କେନ୍ଦୁଝର ଯୋଡ଼ାରେ ନିର୍ବାଚନୀ ହିଂସା, ନିର୍ବାଚନରେ ହାରିଥିବା ସ୍ୱାଧୀନ ପ୍ରାର୍ଥୀଙ୍କୁ ଆକ୍ରମଣ

ବଡ଼ବଲି ୨୮।୦୩ : ସରିଲାଣି ନିର୍ବାଚନ । ତଥାପି ଥମୁନି ହିଂସା । କେନ୍ଦୁଝର ଜିଲ୍ଲା ଯୋଡ଼ାର ପରାଜିତ ପୌରଧ୍ୟକ୍ଷ ପ୍ରାର୍ଥୀ ରବିନ୍ଦ୍ର କୁମାର ଦାସଙ୍କ ଘରେ ଗଣ୍ଡଗୋଳ ହୋଇଛି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ଅନୁଯାୟୀ, ରବିବାର ରାତି ପ୍ରାୟ ୧୦ ଟା ସମୟରେ ୩ଜଣ

‘ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ୍‌ୱିମାନ୍‌’ ପୁରସ୍କାର ଉତ୍ସବରେ ଯୋଗ ଦେବାକୁ ଦିଲ୍ଲୀ ଗଲେ…

ଭୁବନେଶ୍ବର: 'ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ୍‌ୱମାନ୍‌ ଅଫ୍‌ ଦି ଇୟର୍‌ (ଆଇଏସ୍‌ଡବ୍ଲୁଓଟିୱାଇ) ପୁରସ୍କାର କାର୍ଯ୍ୟକ୍ରମ'ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀ ଗସ୍ତ କରିଛନ୍ତି। ଅପରାହ୍ଣ ୧.୨୦ରେ ମୁଖ୍ୟମନ୍ତ୍ରୀ ବାସଭବନରୁ ବାହାରି ବିଜୁ ପଟ୍ଟନାୟକ

ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ ଘଟଣା: ମୁଖ୍ୟ ଅଭିଯୁକ୍ତ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ

ଅଭିନେତ୍ରୀ କରାଇଦେବା ନାରେ ନାବାଳିକାକୁ ଦୁଷ୍କର୍ମ। ମାଷ୍ଟର ମାଇଣ୍ଡ ସରୋଜ ବିଶ୍ଵାଳ ଖୋର୍ଦ୍ଧାରୁ ଗିରଫ। ବହୁ ଦିନର ଲୁଚକାଳି ଖେଳ ପରେ ଧରାପଡିଲେ ସରୋଜ। ଅପହରଣ ସିନ କରିବା ନାରେ ରୁମ୍ କୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ନାବାଳିକା ଜଣକ

ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପ: ନୂଆ ରେକର୍ଡ ସ୍ଥାପନ ସହ ସ୍ୱର୍ଣ୍ଣ ଜିତିଲେ ପୁନମ

ଭୁବନେଶ୍ୱର: ଜାତୀୟ ଭାରୋତ୍ତଳନ ଚାମ୍ପିଅନ୍‌ସିପ୍‌ରେ ପୁନମ୍ ଯାଦବଙ୍କ ରେକର୍ଡ । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଚାମ୍ପିଅନସିପ୍‌ରେ ଏହି ସଫଳତା ହାସଲ କରିଛନ୍ତି । ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର

ଗୃହରେ ମାନସ ପ୍ରସଙ୍ଗ: କ୍ରାଇମ୍‌ବ୍ରାଞ୍ଚ ନୁହଁ ସିବିଆଇ ତଦନ୍ତ ହେଉ: ସାଲୁଜା

ଭୁବନେଶ୍ୱର: ସୋମବାର ବିଧାନସଭାରେ ଉଠିଛି ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ କାହିଁକି ଗିରଫ କରାଯାଇ ପାରୁନାହିଁ ବୋଲି ପ୍ରଶ୍ନ ଉଠିଛି । ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ମାନସଙ୍କ ମା' ମନ୍ତ୍ରୀ

ଓଡ଼ିଶାରେ ମୁଣ୍ଡ ପିଛା ଋଣ ୨୨,୮୨୭ ଟଙ୍କା: ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨ ହଜାର ୮୨୭ ଟଙ୍କା ରହିଛି । ଏନେଇ ବିଧାନସଭାରେ ତାରା ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ସେ କହିଛନ୍ତି ଯେ, 'ରାଜ୍ୟ ସରକାର ଯାହା ଋଣ କରୁଛନ୍ତି, ତାହା କେବଳ ବିକାଶ କାମରେ

କେନ୍ଦୁଝରରେ ଭାରତ ବନ୍ଦର ପ୍ରଭାବ : ଗାଡି ଚଳାଚଳ ବାଧାପ୍ରାପ୍ତ

କେନ୍ଦୁଝର : ବିଭିନ୍ନ ଦାବି ନେଇ ଆଜି ଠାରୁ ଦୁଇ ଦିନ ଭାରତ ବନ୍ଦ ଡାକରା ଦିଆଯାଇଛି ।ୟୁନାଇଟେଡ ଟ୍ରେଡ ୟୁନିୟନ ପକ୍ଷରୁ ଏହି ବନ୍ଦ ଡାକାରା ଦିଆଯାଇଛି ।ଏଥିରେ ସାମିଲ ହୋଇଛନ୍ତି କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଙ୍ଗଠନ । କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଦୁଇଦିନ ଭାରତ

ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ: ପୃଥ୍ବୀରାଜ ହରିଚନ୍ଦନ

ଭୁବନେଶ୍ୱର: ପଦ ମର୍ୟ୍ୟାଦାର ସମସ୍ତ ଲକ୍ଷ୍ମଣ ରେଖା ଟପିଗଲେ ପ୍ରଶାସନିକ ଅଧିକାରୀ। ପ୍ରଶାସନିକ ଇତିହାସରେ ଏହା କଳଙ୍କର ଦାଗ । ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ବଡ଼ ଅଧିକାରୀମାନେ ଭେଟି ଅଭିନନ୍ଦନ ଜଣାଇବା ଘଟଣାକୁ କଡ଼ା ନିନ୍ଦା କରି ଏପରି ଭର୍ତ୍ସନା

ତ୍ରିସ୍ତରୀୟ ପଞ୍ଚାୟତ ନବ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…

ଦାରୀଙ୍ଗବାଡ଼ି : ଦାରିଙ୍ଗବାଡି ବ୍ଲକ ଵ୍ରହ୍ମଣୀଗାଁ ଅଞ୍ଚଳର ୮ ଗୋଟି ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀଗାଁ, କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରିଗଡା, ଗଦାପୁର, ସରାମୁଳି, ତାଜୁଙ୍ଗି ଓ ହାତିମୁଣ୍ଡା ଗ୍ରାମ ପଞ୍ଚାୟତର, ତ୍ରିସ୍ତରୀୟ ପଞ୍ଚାୟତ ନିର୍ଵାଚନରେ ନବ ନିର୍ବାଚିତ ସରପଞ୍ଚ,

ଓଡିଶା ଭିଜିଲାନ୍ସ ଇତିହାସରେ ପ୍ରଥମ ହାତରେ ପଡିଲା ବିଶାଳ ମାଛ : ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି ଗଣିବା ପାଇଁ…

ମାଲାକନଗିରିର : ନିର୍ବାହୀ ଯନ୍ତ୍ରୀ ଅଶିଷ ଦାସଙ୍କ ୪ କୋଟିର ସମ୍ପତ୍ତି ଠାବ । ନଗଦ ୧ କୋଟି ୩୬ ଲକ୍ଷ ୭୫ ହଜାର ଟଙ୍କା ଠାବ କଲା ଭିଜିଲାନ୍ସ | ୧.୨ କିଲୋରୁ ଅଧିକ ଓଜନର ସୁନା, ସୁନା ବିସ୍କୁଟ ଜବତ । ଓଡ଼ିଶା ଇତିହାସରେଏତେ ପରିମାଣର ସମ୍ପତ୍ତି ପୂର୍ବରୁ କେବେ ଜବତ କରିନଥିଲା