ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

କେନ୍ଦୁଝର: ଶେଷରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ । ଜାତୀୟ ଜନଜାତି କମିଶନ ଙ୍କ ପାଖରେ ହାଜର ହେଲେ ଜିଲ୍ଲାପାଳ । କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଇଜିଲାସ ରେ ହାଜର ହେଲେ । ବାରମ୍ବାର ସମନ ପରେ ଶେଷରେ ହାଜର ହେଲେ ଜିଲ୍ଲାପାଳ । ଏମିତିକି ସମନ ସତ୍ତ୍ୱେ ହାଜର ନ ହେବାର

ଏଥର ଭକ୍ତଙ୍କ ଗହଣରେ ହେବ ସ୍ନାନଯାତ୍ରା

ପୁରୀ: ୨ ବର୍ଷର ଅପେକ୍ଷା ପରେ ଆଜି ପୂରଣ ହୋଇଛି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମଳନର ସ୍ୱପ୍ନ । ୨ ବର୍ଷ ହେଲା ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନରୁ ବଞ୍ଚିତ ରହିଥିଲେ ଭକ୍ତ । କିନ୍ତୁ ଚଳିତବର୍ଷ ଭକ୍ତଙ୍କ ଭିଡରେ ସ୍ନାନଯାତ୍ରା ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଛି । ଗତ ଦୁଇ ବର୍ଷରୁ

ଟମାଟୋ ଫ୍ଲୁ ଏକ ଭାଇରାଲ ରୋଗ : ଜନସ୍ଵାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : ରାଜ୍ୟରେ ଟମୋଟୋ ଫ୍ଲୁ ସୂଚନା ମିଳବାରେ ପରେ ଆଲର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା କହିଛନ୍ତି ଏହା ଏକ ଭାଇରାଲ ରୋଗ । ଏହି ସମୟରେ ହୋଇଥାଏ ଟମୋଟୋ ଫ୍ଲୁ । ଏହାର ଲକ୍ଷଣ ହେଉଛି ପିଲା ଖାଇବେ ନାହିଁ । ବାନ୍ତି ହେବା ସହ

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

କଟକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ବିରୋଧ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ହାଇକୋର୍ଟ ବାର୍ ଆସୋସିଏସନର ବିରୋଧ । ରାଜ୍ୟରେ ଦୁଇଟି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ୍ ମନ୍ତ୍ରୀଙ୍କ ପ୍ରସ୍ତାବ । ପ୍ରସ୍ତାବ ସମ୍ପର୍କିତ ରିପୋର୍ଟ୍ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୨,ସଙ୍ଗରୋଧରୁ ୭ ଓ ସ୍ଥାନୀୟ ୫ । ୫ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀରରୁ ୧, କଟକ ୧, ଗଜପତି ୨, ଖୋର୍ଦ୍ଧା ୬, ନୂଆପଡା ୧ ଓ

ରେଭେନ୍ସାରେ ଛାତ୍ରଙ୍କ ଆମରଣ ଅନଶନ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରମାନେ ଆମରଣ ଅନଶନରେ ବସିଛନ୍ତି । ସନ୍ଧ୍ୟା ୬ଟା ପରେ ପଛପଟ ଗେଟ୍ ଖୋଲିବା ନିଷ୍ପତ୍ତିକୁ ନେଇ ଛାତ୍ରମାନେ ବିରୋଧ କରି ଏହି ଅନଶନ କରିଛନ୍ତି । ପଛପଟ ଗେଟ୍ ବନ୍ଦ ରଖି ମୁଖ୍ୟ ଗେଟ୍ ଖୋଲିବାକୁ ଛାତ୍ରମାନେ ଦାବି କରିଛନ୍ତି । ଛାତ୍ରମାନଙ୍କ କହିବା

କାଠ ଫାଳିଆରେ ପିଟିପିଟି ସ୍ୱାମୀକୁ ମାରିଦେଲା ସ୍ତ୍ରୀ

ଉଦଳା : ସ୍ୱାମୀକୁ ପିଟିପିଟି ମାରିଲା ସ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଶିରିଆପାଳ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଶିରିଆପାଳ ଗାଁର ଲାଦୁରା ସିଂ । କୌଣସି କାରଣକୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଝଗଡା ଏତେ ଭୟଙ୍କର ଥିଲା ଯେ, ସ୍ତ୍ରୀ ଏକ କାଠ

ପୋଖରୀରୁ ଉଦ୍ଧାର ହେଲା ୩ଫୁଟର କୁମ୍ଭୀର

ଭଦ୍ରକ :ଦୀର୍ଘ ଆଠ ଘଣ୍ଟା ସଂଘର୍ଷ ପରେ ପୋଖରୀରୁ ଉଦ୍ଧାର ହେଲା ୩ଫୁଟିଆ କୁମ୍ଭୀର। ଦିନ ତମାମ ବନ ଓ ଅଗ୍ନିଶମ ବିଭାଗ ସମେତ ସାପ ଧରାଳୀ ସେକ୍ ମିର୍ଜାଙ୍କୁ ନାକେଦମ ହେବାକୁ ପଡିଥିଲା। ତିହିଡି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଶେଷରେ ପୋଖରୀରୁ ପାଣି ନିଷ୍କାସନ ପରେ

ହସ୍ପିଟାଲରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗ, ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: ଏସ୍‌ସବି ମେଡିକାଲ ସହିତ ରାଜ୍ୟର ଅନ୍ୟ ସମସ୍ତ ସରକାରୀ ହସ୍ପିଟାଲରେ ଥିବା ଜୈବ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ପ୍ରସଙ୍ଗରେ ସତ୍ୟପାଠ ଦାଖଲ। ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ତେବେ ସଚିବଙ୍କ ରିପୋର୍ଟ ଉପରେ ଜବାବ ରଖିବା

ତୁରିଗଡିଆ ବଜାରରେ ୪ଟି ଦୋକାନରୁ ଲୁଟିନେଲେ ୨ ଲକ୍ଷ ଟଙ୍କାର ସାମଗ୍ରୀ

ସୋରୋ : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁରୀଗଡିଆ ବଜାରରେ ଥିବା ୪ଟି ଦୋକାନରୁ ସିରିଜ ଚୋରୀ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ତୁରିଗଡିଆ ବଜାରରେ ଗୟାଧର ଗାହାଣଙ୍କ ପୂଜା ସାମଗ୍ରୀ ଦୋକାନ, ମୁରଲୀଧର ମଲ୍ଲିକଙ୍କ ଗ୍ରୋସରି ଦୋକାନ, ଦାମୋଦର ସାହୁଙ୍କ ଗ୍ରୋସରୀ ଦୋକାନ ଓ କମଳାକାନ୍ତ