ASI ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

ଭୁବନେଶ୍ବର: ପ୍ରତ୍ନତତ୍ତ୍ୱ ବିଭାଗ ସୁପରିଟେଣ୍ଡେଟଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା ଦେଲା ଜଗନ୍ନାଥ ସେନା । ନିଜ କର୍ତ୍ତବ୍ୟ ଠିକ ଭାବରେ ତୁଲାଇ ନାହାନ୍ତି ସୁପରିଟେଣ୍ଡେଟ । ବିନା ଅନୁମତିରେ କିପରି ଶ୍ରୀ ମନ୍ଦିର ଚତଃପାର୍ଶ୍ବରେ ବେଆଇନ ଭାବେ ଖନନ କରାଗଲା? ରାଜ୍ୟ ସରକାରଙ୍କ ସହିତ

ଆଣ୍ଡାମାନ ନିକୋବର ଛୁଇଁଲା ମୌସୁମୀ, ୨୭ରେ କେରଳ

ନୂଆଦିଲ୍ଲୀ: ଚାଷୀ କୂଳଠାରୁ ଆରମ୍ଭ କରି ସମସ୍ତଙ୍କ ପାଇଁ ଖୁସି ଖବର। ଏଥର ଆଗୁଆ ଆସିଛି ମୌସୁମୀ। ସୋମବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବେଶ କରିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଆଣ୍ଡାମାନ

ପଶୁଙ୍କ ପାଇଁ ଆମ୍ବୁଲାନ୍ସ ଆଣିବ ବିଏମ୍‍ସି

ଭୁବନେଶ୍ୱର: ରାଜଧାନୀର ପ୍ରାଣୀମାନଙ୍କୁ ତତ୍କାଳ ଚିକିତ୍ସା ଯୋଗାଇ ଦେବା ଉପରେ ଗୁରୁତ୍ୱ ଦେଇଛି ବିଏମ୍‍ସି। ଏଥିପାଇଁ ପଶୁମାନଙ୍କ ଆଶୁ ଚିକିତ୍ସା ବା ଆମ୍ବୁଲାନ୍ସର ସମସ୍ତ ସୁବିଧା ଥିବା ଏକ ବୃହତ୍‍ ପଶୁ ଉଠାଇବା ଗାଡ଼ି କିଣିବା ପାଇଁ ବିଏମ୍‍ସି ନିଷ୍ପତ୍ତି ନେଇଛି। ଦୁଇମାସ ପୂର୍ବେ ବିଏମସି

ବଜରଙ୍ଗ ଦଳର କ୍ୟାମ୍ପରେ ବନ୍ଧୁକ ଚାଳନାର ଟ୍ରେନିଂ !

ବେଙ୍ଗାଲୁରୁ: ବଜରଙ୍ଗ ଦଳର କ୍ୟାମ୍ପରେ ସଦସ୍ୟମାନଙ୍କୁ ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଛି। ବନ୍ଧୁକ ଚାଳନାର ଟ୍ରେନିଂ ଦିଆଯାଉଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିବା ପରେ ସଂଗଠନ ପକ୍ଷରୁ ଏଥିରେ ତାଳି ପକାଇବାକୁ ଉଦ୍ୟମ କରାଯାଇଛି। ବଜରଙ୍ଗ ଦଳର ନେତା ରଘୁ ସକଲେଶପୁର କହିଛନ୍ତି ଯେ

ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର

ଜଗତସିଂହପୁର: ଘର ସହ ଜିଅନ୍ତା ଜଳିଗଲେ ମହିଳା ୱାର୍ଡ଼ମେମ୍ବର । ତେବେ ଗୁରୁତର ଅବସ୍ଥାରେ ଏସସିବି ସ୍ଥାନାନ୍ତରଣ ବେଳେ ମୃତ ଘୋଷଣା କଲେ ଡ଼ାକ୍ତର । ମୃତ ମହିଳା ଜଣଙ୍କ ହେଉଛନ୍ତି ଜଗତସିଂହପୁର ତିର୍ତ୍ତୋଳ ଥାନା ବିଦ୍ୟାଧରପୁର ପଞ୍ଚାୟତର ୱାଡ଼ମେମ୍ବର ସରସ୍ୱତୀ ସେଠୀ । ଆଜି ସକାଳେ

ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରୁଛି ‘ଦି କଶ୍ମୀର ଫାଇଲସ୍‌’: ଫାରୁକ ଅବଦ୍ଦୁଲା

ଜମ୍ମୁ: ଜମ୍ମୁ-କଶ୍ମୀରେ ଲଗାତାର କଶ୍ମୀର ପଣ୍ଡିତଙ୍କ ଉପରକୁ ହେଉଥିବା ଆକ୍ରମଣକୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲା। ସେ କହିଛନ୍ତି ଯେ, ‘ଦି କଶ୍ମୀର ଫାଇଲସ୍‌’ ଭଳି ସିନେମା ବନ୍ଦ ହବା ଉଚିତ୍‌। କାରଣ ଏହି ସିନେମା ଉଭୟ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ

ଭୁବନେଶ୍ୱରରେ ହେବ ବିଶ୍ୱ ସ୍ତରୀୟ କ୍ରିକେଟ୍ ଏକାଡେମୀ

ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏବଂ ଯେଉଁମାନେ କ୍ରିକେଟ୍ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର । ଭୁବନେଶ୍ୱର ନିକଟ ବରୁଣାଇରେ ଆର୍ଟ ଷ୍ଟାଡିୟମର ସ୍ଥିତି, ଅଭ୍ୟାସ ଗ୍ରାଉଣ୍ଡ, ଆବାସିକ ସୁବିଧା ଏବଂ ଅନ୍ୟାନ୍ୟ ସୁବିଧା ଭଳି ବିଶ୍ୱ ସ୍ତରୀୟ

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ

ଭୁବନେଶ୍ୱର: ୨୦୨୨-୨୩ ଯୁକ୍ତ ଦୁଇ ପରୀକ୍ଷା ଆସନ୍ତା ୩୧ ତାରିଖରେ ଶେଷ ହେବ । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଥିବା ବେଳେ ୨ୟ ପର୍ଯ୍ୟାୟ ପରୀକ୍ଷା ଗତ ୧୧ରୁ ଆରମ୍ଭ ହୋଇଛି । ଦୀର୍ଘ ୨ ବର୍ଷ ପରେ ଅଫ୍‌ଲାଇନ୍‌ରେ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ଚଳିତବର୍ଷ ପରୀକ୍ଷା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଏନ୍‌ଏସ୍‌ଏସ୍‌ ଦଳ କୋଇମ୍ବାଟୁର ଗସ୍ତ

ବ୍ରହ୍ମପୁର : ଭାରତ ସରକାରଙ୍କ ଜାତୀୟ ସେବା ଯୋଜନା ଅନୁକୂଲ୍ୟରେ ସଂପ୍ରତି କୋଇମ୍ଵ।ଟୁର ଠାରେ ଆସନ୍ତ। ୧୮ ମେ ଠାରୁ ୨୪ ମେ ପର୍ଯନ୍ତ ହେବାକୁଥିବା ଜାତୀୟ ସିଂହତି ଶିବିରରେ ଯୋଗଦେବାକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ର ଏକ ଏଗାର ଜଣିଆ ସ୍ୱେଚ୍ଛାସେବୀ ଦଳ କୋଇମ୍ବାଟୁର ଗସ୍ତ

ବନବାସୀ ସେବା ସମିତି ର ୫୧ତମ ପ୍ରତିଷ୍ଠା ଦିବସ ସମାରୋହ : “ବନବାସୀ ସ୍ମୁତି “ଉନ୍ମୋଚିତ

ବାଲିଗୁଡା : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସର୍ବୋଦୟ ନେତା ସ୍ବଗର୍ତ ବିଶ୍ବନାଥ ପଟ୍ଟନାୟକ ଙ୍କ ଦ୍ବାରା ପ୍ରତିଷ୍ଠିତ ବନବାସୀ ସେବା ସମିତି ପରିସରରେ ସମିତିର ୫୧ ତମ ପ୍ରତିଷ୍ଠା ଦିବସ ବୁଦ୍ଧ ପୂର୍ଣ୍ଣିମା ଅବସରରେ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି। ଏହି ଅବସରରେ ପ୍ରତ୍ୟୁଷରୁ ଅନ୍ତେବାସୀ