Sign in
Sign in
Recover your password.
A password will be e-mailed to you.
ଥାନା ସାମ୍ନାରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା : ନ୍ୟାୟ ପାଇଁ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହତ୍ୟା…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ 9 ତାରିଖ ଦିନ ଗାଙ୍ଗଲା ପଞ୍ଚାୟତରେ ବାସ କରୁଥିବା ଭଗୁ ହନ୍ତାଳର ଦଶା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମୃତ ଭାଗୁ ହନ୍ତାଳର ଭାଇ ମାନେ!-->!-->!-->!-->!-->…
ଓମ୍ବାଡସି ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସୁନ୍ଦରଗଡ଼ ଗସ୍ତ : ବିଭିନ୍ନ ଜନକଲ୍ୟାଣ…
ସୁନ୍ଦରଗଡ଼ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ତିନିଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ଓମ୍ବାଡସିର ଆର୍ଥିକ ସହାୟତାରେ ଜିଲ୍ଲାରେ!-->!-->!-->!-->!-->…
ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା….
ପୁରୁଷୋତ୍ତମପୁର- ଗଞ୍ଜାମ ପୋଲିସ ଜିଲ୍ଲାରେ ଘଟିଲା ପୁଣି ଏକ ହତ୍ୟା କାଣ୍ଡ।ସୂଚନା ଥାଉକି କବିସୂର୍ଯ୍ୟ ନଗର ଥାନା ଅଞ୍ଚଳରେ ଏହି ପରି ଏକ ସ୍ପର୍ଶ କାତର ଘଟଣା ଘଟିଛି।ରାଜୁ ବିଶୋଇ ବୟସ ୫୫ ,ସେ ନିଜ ଗାଁ ଖାଜିଆ ପଲ୍ଲୀ କୁ। ଓଡ଼ି୦୭ଡି୬୨୬୩ନମ୍ବର ବିଶିଷ୍ଟ ନିଜ ଇଣ୍ଡିଗୋ କାରରେ ଫେରୁଥିବା!-->…
ଆପ୍ରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ
ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ ଆଜି ଆପରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଥାଉ କି ଯେ ୨୦୨୨ ଉତ୍ତରାଖଣ୍ଡ!-->…
୩୨ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ରେ ମଂଜୁରି
ଭୁବନେଶ୍ୱର: ରାଜ୍ୟ କ୍ୟାବିନେ୍ଟ୍ରେ ଆଜି ୩୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ଏଥିରେ ପାନୀୟ ଜଳକୁ ପ୍ରାଥମିକତା ଦିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ମହାପାତ୍ର କହିଛନ୍ତି ଯେ,!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗ: ଜିପିଆରଏସ କରାଯାଇଛି – ପିନାକୀ ମିଶ୍ର
ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ବିବାଦ ପ୍ରସଙ୍ଗ । ଜିପିଆରଏସ ସର୍ଭେ କରାଯାଇଥିବା କହିଲେ ପିନାକୀ ମିଶ୍ର । ଟୁଇଟ ଯୋଗେ ପୁରା ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିକ୍ରିୟା । ଜିପିଆରଏସ କରାଯାଇଛି, ଏ ସମ୍ପର୍କିତ କାଗଜାତ ପ୍ରଦର୍ଶନ ହେବ । ବିନା ଜିପିଆରଏସ ରେ ଖନନ!-->…
ଓଡ଼ିଶା ଜଳ ନିଗମକୁ ମିଳିଲା ଗ୍ଲୋବାଲ ୱାଟର ଲିଡର ପୁରସ୍କାର
ଭୁବନେଶ୍ବର: ସ୍ପେନ୍ର ମାଦ୍ରିଦ୍ ଠାରେ ଅନୁଷ୍ଠିତ ଗ୍ଲୋବାଲ ୱାଟର ସମ୍ମିଳନୀରେ 'ୱାଟର କର୍ପୋରେସନ୍ ଅଫ୍ ଓଡ଼ିଶା (ୱାଟକୋ)କୁ ଗତକାଲି ସମ୍ମାନଜନକ 'ବିଶିଷ୍ଟ ଗ୍ଲୋବାଲ୍ ୱାଟର ଲିଡର-୨୦୨୨' ପୁରସ୍କାର ପ୍ରଦାନ କରାଯାଇଛି। ଗ୍ଲୋବାଲ ୱାଟର ଇଣ୍ଟେଲିଜେନ୍ସ ଦ୍ଵାରା ଏହି ବିଶ୍ଵସ୍ତରୀୟ!-->…
କେନ୍ଦ୍ର ସରକାରଙ୍କ ଲାଗି ଓଡ଼ିଶାରେ ଗହମର ଅଭାବ ଅଛି, ଏହା ଦୁଃଖଦାୟକ ଘଟଣା: ଯୋଗାଣ ମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାରେ ଗହମର ଅଭାବ ପରିଲକ୍ଷିତ ହୋଇଛି। ଓଡିଶାକୁ କମିଛି ଗହମ ଯୋଗାଣ। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ଦାୟୀ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ର ସରକାର ଫୁଡ଼ ସବସିଡ଼ିକୁ ବଜେଟରେ କମାଇ ଦେଇଛନ୍ତି।!-->…
ବରଗଡ଼ରେ ୫ଟି ସ୍ଥାନରେ ଜିଏସ୍ଟି ଚଢ଼ାଉ ଜାରି
ବରଗଡ଼: ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟସ, ଦେଓସର୍ବାଲି ଅଏଲ ମିଲ, ବୈଷ୍ନୌ ଦେବୀ ଅଏଲ ମିଲ, ଗୋବିନ୍ଦପୁର ସ୍ଥିତ BRMC ଅଏଲ ମିଲ ଓ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନାଗେନ ପାଲି ସ୍ଥିତ ଶ୍ରୀ!-->…
ରାଜଧାନୀରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ପୁଲିସ୍, ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ବର: ଯୁବକଙ୍କ ମୁଣ୍ଡ ଜାମିନ ରଖି ୨ ଲକ୍ଷ ଟଙ୍କା ମାଗୁଥିବା ଅଭିଯୋଗରେ କମିସନରେଟ ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ବକେୟା ଟଙ୍କା ଆଦାୟକୁ ନେଇ ଭୁବନେଶ୍ୱର ବଡଗଡ଼ କେନାଲ ରୋଡ଼ରୁ ଜଣେ ଯୁବକକୁ ଦୁର୍ବୃତ୍ତମାନେ ମଙ୍ଗଳବାର ରାତିରେ ଅପହରଣ କରିଥିଲେ।!-->…