ମହିଳା ଟି-୨୦ ଚାଲେଞ୍ଜରେ ପ୍ରିୟଙ୍କା, ସୁଜାତା: ମାଧୁରୀ ପୁଣି ଉପେକ୍ଷିତ

କଟକ: ପୁଣେର ଏମ୍‌ସିଏ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ମହିଳା ଟି-୨୦ ଚାଲେଞ୍ଜ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇଜଣ ଖେଳାଳି ମନୋନୀତ ହୋଇଛନ୍ତି। ସ୍ମୃତି ମନ୍ଧାନାଙ୍କ ନେତୃତ୍ବାଧିନ ଟ୍ରେଲବ୍ଲେଜର୍ସ ଦଳରେ ଓଡ଼ିଶାର ଦ୍ରୁତ ବୋଲର ସୁଜାତା ମଲ୍ଲିକ ଓ ସ୍ପିନର ପ୍ରିୟଙ୍କା ପ୍ରିୟଦର୍ଶିନୀ

ଗହମ ରପ୍ତାନି କଟକଣାକୁ ସାମାନ୍ୟ କୋହଳ କଲା ଭାରତ

ନୂଆଦିଲ୍ଲୀ : ଗହମ ରପ୍ତାନି କଟକଣାକୁ କିଛିଟା କୋହଳ କରିଛନ୍ତି ଭାରତ ସରକାର । ମେ ୧୩ କିମ୍ବା ତା ପୂର୍ବରୁ ସୀମା ଶୁଳ୍କ (କଷ୍ଟମ୍ସ) ଯ଼ାଞ୍ଚ ପାଇଁ ପହଞ୍ଚିସାରିଥିବା ଗହମ କନସାଇନମେଣ୍ଟ ଗୁଡ଼ିକୁ ରପ୍ତାନି ଅନୁମତି ଦିଆଯିବ ।ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ,

‘ବୈବାହିକ ବଳାତ୍କାର’ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ହେଲା ଆବେଦନ

ନୂଆଦିଲ୍ଲୀ: ‘ବୈବାହିକ ବଳାତ୍କାର’ର ଅପରାଧୀକରଣ ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟଙ୍କ ବିଭାଜିତ ରାୟକୁ ଚ୍ୟାଲେଞ୍ଜ କରି ଶୀର୍ଷ ଅଦାଲତ ସୁପ୍ରିମକୋର୍ଟରେ ମଙ୍ଗଳବାର ଏକ ଆବେଦନ ଦାଖଲ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ଖୁସବୁ ସୈଫି ଦିଲ୍ଲୀ ହାଇକୋର୍ଟରେ କରିଥିବା ଏକ ଆବେଦନକୁ ଗତ ମେ ୧୧

ଆଜମ ଜଣେ ଜମି ମାଫିଆ ଓ ଅଭ୍ୟାସଗତ ଅପରାଧୀ: ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଲେ ଉତ୍ତରପ୍ରଦେଶ ସରକାର

ନୂଆଦିଲ୍ଲୀ: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ଜମି ମାଫିଆ ବୋଲି କହି ସୁପ୍ରିମକୋର୍ଟରେ ଜାମିନକୁ ଉତ୍ତରପ୍ରଦେଶ ସରକାର ବିରୋଧ କରିଛନ୍ତି। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶ ସରକାର କହିଛନ୍ତି ଯେ ଆଜମ ଖାନ ଜଣେ ଅଭ୍ୟାସଗତ ଅପରାଧୀ। ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୋର୍ଟରେ

ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ଜେଲ୍‌ରେ ଭିତରେ ଅନଶନ କଲା ସୁକେଶ 

ନୂଆଦିଲ୍ଲୀ: ଅନଶନରେ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ହୋଇଥିବା ମହାଠକ ସୁକେଶ ଚନ୍ଦ୍ର ଶେଖର। ଜେଲ୍‌ରେ ଭିତରେ ଛାଡିଲା ଖାଦ୍ୟ। ତିହାର ଜେଲ୍‌ ଭିତରେ ଭୋକ ଉପବାସରେ କାଟୁଛି ଦିନ। ଦିନକୁ ଦିନ କରୁଛି ନୂଆ ନୂଆ ଡିମାଣ୍ଡ। ଏବେ ନିଜ ପତ୍ନୀ ଲୀନା ମାରିୟା ସହ ରହିବା ପାଇଁ ସେ ଜିଦ୍‌

ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲା: ୪ ମୋଷ୍ଟ ୱାଣ୍ଟେଡ ଗିରଫ

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ ମାମଲାରେ ଏଟିଏସ୍‌କୁ ମିଳିଛି ବଡ ସଫଳତା। ଗୁଜୁରାଟ ଏଟିଏସ୍‌ ୪ ମୋଷ୍ଟ ୱାଣ୍ଟେଡ ଅପରାଧୀଙ୍କୁ ଗିରଫ କରିଛି।ଗୁଜୁରାଟ ଏଟିଏସରେ ସୂତ୍ରରୁ ପ୍ରକାଶ ଯେ ପୁଲିସ ଆବୁ ବକର, ୟୁସୁଫ ଭକଟା, ଶୋଏବ ବାବା ଏବଂ ସୟଦ କୁରେସିଙ୍କୁ ଗିରଫ କରିଛି। ଗିରଫ

କୋଇଲା ଚୋରି: ମମତାଙ୍କ ପୁତୁରା ଓ ବୋହୂଙ୍କୁ ଜେରା କରିବ ଇଡି

କୋଲକାତା: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ କୋଇଲା ଚୋରି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଓ ତାଙ୍କ ବୋହୂଙ୍କୁ ଜେରା କରିବ ଇଡି। ଏନେଇ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଗ୍ରୀନ୍‌ ସିଗ୍‌ନାଲ ଦେଇଛନ୍ତି। ୨୪ ଘଣ୍ଟାର ନୋଟିସ୍‌ ଦେଇ ପ୍ରବର୍ତ୍ତନ

ମିଡିଆକୁ ତଥ୍ୟ ଲିକ୍‌ କରି ବହିଷ୍କୃତ ହେଲେ ଜ୍ଞାନବାପୀ ସର୍ଭେର କମିଶନର

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପୀ ମସଜିଦ ଭିତରେ ଚାଲିଥିବା ସର୍ଭେକୁ ନେଇ ବିବାଦ ଦେଖାଯାଇଛି। କୋର୍ଟ ନିଯୁକ୍ତ କରିଥିବା ଟିମ୍‌ ସର୍ଭେ ଶେଷ କରିଥିଲେ ମଧ୍ୟ ରିପୋର୍ଟ ଉପସ୍ଥାପନ କରିବାକୁ ଆହୁରି ଦୁଇ ଦିନ ସମୟ ମାଗିଛି। ବାରାଣସୀ କୋର୍ଟ ଏଥିପାଇଁ ରାଜି ମଧ୍ୟ

ଶିବଲିଙ୍ଗର ସୁରକ୍ଷା କର, କିନ୍ତୁ ନମାଜ ବନ୍ଦ ନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସଂକ୍ରାନ୍ତ ମାମଲାର ଶୁଣାଣିକୁ ଗୁରୁବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ମସଜିଦର ସର୍ଭେ ବେଳେ ଶିବଲିଙ୍ଗ ମିଳିବା ନେଇ ଦାବି କରାଯାଇଥିଲା। ଏହି ଦାବି ଅନୁଯାୟୀ ଠାବ ହୋଇଥିବା ଶିବଲିଙ୍ଗର ସୁରକ୍ଷା ପାଇଁ ଆଜି

ପୋଖରୀରେ ବୁଡି ବୃଦ୍ଧ ମୃତ…

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ବୁରୁପୋଡା ବେଲବନ୍ଧ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବୁରୁପୋଡା ପ୍ରଧାନ ସାହିର କାମ୍ପ ପ୍ରଧାନ (୬୫)। ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୧୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ପ୍ରକାଶଥାଉକି