ରଥ ନିର୍ମାଣ ଲାଗି ରେଢାଖୋଲ ବନଖଣ୍ଡରୁ ପୁରୀ ଗଲା କାଠ

ପୁରୀ: ଏଥର ପୁରୀ ରଥ ନିର୍ମାଣ ଲାଗି ପ୍ରଥମ ଥର ପାଇଁ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ବନଖଣ୍ଡରୁ ୬୦ ଖଣ୍ଡ ଧଉରା କାଠ ଶ୍ରୀ କ୍ଷେତ୍ର ପୁରୀକୁ ପଠାଗଲା । ଚଳିତ ଥର ରଥ ନିର୍ମାଣରେ ଧଉରା କାଠ ନିଅଣ୍ଟ ପଡିବାରୁ ବିଭାଗୀୟ ସ୍ତରରେ ଚିଠି ଆସିଥିଲା । ରେଢ଼ାଖୋଲ ବନବିଭାଗ ପ୍ରଥମେ ୯୦ ଟି ଗଛ ଏହି

କଟକ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ

କଟକ: କଟକ ରେଲୱେ ଷ୍ଟେସନରେ ଯୁବକଙ୍କ ହାଇଡ୍ରାମା। ମାଲବାହୀ ଟ୍ରେନ୍ ଉପରେ ଚଢି ତଳକୁ ଡେଇଁବାକୁ ଧମକ ଦେଲେ ଯୁବକ। ଗୁରୁବାର ସକାଳେ ଜଣେ ଯୁବକ ଦୀର୍ଘ ସମୟ ଧରି ହାଇଡ୍ରାମା କରିବା ପରେ ଘଟଣାସ୍ଥଳରେ ଆରପିଏଫ୍ ଏବଂ ଜିଆରପି ପହଞ୍ଚି ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତେବେ

ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ

କଟକ : ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ ହୋଇଥିବା ସୂଚନା ମିଳିଛି । ସେଣ୍ଟ୍ରାଲ ଇଲେକ୍ସନ କମିଟି ଜାରି କରିଥିବା ନିର୍ବାଚନ ବିଜ୍ଞପ୍ତି ରଦ୍ଦ ହୋଇଛି । ହାଇକୋର୍ଟଙ୍କ କହିବା

ରଥ ନିର୍ମାଣ କାର୍ଯ୍ୟ : ତୁମ୍ବରେ ଲାଗୁଛି ପହି

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ ଜୋରଦାର ହୋଇଛି ରଥ ନିର୍ମାଣ କାର୍ଯ୍ୟ। ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି। ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି। ୨ଟିରେ ଅର ସଂଯୋଗ କରାଯିବା ସହ ସିଙ୍ଗଡା ବାଡ଼ିଆ ଶେଷ ହୋଇଛି। ୮ଗୋଟି ତିଖଗୁଜ ଏବଂ ୧୨ ଗୋଟି କୁଡୁକା

ନାବାଳିକା କନ୍ୟା ବାହାଘରରେ ଚାଇଲ୍ଡ ଲାଇନର ଚଢ଼ଉ, ଅଧାବାଟରୁ ଫେରିଗଲା ବର

ଚୌଦ୍ୱାର-ଗୁରୁଡିଝାଟିଆ: ବାହାଘରର ସମସ୍ତ ପ୍ରସ୍ତୁତି ସରିଥିଲା । ମନ୍ଦିରରେ ବିବାହ ପାଇଁ କନ୍ୟା ଅପେକ୍ଷା କରି ରହିଥିଲା । ବର ଆସିଥିଲେ ବାହାଘର ହୋଇଥାନ୍ତା । ହେଲେ କନ୍ୟା ନାବାଳିକା ଥିବା ଚାଇଲ୍ଡ ଲାଇନ ଖବର ପାଇ ବରକୁ ବାଟରୁ ଫେରାଇ ଦେଇଥିଲେ ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ

କେନ୍ଦୁଝର ମାଛଗଡ଼ ବିଟ୍ ଅଞ୍ଚଳରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ଆଜି ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ମାନେ ହେଲେ ବାଉଁଶନାଳି

ସାବିତ୍ରୀ ବ୍ରତ ପାଇଁ ସ୍ବାମୀ ଶାଢୀ ନକିଣିବାରୁ ମହିଳାଙ୍କ ଆତ୍ମହତ୍ୟା

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଚକ୍ରଧରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ସାବିତ୍ରୀ ବ୍ରତ ପାଇଁ ଶାଢ଼ି କିଣିବାକୁ କେନ୍ଦ୍ର କରି ଜଣେ ମହିଳା ଲୁଗାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ସୂଚନା ଅନୁଯାୟୀ , ଚକ୍ରଧରପୁର ଗ୍ରାମର ଦିବାକର ସେଠୀ ( ୫୫

ରାଜଧାନୀରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ଥାନା ଶିଖରଚଣ୍ଡୀ ପାହାଡ଼ରୁ ସଫ୍ଟଓ୍ବେର ଇଞ୍ଜିନିୟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ । ଘଟଣାସ୍ଥଳରୁ ମୋଟର ସାଇକେଲ, ଅଧାପୋଡା ଜୋତା, ପେଟ୍ରୋଲ ବୋତଲ

ଦରବୃଦ୍ଧିର ନିଆରା ପ୍ରତିବାଦ, ସାଇକେଲ ଚଢ଼ି ବାହା ହେବାକୁ ଗଲେ ଶୁଭ୍ରାଂଶୁ

ଭୁବନେଶ୍ୱର: ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। ସାମାଜିକ ବ୍ୟବସ୍ଥାକୁ ବିଗାଡି ଦେଉଛି। ଆନ୍ଦୋଳନ, ଧର୍ମଘଟର ପ୍ରଭାବ ଦରବୃଦ୍ଧି ଉପରେ ପଡୁ ନ ଥିବାବେଳେ ରାଜଧାନୀର ଯୁବକ ଶୁଭ୍ରାଂଶୁ ସାମଲ ନିଆରା ପ୍ରତିବାଦ କରି ଚର୍ଚ୍ଚାକୁ ଆସିଛନ୍ତି।

ଥାନା ସାମ୍ନାରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା : ନ୍ୟାୟ ପାଇଁ ଥାନା ସମ୍ମୁଖରେ କିରାସିନ ଢାଳି ଆତ୍ମହତ୍ୟା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ସମ୍ମୁଖରେ ଅଭିଯୋଗ କାରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ 9 ତାରିଖ ଦିନ ଗାଙ୍ଗଲା ପଞ୍ଚାୟତରେ ବାସ କରୁଥିବା ଭଗୁ ହନ୍ତାଳର ଦଶା କାର୍ଯ୍ୟ ଚାଲିଥିଲା । ଏହି ସମୟରେ ମୃତ ଭାଗୁ ହନ୍ତାଳର ଭାଇ ମାନେ