ଟାଣ୍ଡିଂ କମିଟି । ବୈଠକ ପରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବା ସୁବତ୍ର!-->…
କାଳବୈଶାଖୀ ସମ୍ଭାବନା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ,!-->!-->!-->…
ଚାନ୍ଦିପୁରରେ ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ବାଲେଶ୍ଵର: ପ୍ରତିରକ୍ଷା ଅନୁସନ୍ଧାନ ବିକଶିତ ସଂସ୍ଥା(ଡିଆରଡିଓ)କୁ ଆଉ ଏକ ସଫଳତା। ଜାହାଜ ବିଧ୍ଵଂସୀ କ୍ଷେପଣାସ୍ତ୍ରକୁ ଚାନ୍ଦିପୁରରେ ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ନୌସେନା ଏବଂ DRDO ପକ୍ଷରୁ ମିଳିତ ଭାବେ ବୁଧବାର ଏହି ପରୀକ୍ଷଣ କରାଯାଇଥିଲା । ଆକାଶରେ ଏକ ହେଲିକପ୍ଟରରୁ ଆଣ୍ଟି!-->…
ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେଲେ ସାତ ମାସର ଗର୍ଭବତୀ ପ୍ରେମିକା
ନବରଙ୍ଗପୁର: ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇଛନ୍ତି ୨୪ ବର୍ଷ ବୟସର ଜଣେ ଯୁବତୀ। ଅଜାଣତରେ ବିବାହିତ ଯୁବକଙ୍କୁ ଭଲ ପାଇଁ ଭୁଲ କରିଛନ୍ତି। ଏବେ ନିଜ ଅଧିକାର ପାଇବା ପାଇଁ ଲଢ଼େଇ କରୁଛନ୍ତି। ସ୍ତ୍ରୀର ଅଧିକାର ଦାବିରେ ପ୍ରେମିକ ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକା ଧାରଣା!-->…
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ନୟାଗଡ଼ : ଏକ ନାବାଳିକା ଦୁଷ୍କର୍ମ ମାମଲାରେ ନୟାଗଡ଼ ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ତାକୁ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅର୍ଥ ନ ଦେଲେ ତାକୁ ଅଧିକ ୬ ମାସ ଜେଲ୍ରେ ରହିବାକୁ!-->…