ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…

ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ . ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ... ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ

ସମ୍ବାଦପତ୍ର ହକର ମାନଙ୍କୁ ପରିଚୟ ପତ୍ର ପ୍ରଦାନ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପଞ୍ଜୀକୃତ ସମ୍ବାଦପତ୍ର ହକର ମାନଙ୍କୁ ଆଜି ପରିଚୟ ପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ ଆଜି ୨୦ ଜଣ ହକରଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପରିଚୟ ପତ୍ର ପ୍ରଦାନ କରିଛନ୍ତି। ଏହି

ଗୁଣିଆ ସନ୍ଦେହ ରେ ଗ୍ରାମୀଣ କୁ ହତ୍ୟା ସନ୍ଦେହ ୫ ଅଟକ…

ମାଲକାନଗିରି: କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକେଣ୍ଡା ଗ୍ରାମରେ ଜୈନେକ ବ୍ୟକ୍ତିଙ୍କୁ ଗୁଣିଆ ସନ୍ଦେହରେ ପିଟିପିଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗ୍ରାମବାସୀମାନେ ବ୍ୟକ୍ତି ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ଖବର ମିଳିଛି ।​ ସୂଚନା ଅନୁଯାୟୀ ଏହି ଗ୍ରାମର ପଦିଆ

ବିଜୁଳି ଆଘାତ ରେ ତିନି ଗୋରୁଙ୍କ ମୃତ୍ୟୁ…

ଚିତ୍ରକୋଣ୍ଡା:- ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଂଚଳ ତଥା ପାପରମେଟେଲା ପଞ୍ଚାୟତ ଓ ତାର ଆଖ ପାଖ ଅଞ୍ଚଳରେ ଭୀଷଣ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ଏହି କାଳବୈଶାଖୀ ପ୍ରଭାବରେ ପାପରମେଟେଲା ଓ ଆଖ ପାଖ ଅଞ୍ଚଳରେ ଭୀଷଣ ବିଜୁଳି ମାରିବା ସହ ଘଡଘଡି ସହ ବର୍ଷା ହୋଇଥିଲା । ବିଜୁଳି

ଚିତ୍ରକୋଣ୍ଡା ପୁଲିସ ଦ୍ଵାରା ୨୧ ଲିଟର ବିଦେଶୀ ମଦ ଜବତ ଜଣେ ଅଭିଯୁକ୍ତ ଗିରଫ…

ଚିତ୍ରକୋଣ୍ଡା :-ଗତକାଲି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ.ଡି.ପି.ଓ. ଅଂଶୁମାନ ଦ୍ଵିବେଦୀଙ୍କ ନିର୍ଦ୍ଦେଶକ୍ରମେ ଚିତ୍ରକୋଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଓଡିଶା ଅବକାରୀ ଆଇନ ଧାରା ୫୨ ଅନୁଯାଇ ଚିତ୍ରକୋଣ୍ଡା ଏକ ସ୍ୱତନ୍ତ୍ର ଟିମ

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା – ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ, ଜାଗୃତି କଳାକାର ଙ୍କ…

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ ପରିସରରେ ଚାଲିଥିବା ଦଶମ ମହାନଗର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ରହିଥିଲାସ୍ଥାନୀୟ କଳାକାର ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ । ରାତ୍ର ପର୍ଯ୍ୟନ୍ତ ଝୁମିଥିଲେ ଦର୍ଶକ । ଗଞ୍ଜାମ ଲୋକ କଳା ସଂସ୍କୃତି ର

ସବଡିଭିଜନସ୍ତରୀୟ ଡାକମେଳା ଅନୁଷ୍ଠିତ

ବ୍ରହ୍ମପୁର : ଗଞ୍ଜାମ ପଞ୍ଚାୟତ ସମିତି ଅନ୍ତର୍ଗତ କାଇଁଚପୁର ଗ୍ରାମ ପଞ୍ଚାୟତ ର ମାଳିଜଗନ୍ନାଥ ପୁର ଗ୍ରାମ ସ୍ଥିତ ବାଲି ଲୋକନାଥ ମନ୍ଦିର ଠାରେ ଛତ୍ରପୁର ଉପ ଡାକମଣ୍ଡଳ ତରଫରୁ ସହ ଡାକ ଅଧିକ୍ଷକ ଏମ ସଞ୍ଜୟ କୁମାର ଦୋରା ଙ୍କ ପୌରହିତ୍ୟ ରେ ଡାକ ବ୍ୟବସାୟ ମେଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁରଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

• ଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୭୦ଟି ଆବେଦନର ଶୁଣାଣି• ୫୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ• ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆଜୀବିକା ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ରିକ୍ସା ସୁନ୍ଦରଗଡ଼ (୧୭/୦୫) : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ

ପ୍ରିୟଦର୍ଶୀ ପଟ୍ଟନାୟକ ସ୍ମୃତି କ୍ରିକେଟ : ବ୍ରହ୍ମପୁର ଓ ବେଗୁନିଆ ଦଳ ବିଜୟୀ

ହିଂଜିଳିକାଟୁ, (୧୭/୫) : ହିଂଜିଳିକାଟୁ ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡ଼ିଅମରେ ପ୍ରେସ କ୍ଲବ ହିଂଜିଳିକାଟୁ ସହଯୋଗରେ ଏମସିସି କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ପ୍ରିୟଦର୍ଶୀ ପଟ୍ଟନାୟକ ମେମୋରିଆଲ ଦିବା ରାତ୍ର ଟେନିସ ବଲ କ୍ରିକେଟ ଟୁର୍ନାମେଟରେ ସୋମବାର ୨ଟି ମ୍ୟାଚ ଅନୁଷ୍ଠିତ

ମୃତ୍ୟୁ ପରେ ଆଉ ୨ ଜଣଙ୍କ ଜୀବନ ବଞ୍ଚାଇଲେ ୧୪ ବର୍ଷର ନାବାଳିକା

କଟକ: ମୃତ୍ୟୁ ପରେ ବି ଦେଇଗଲେ ଜୀବନ । ଅଭୁଲା ରହିବେ ୧୪ ବର୍ଷର ସ୍ମୃତି ସମୃଦ୍ଧି । କଟକ ଏସସିବି ମେଡିକାଲ କିଡନୀ ବିଭାଗରେ ହୋଇଛି ବିରଳ କାଡାଭରିକ ସର୍ଜରୀ । ମୃତ୍ୟୁ ପରେ ସ୍ମୃତିଙ୍କ କିଡନୀ ଲାଗିଛି ଆଉ ୨ ଜଣଙ୍କ ଦେହରେ । ଏସସିବିରେ ଅପରେସନ୍ ସଫଳ ହୋଇଥିବା ବେଳେ ରୋଗୀ ବର୍ତ୍ତମାନ